ମଙ୍ଗଲଗିରି ଆନ୍ତର୍ଜାତିକ କ୍ରିକେଟ ଷ୍ଟାଡିୟମ

ଉଇକିପିଡ଼ିଆ ରୁ
Jump to navigation Jump to search
ACA International Cricket Stadium
ACA international cricket stadium, Mangalagiri.jpg
The Andhra Cricket Association international cricket stadium under construction at Mangalagiri
Ground information
LocationMangalagiri, Guntur district, Andhra Pradesh, India
Coordinates16°26′13″N 80°33′11″E / 16.437°N 80.553°E / 16.437; 80.553Coordinates: 16°26′13″N 80°33′11″E / 16.437°N 80.553°E / 16.437; 80.553
EstablishmentTBA
Capacity40,000
OwnerSports Authority of Andhra Pradesh
OperatorAndhra Cricket Association
TenantsAndhra cricket team
End names
n/a
International information


ଆନ୍ଧ୍ରପ୍ରଦେଶ ଆନ୍ତର୍ଜାତିକ କ୍ରିକେଟ ଷ୍ଟାଡିୟମ... ଭାରତୀୟ ରାଜ୍ୟ ଆନ୍ଧ୍ରପ୍ରଦେଶର ମଙ୍ଗଲଗିରିଠାରେ ଏକ ନିର୍ମାଣାଧୀନ କ୍ରିକେଟ ଷ୍ଟାଡିୟମ । ଏହା ଗୁନ୍ଟୂର ଜିଲ୍ଲାରେ ଅବସ୍ଥିତ ।ଏହା ଗୁନ୍ତୁର ଠାରୁ 24 ଓ ବିଜୟୱାଡା ଠାରୁ 16 କିଲୋମିଟର ଦୁରବର୍ତୀ ।  [୧]  ଏହାର  ବିତତିପରସତର ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀଙ୍କଦ୍ୱାରା ହେଲା ପରେ 51.04 କୋଟି ଅଟାକଳରେ ଏହାର ନିର୍ମାଣ କାର୍ଯ୍ୟ ଆଗେଇଚାଲିଛି । ଏହା 24 ଏକର ସ୍ଥାନରେ 40,000 ଦର୍ଶକ ବସିବାର ବ୍ୟବସ୍ଥା ସହ ନିର୍ମିତ ହେବ । .[୨]  [୩]

ଏଠାରେ VVS ଲକ୍ଷ୍ମଣ ଖୋଲିଥିବା ଆନ୍ଧ୍ରପ୍ରଦେଶ କ୍ରିକେଟର କେନ୍ଦ୍ର ଜୋନ କ୍ରିକେଟ  ଏକାଡେମି .ମଧ୍ୟ ଏଠାରେ ରହିବା । [୪] ଭାରତୀୟ କ୍ରିକେଟ ବୋର୍ଡ ଆନ୍ଧ୍ରା ପ୍ରଦେଶ କ୍ରିକେଟ ଆସୋସିଆସନକୁ ଭାରତୀୟ ମହିଳା କ୍ରିକେଟ ଦଳର ମୁଖ୍ୟ ଦପ୍ତର କରିଛନ୍ତି । .[୧]

References[ସମ୍ପାଦନା]

  1. ୧.୦ ୧.୧ "Eco-friendly stadium coming up at Mangalagiri". The Hindu (in ଇଂରାଜୀ). 2013-03-29. ISSN 0971-751X. Retrieved 2016-06-16.
  2. Bureau, Our (2013-07-12). "IVRCL bags orders worth Rs 1,098 crore". The Hindu Business Line. Retrieved 2016-06-16.
  3. "International cricket stadium for Vijaywada near NTR health university". The New Indian Express. Retrieved 2016-06-16.
  4. "ACA Central Zone Academy". indianexpress. Retrieved 2014-05-11.