ମଦନଗୋପାଳ ଜିଊ ମନ୍ଦିର
ଦେଖଣା
| Madangopal Jiu Temple | |
|---|---|
The temple in its early days. | |
| Religion | |
| ଅନୁବନ୍ଧଗୁଡ଼ିକ | ହିନ୍ଦୁ ଧର୍ମ |
| Location | |
| ସ୍ଥାନ | Mellock |
| State | West Bengal |
| Country | India |
ମଦନଗୋପାଳ ଜିଊ ମନ୍ଦିର (Bengali: মদনগোপাল জীউ মন্দির )ଭାରତୀୟ ରାଜ୍ୟ ପଶ୍ଚିମ ବଙ୍ଗର ସମତା ନିକଟରେ ମେଲ୍ଲୋକ ନାମକ ଗ୍ରାମରେ ଅବସ୍ଥିତ ଥିବା ଏକ ହିନ୍ଦୁ ମନ୍ଦିର । ଏହାକୁ ସ୍ଥାନୀୟ ଭାଷାରେ ଗୋପାଲେର ମନ୍ଦିର କୁହାଯାଇଥାଏ ।
ଏହି ମନ୍ଦିରରେ ଟେରାକୋତ୍ତା ବିଶିଷ୍ଟ ଆଠତାଳ ( ଆଠଟି ଢାଲୁ ଥାଇ ଛାତ ) ରହିଛି । ଏହା ସପ୍ତଦଶ ଶତାବ୍ଦୀ ରେ ମେଲଲୋକର ଜମିଦାର ବଂଶର ମୁକୁନ୍ଦପ୍ରସାଦ ରାୟଚୌଧୁରୀଙ୍କଦ୍ୱାରା ନିର୍ମିତ ହେଇଥିଲା ।
ପୁନଶ୍ଚ ଦେଖଣା
[ସମ୍ପାଦନା]- Samta
- Madan Mohan