ଭାରତୀୟ ମାନବବିଜ୍ଞାନ ସର୍ବେକ୍ଷଣ ବିଭାଗ
Anthropological Survey of India | |
---|---|
ଛୋଟ ନାଆଁ | AnSI |
ସ୍ଥାପନା | 1945 |
ମୁଖ୍ୟାଳୟ | Kolkata |
ୱେବ୍ସାଇଟ | http://www.ansi.gov.in/default.htm |
ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ଭେ ବିଭାଗ (AnSI) ଏକ ଭାରତୀୟ ସରକାରୀ ଅନୁଷ୍ଠାନ , ଯାହା ଭାରତର ପ୍ରତ୍ନତତ୍ତ୍ୱିକ ବାସ୍ତବିକ ଓ ଗବେଷଣାତ୍ମକ ଅନୁଧ୍ୟାନ କରିଥାଏ । ଏହା ମୂଳା ଅଧିବାସୀଙ୍କ ସଂସୃତି ପରେ ନିରୀକ୍ଷୟନ କରିବା ସହ ପଦର୍ଥିକ ଓ ସଂସ୍କୃତିକ[୧] ପୁରାତତ୍ତ୍ୱ ବିଷୟରେ ଗବେଷଣା ଓ ପ୍ରାଚୀନ ସ୍ଥାନ ଓ ବସ୍ରୁର ରକ୍ଷୟନ , ପୁନଃ ରୁଦ୍ଧହର କାର୍ଯ୍ୟ କରିଥାଏ ।
ଇତିହାସ
[ସମ୍ପାଦନା]ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ 1945 ମସିହାରେ ବରାଣଶୀଠାରେ ଆରମ୍ଭ ହେଇ ପରେ କଲିକତାଠାରେ ଥିବା ଭାରତୀୟ ମିଉଜିଆମକୁ ସ୍ଥାନାନ୍ତରିତ ହେଇଥିଲା ।[୨]
1916 ମସିହାରେ ମିଉଜିଆମରେ ଥିବା ଜୈବିକ ଓ ପ୍ରତ୍ନ ତାତ୍ୱିକ ବିଭାଗ ସମ୍ମିଳିତ ହେଇ ନୂତନ ଭାରତୀୟ ଜୈବିକ ସର୍ଭେ ବିଭାଗ ହେଇଥିଲା । ପରେ 1945 ମସିହାରେ ଏହାର ପ୍ରତ୍ନତତ୍ତ୍ୱିକ ବିଭାଗ ଭିନ୍ନ ହେଇ ପ୍ରତ୍ନତାତ୍ୱିକ ସର୍ଭେ ଓଫ ଇଣ୍ଡିଆ (AnSi)[୩] ଗଠିତ ହେଇଥିଲା ଓ ବିରଜା ଶଙ୍କର ଗୂହା ଏହାର ଆଭ୍ଯନ୍ତରୀଣ ନିର୍ଦ୍ଦେଶକ ତଥା ଭେରୀଆର ଏଲୱିନ ଉପ- ନିର୍ଦ୍ଦେଶକ ରହିଥିଲେ ।
ବିଶେଷ ଦ୍ରଷ୍ଟବ୍ୟ
[ସମ୍ପାଦନା]ନିର୍ଦ୍ଦେଶକ ଗଣ |
---|
|
ଏହା ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରାଳୟଦ୍ୱାରା ପରିଚାଳିତ ହେବା ସହ ଏହାର ମୁଖ୍ୟ କାର୍ଜ୍ୟାଳୟ କଲିକତାଠାରେ ରହିବା ସହ ଏହାର ଶାଖା ପୋର୍ଟ ବ୍ଲେୟର , ଶିଲଂ , ଦେହେରା ଦୂନ , ଉଦୟଔର , ନାଗପୁର ଓ ମହିଶୂରଠାରେ ରହିଛି ।[୪] ଏହାର 2ଟି ଫୀଲ୍ଡ ଷ୍ଟେସନ ଜଗଦାଲପୁର ଓ ରାଁଚୀଠାରେ ରହିଛି । AnSiର କେନ୍ଦ୍ରୀୟ ମିଉଜିଆମ କଲିକତାଠାରେ ଅବସ୍ଥିତ । 6ଟି ଜୋନ ସ୍ତରୀୟ ପ୍ରତ୍ନତାତ୍ୱିକ ମିଉଜିଆମ 6ଟି ଆଞ୍ଚଳିକ ଭିତ୍ତିରେ ଏବଂ ଏକ ଉପ-ଆଞ୍ଚଳିକ ଭିତ୍ତିରେ ରହିଛି ।
ପୁନଶ୍ଚ ଦେଖଣା
[ସମ୍ପାଦନା]- The People of India
- Indo-Aryan peoples
- Dravidian peoples
ପୁନଶ୍ଚ ପଠନ
[ସମ୍ପାଦନା]- Singh, Kumar Suresh (November 2000). "A perspective on the ASI". Seminar. Retrieved 2011-11-09.
ଆଧାର ସମୂହ
[ସମ୍ପାଦନା]- ↑ Anthropological Survey of India Archived June 25, 2010, at the Wayback Machine.
- ↑ Anthropological Survey of India history at anthsi.com
- ↑ Anthropological Survey of India Archived 2006-05-25 at the Wayback Machine. (The Andamanese by George Weber).
- ↑ Anthropological Survey of India (ASI), Mysore Archived June 22, 2011, at the Wayback Machine.