ମଜଥାଳ ଅଭୟାରଣ୍ୟ

ଉଇକିପିଡ଼ିଆ‌ରୁ

 ମଜଥାଳ ଅଭୟାରଣ୍ୟi ଭାରତୀୟ ରାଜ୍ୟ ହିମାଚଳ ପ୍ରଦେଶର ସୋଲାନ ଜିଲ୍ଲାରେ ପାର୍ବତ୍ୟ ଅଞ୍ଚଳରେ ଏହି ଅଭୟାରଣ୍ୟ ଅବସ୍ଥିତ । ସିମଳା -ବିଲାସପୁର ରାସ୍ତାର କରାରାଘାତଠାରୁ 10 କିଲୋମିଟର ଭିତରକୁ କଛା ରାସ୍ତାରେ ଏହା ଅବସ୍ଥିତ । ଏଠାରେ ଅନନ୍ୟ ଅଞ୍ଚଳରେ ବିରଳ ହେଇଥିବା ବିରଳ ଚୀର ପକ୍ଷୀ ବହୁ ପରିମାଣରେ ରହିଛନ୍ତି । ଅରଣ୍ୟରେ ବହୁ ପରିମାଣରେ ଗୋରାଳ ଜନ୍ତୁ ମଧ୍ୟ ରହିଥାନ୍ତି ଏହାକୁ ପରିଦର୍ଶନରେ ଯିବା ପାଇଁ ଉତ୍ତମ ସମୟ ଶୀତ କାଳ । .[୧][୨]

ଆଧାର [ସମ୍ପାଦନା]

  1. himachaltourism.gov.in
  2. "Himachal Pradesh Tourism". Archived from the original on 2016-03-03. Retrieved 2016-11-30.

ବାହାର ଲିଙ୍କ [ସମ୍ପାଦନା]