ଭିନ୍ ଡିଜେଲ୍

ଉଇକିପିଡ଼ିଆ‌ରୁ

Vin Diesel
Diesel in July 2013
Born
Mark Sinclair

(1967-07-18) ୧୮ ଜୁଲାଇ ୧୯୬୭ (ବୟସ ୫୬)
Occupation(s)Actor, producer, director, screenwriter
Years active1990–present
Partner(s)Paloma Jimenez
(2007–present)
Children3
Websitewww.vindiesel.com

ମାର୍କ ସିଙ୍କଲେର୍[୩][୪](ଜନ୍ମ ଜୁଲାଇ ୧୮,୧୯୬୭),ଭିନ୍ ଡିଜେଲ୍ ଭାବେ ନିଜ ମଞ୍ଚ ନାମରେ ପରିଚିତ,ଏକାଧାରରେ ଜଣେ ଆମେରିକୀୟ କଳାକାର୍,ନିର୍ମାତା,ନିର୍ଦ୍ଦେଶକ ଏବଂ ପଟ୍ଟକଥା ଲେଖକ ଅଟନ୍ତି। ସେ ଦି ଫାସ୍ଟ ଆଣ୍ଡ୍ ଦି ଫ୍ୟୁରିୟସ୍ ଶ୍ରୁଂଖଳାରେ ପୋର୍ଟରେୟଲ୍ସ୍ ଅଫ୍ ଡୋମିନିକ୍ ଟୋରେଟ୍ଟୋ ଏବଂ ଦି କ୍ରୋନିକଲ୍ସ୍ ଅଫ୍ ରିଡ୍ଡିକ୍ ଶ୍ରୁଂଖଳାରେ ରିଚାର୍ଡ ବି. ରିଡ୍ଡିକ୍ ଭାବେ ଅଧିକ ଜଣାଶୁଣା । ସେ ଦୁଇଟି ଫ୍ରାଞ୍ଚାଇଜରେ ଜଣେ ପ୍ରଯୋଜକ ମଧ୍ୟ ଥିଲେ ।

ଡିଜେଲ୍ ଏକ୍ସଏକ୍ସଏକ୍ସ (୨୦୦୨) ଏବଂ ଫାଇଣ୍ଡ୍ ମି ଗିଲଟି (୨୦୦୬) ଭଳି ଚଳଚ୍ଚିତ୍ରରେ ତାରାଙ୍କିତ ହୋଇଥିଲେ । ସେ ଦି ଆଇରନ୍ ଜାୟଣ୍ଟ୍ (୧୯୯୯), ଦି କ୍ରୋନିକଲ୍ସ୍ ଅଫ୍ ରିଡ୍ଡିକ୍ ଫ୍ରାଞ୍ଚାଇଜ୍ର ଭିଡିଓ ଗେମ୍ ସ୍ପିନ୍ଅଫ୍ସ୍ରେ ଏବଂ ଦି ଗାର୍ଡିଅନ୍ସ ଅଫ୍ ଗ୍ୟାଲାକ୍ସିରେ ଶବ୍ଦ ଦେଇଥିଲେ।


ଆଧାର[ସମ୍ପାଦନା]

  1. "Vin Diesel (estimated) Net Worth", www.therichest.com, published 11-05-2015. Retrieved 11-05-2015.
  2. "Vin Diesel (estimated) Net Worth", www.celebritynetworth.com, published 11-05-2015. Retrieved 11-05-2015.
  3. Mark Sinclair birth record, California Birth Index. Retrieved on March 29, 2015. Some sources give birth name as Mark Sinclair Vincent, which is at odds with the official California state birth record.
  4. "Diesel breaks silence over Walker". Press Association via The Press (Christchurch, New Zealand). ଡିସେମ୍ବର 3, 2013. Archived from the original on ଅକ୍ଟୋବର 6, 2014. Retrieved ମାର୍ଚ୍ଚ 21, 2015.