ଭେଙ୍କଟେଶ ପ୍ରସାଦ
Appearance
ବାପୁ କୃଶନରାଓ ଭେଙ୍କଟେଶ ପ୍ରସାଦ ( ୫ ଅଗଷ୍ଟ, ୧୯୬୯ରେ ଜନ୍ମ ) ଜଣେ ପୂର୍ବତନ ଭାରତୀୟ କ୍ରିକେଟ ଖେଳାଳି । ତାଙ୍କର ଜନ୍ମ କର୍ଣାଟକର ବାଙ୍ଗାଲୋର ସହରରେ ହେଇଥିଲା । ଅନ୍ତର୍ଜାତିକ କ୍ର୍ରିକେଟରୁ ଅବସର ନେଲା ପରେ ୨୦୦୭ରୁ ୨୦୦୯ ଯାଏ ସେ ଭାରତୀୟ ଦଳର କୋଚ ମଧ୍ୟ ରହିଥିଲେ ।ସେ ଜାଭାଗଲ ଶ୍ରୀନାଥଙ୍କ ସହ ବହୁ ବର୍ଷ ଧରି ଭାରତର ଦ୍ରୁତ ବୋଲିଂ ବିଭାଗ ସମ୍ଭାଳିଥିଲେ ।
କ୍ରିକେଟ ଜୀବନ
[ସମ୍ପାଦନା]୩୩ଟି ଟେଷ୍ଟ ଖେଳି ପ୍ରସାଦ ୯୬ଟି ୱିକେଟ ଏବଂ ୧୬୧ଟି ଏକଦିବାସୀୟ ଅନ୍ତର୍ରାଷ୍ଟ୍ରୀୟରୁ ୧୯୬ଟି ୱିକେଟ ନେଇଥିଲେ ।
ବ୍ୟକ୍ତିଗତ ଜୀବନ
[ସମ୍ପାଦନା]ଭେଙ୍କଟେଶ ଜୟନ୍ତୀ ପ୍ରସାଦଙ୍କୁ ବିବାହ କରିଛନ୍ତି ଓ ତାଙ୍କର ଏକ ସନ୍ତାନ ମଧ୍ୟ ଅଛି । [୧]
ଫିଲ୍ମ ଅଭିନୟ
[ସମ୍ପାଦନା]Year | Title | Role | Co-Stars | Director | Language |
---|---|---|---|---|---|
2014 | Sachin! Tendulkar Alla | Cricket Coach | Suhasini Maniratnam, Snehith | Mohan Shankar | Kannada |
Achievements
[ସମ୍ପାଦନା]Awards
[ସମ୍ପାଦନା]- ୧୯୯୬/୯୭ ସିଏଟ ଅନ୍ତର୍ଜାତିକ କ୍ରିକେଟର ପୁରସ୍କାର
- ୨୦୦୦- ଅର୍ଜୁନ ପୁରସ୍କାର [୨]
ଟେଷ୍ଟ ମେଚ ପ୍ରଦର୍ଶନ
[ସମ୍ପାଦନା]ମେଚରେ ୧୦ ୱିକେଟ :
S No Opponent Venue Season Match Performance 1 South Africa Kingsmead Dec,1996 60-5 & 93-5
ଏକଦିବସୀୟ ମେଚ ପ୍ରଦର୍ଶନ
[ସମ୍ପାଦନା]ଏକଦିବସୀୟ ପୁରସ୍କାର
S No Opponent Venue Season Match Performance 1 Pakistan Old Trafford, Manchester 1999 Cricket World Cup 9.3 - 2 - 27 - 5 2 England Sharjah 1998/99 10 - 2 - 35 - 3
References
[ସମ୍ପାଦନା]- ↑ Venkatesh Prasad's wife trades words with cops[permanent dead link]
- ↑ "Arjuna Award for Milkha, Abhinav". 3 August 2001. Retrieved 8 May 2012.
{{cite news}}
: More than one of|accessdate=
and|access-date=
specified (help)