Jump to content

ଭିଗାବାଟ୍ରିନ୍

ଉଇକିପିଡ଼ିଆ‌ରୁ
ଭିଗାବାଟ୍ରିନ୍
Clinical data
Trade namesSabril, Vigadrone, Kigabeq, others
Synonymsγ-Vinyl-GABA
AHFS/Drugs.commonograph
MedlinePlusa610016
Pregnancy
category
  • AU: D
  • US: C (Risk not ruled out)
    Routes of
    administration
    By mouth
    Legal status
    Legal status
    Pharmacokinetic data
    Bioavailability80–90%
    Protein binding0%
    Metabolismnot metabolized
    Elimination half-life5–8 hours in young adults, 12–13 hours in the elderly.
    ExcretionKidney
    Identifiers
    • (RS)-4-aminohex-5-enoic acid
    ECHA InfoCard100.165.122 Edit this at Wikidata
    Chemical and physical data
    FormulaC6H11NO2
    Molar mass୧୨୯.୧୬ g·mol−1
    3D model (JSmol)
    Melting point171 to 177 °C (340 to 351 °F)
    • O=C(O)CCC(\C=C)N
    • InChI=1S/C6H11NO2/c1-2-5(7)3-4-6(8)9/h2,5H,1,3-4,7H2,(H,8,9) checkY
    • Key:PJDFLNIOAUIZSL-UHFFFAOYSA-N checkY
      (verify)

    ଭିଗାବାଟ୍ରିନ୍, ବିକ୍ରୟ ନାମ ସାବ୍ରିଲ୍, ଏକ ଔଷଧ ଯାହା ଅପସ୍ମାର ରୋଗର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[] ନିର୍ଦ୍ଦିଷ୍ଟ ଭାବରେ ଏହା ଜଟିଳ ଆଂଶିକ ସିଜର ପାଇଁ ବ୍ୟବହୃତ ହୁଏ ଯାହା ଅନ୍ୟ ପଦକ୍ଷେପ ସହିତ କିମ୍ବା ଶିଶୁ ସ୍ପାମ୍ ପାଇଁ ଅନିୟନ୍ତ୍ରିତ ହୁଏ ।[] ଏହା ପାଟିରେ ଦିଆଯାଏ ।[]

    ଏହାର ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ମୁଣ୍ଡବିନ୍ଧା, ଥକାପଣ, ପେଟ ଯନ୍ତ୍ରଣା, ଦୃଷ୍ଟି ଶକ୍ତି ସମସ୍ୟା ଏବଂ ଫୁଲା ହୋଇପାରେ ।[] ପ୍ରାୟ ଏକ ତୃତୀୟାଂଶ ଲୋକଙ୍କର ସ୍ଥାୟୀ ଦୃଷ୍ଟି ସମସ୍ୟା ଦେଖାଯାଏ; ଚିକିତ୍ସା ଆରମ୍ଭ କରିବା ପରେ ପ୍ରଭାବ ନିମନ୍ତେ ଏକ ମାସରୁ କିଛି ବର୍ଷ ଆରମ୍ଭ ହୋଇପାରେ ।[] [] ଏହା ଗାମା- ଆମିନୋବୁଟିରିକ୍ ଏସିଡ୍ (GABA)କୁ କାର୍ଯ୍ୟକ୍ଷମ ହେଉଥିବା ବିଶ୍ୱାସ କରାଯାଏ ।[]

    ୨୦୦୯ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ଭିଗାବାଟ୍ରିନ୍ ଅନୁମୋଦିତ ହୋଇଥିଲା ।[] 2019ରେ ଏହା ଏକ ଜେନେରିକ୍ ଔଷଧ ଭାବରେ ଉପଲବ୍ଧ ହେଲା ।[] ଯୁକ୍ତରାଜ୍ୟରେ ୫୦୦ ମିଗ୍ରାର ଶହେ ଟାବଲେଟ୍ ମୂଲ୍ୟ ପ୍ରାୟ ୪୫ ପାଉଣ୍ଡ ଓ ଯୁକ୍ତରାଷ୍ଟ୍ରରେ ୧୦,୬୦୦ ଡଲାର ଅଟେ । [] କାନାଡ଼ାରେ ଏହି ପରିମାଣର ମୂଲ୍ୟ ପ୍ରାୟ ୯୬ ସିଏଡି (CAD) ।[]

    1. 1 2 3 4 5 6 7 "Vigabatrin Monograph for Professionals". Drugs.com (in ଇଂରାଜୀ). Archived from the original on 4 March 2021. Retrieved 4 August 2021.
    2. BNF (80 ed.). BMJ Group and the Pharmaceutical Press. September 2020 – March 2021. p. 349. ISBN 978-0-85711-369-6.{{cite book}}: CS1 maint: date format (link)
    3. "Press Announcements - FDA approves first generic version of Sabril to help treat seizures in adults and pediatric patients with epilepsy". www.fda.gov (in ଇଂରାଜୀ). Archived from the original on 27 January 2019. Retrieved 21 January 2019.
    4. "Vigabatrin Prices, Coupons & Patient Assistance Programs". Drugs.com (in ଇଂରାଜୀ). Retrieved 15 September 2021.
    5. "Formulary Search - DIN/PIN/NPN Detail". www.formulary.health.gov.on.ca. Archived from the original on 22 September 2021. Retrieved 15 September 2021.