Jump to content

ଭୁଟ୍ରିସିରାନ

ଉଇକିପିଡ଼ିଆ‌ରୁ
ଭୁଟ୍ରିସିରାନ
Clinical data
Trade namesAmvuttra
SynonymsALN-65492
AHFS/Drugs.commonograph
data
Routes of
administration
Subcutaneous
Legal status
Legal status

ଭୁଟ୍ରିସିରାନ (ଇଂରାଜୀ ଭାଷାରେ Vutrisiran), ଆମ୍ବୁଟ୍ରା ଏକ ବେପାର ନାମ, ହେଉଛି ଏକ ଔଷଧ ଯାହାକି ବଂଶାନୁକ୍ରମିକ ଟ୍ରାନ୍ସଥାଇରେଟିନ-ମାଧ୍ୟମ (HATTR) ଆମିଲଏଡୋସିସ ଯୋଗୁ ହେଉଥବା ପଲିନିଉରୋପାଥି ରୋଗର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୨] ଏହା ବୟସ୍କମାନଙ୍କରେ ବ୍ୟବହୃତ ହୁଏ ଯେଉଁମାନେ ଚାଲିବାରେ ସକ୍ଷମ ଥାଆନ୍ତି ।[୧] ଏହା ଚର୍ମ ତଳେ ଇଞ୍ଜେକସନ ଆକାରରେ ଦିଆଯାଏ । [୨]

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଗଣ୍ଠି ଯନ୍ତ୍ରଣା, ଅଣନିଶ୍ୱାସ ଏବଂ ଜୀବସାର କ ଅଭାବ ଅନ୍ତର୍ଭୁକ୍ତ | [୨] ଜୀବସାର କ ଦେବାକୁ ସୁପାରିଶ କରାଯାଏ ।[୨] ଏହା ଏକ ଛୋଟ ହସ୍ତକ୍ଷେପକାରୀ ଆରଏନଏ (siRNA) ଯାହା ଟ୍ରାନ୍ସଥାଇରେଟିନ (TTR) ଜିନର ଅଭିବ୍ୟକ୍ତି ହ୍ରାସ କରେ ।[୨] [୩]

୨୦୨୨ ମସିହାରେ ଆମେରିକା ଏବଂ ୟୁରୋପରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ଭୁଟ୍ରିସିରାନ ଓଷଧକୁ ଅନୁମୋଦନ କରାଯାଇଥିଲା ।[୨] [୧] ଯୁକ୍ତରାଷ୍ଟ୍ରରେ ଏହାର ଏକ ମାତ୍ରାର ମୂଲ୍ୟ ୨୪୪,୦୦୦ ଡଲାର | [୪] ଏହା ଆଲନିଲାମ ଫାର୍ମାସ୍ୟୁଟିକାଲ୍ସ ପ୍ରସ୍ତୁତ କରନ୍ତି ।[୫]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ "Amvuttra EPAR". European Medicines Agency. 18 July 2022. Archived from the original on 13 October 2022. Retrieved 13 October 2022. Text was copied from this source which is copyright European Medicines Agency. Reproduction is authorized provided the source is acknowledged.
  2. ୨.୦ ୨.୧ ୨.୨ ୨.୩ ୨.୪ ୨.୫ ୨.୬ "Amvuttra- vutrisiran injection". DailyMed. 21 June 2022. Archived from the original on 3 July 2022. Retrieved 3 July 2022.
  3. Aimo A, Castiglione V, Rapezzi C, Franzini M, Panichella G, Vergaro G, Gillmore J, Fontana M, Passino C, Emdin M (March 2022). "RNA-targeting and gene editing therapies for transthyretin amyloidosis". Nature Reviews. Cardiology. doi:10.1038/s41569-022-00683-z. PMID 35322226.
  4. "Amvuttra Prices, Coupons, Copay & Patient Assistance". Drugs.com (in ଇଂରାଜୀ). Archived from the original on 8 September 2022. Retrieved 12 December 2022.
  5. "Vutrisiran". SPS - Specialist Pharmacy Service. 11 January 2021. Archived from the original on 14 October 2022. Retrieved 13 December 2022.