ଭିଲ୍ୱାରା

ଉଇକିପିଡ଼ିଆ ରୁ
Jump to navigation Jump to search
Bhilwara
ଅନ୍ୟନାମ: Manchester of Rajasthan<br>Textile City of Rajasthan

ଭିଲ୍ୱାରା ଏକ ଭାରତୀୟ ପୌରପାଳିକା (Municipality) ଅଟେ । ଏହା ରାଜସ୍ଥାନର ‌‌ଭିଲ୍ୱର ଜିଲ୍ଲାରେ ଅବସ୍ଥିତ ।

ଭୌଗଳିକ ଅବସ୍ଥିତି[ସମ୍ପାଦନା]

ଭିଲ୍ୱାରା ୨୫.୩୪୬୪ ଉତ୍ତର ଅକ୍ଷାଂଶ ଓ ୭୪.୬୩୫୨ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୧୬୬୯ ଫୁଟ ଉଚ୍ଚତାରେ ରହିଛି ।[୧]

ଜନସଂଖ୍ୟା ଓ ସାକ୍ଷରତା[ସମ୍ପାଦନା]

୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ଭିଲ୍ୱାରା ସହରର ମୋଟ ଜନସଂଖ୍ୟା ୧୪୧୧୮ ଅଟେ ।[୨] ସେଥି ମଧ୍ୟରୁ ୫୦.୯୭% ଜଣ ପରୁଷ ହୋଇଥିବା ବେଳେ ୪୯.୦୩% ଜଣ ନାରୀ ଅଟନ୍ତି । ଭିଲ୍ୱାରାର ସାକ୍ଷରତା ହାର ୫୩.୭୦% ଅଟେ । ଏହା ଜାତୀୟ ହାର ଠାରୁ ୧୧.୧୪% ପ୍ରତିଶତ କମ ଅଟେ । ସେଥିରୁ ୩୩.୯୧% ପ୍ରତିଶତ ପୁରୁଷ ଓ ୧୯.୭୯% ନାରୀ ଅଟନ୍ତି । ୧୭.୫୨% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୨]

ଭାଷା[ସମ୍ପାଦନା]

ହିନ୍ଦୀ ଭିଲ୍ୱାରାର ସରକାରୀ ଭାଷା ଅଟେ ।

ଆହୁରି ପଢନ୍ତୁ[ସମ୍ପାଦନା]

ଆଧାର[ସମ୍ପାଦନା]

  1. "Directory of Cities, Towns, and Regions in India". Retrieved 27 September 2015.
  2. ୨.୦ ୨.୧ "way back machine - ସେନ୍‌ସସ୍ ଓଫ୍ ଇଣ୍ଡିଆ". Retrieved 24 September 2015.

ବାହାର ଲିଙ୍କ[ସମ୍ପାଦନା]