ଭାରତୀୟ ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ

ଉଇକିପିଡ଼ିଆ‌ରୁ
ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ
ଛୋଟ ନାଆଁASI
ସ୍ଥାପନା୧୮୬୧
ମୁଖ୍ୟାଳୟଜନପଥ, ନୂଆଦିଲ୍ଲୀ - ୧୧୦୦୧୧
ଅଞ୍ଚଳଭାରତ
ମୂଳ ସଙ୍ଗଠନସଂସ୍କୃତି ମନ୍ତ୍ରାଳୟ, ଭାରତ ସରକାର
ଅଟକଳ₹ ୪୩୯ କୋଟି (୨୦୧୧-୨୦୧୨)
ୱେବ୍‌ସାଇଟwww.asi.nic.in/

ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ବିଭାଗ, ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରାଳୟ ଅନ୍ତର୍ଗତ ଏକ ବିଭାଗ ଯାହାକି ପ୍ରତ୍ନତତ୍ତ୍ୱ ଅଧ୍ୟୟନ ଏବଂ ପୁରାତନ ସଂସ୍କୃତିକ ସ୍ଥଳୀର ରକ୍ଷଣାବେକ୍ଷଣ ନିମନ୍ତେ ଉତ୍ତରଦାୟୀ ଅଟେ । ଏହାକୁ ବ୍ରିଟିଶ ଶାସନ ସମୟରେ ୧୮୬୧ ମସିହାରେ ଆଲେକଜାଣ୍ଡାର କାନନୀଙଘାମ ସ୍ଥାପନ କରିଥିଲେ ଓ ନିଜେ ଏହାର ପ୍ରଥମ ଡ଼ିରେକ୍ଟର ଜେନେରାଲ ଭାବରେ କାର୍ଯ୍ୟ ନିର୍ବାହ କରିଥିଲେ ।

କାର୍ଯ୍ୟ[ସମ୍ପାଦନା]

ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ବିଭାଗର ଦଇତ୍ୱ ଓ କାର୍ଯ୍ୟ ଗୁଡ଼ିକ [୧] ହେଲା :

  1. Conducting archaeological explorations and excavations.
  2. Maintenance, conservation and preservation of protected monuments and archaeological sites and remains of national importance.
  3. Chemical preservation of monuments and antiquarian remains.
  4. Architectural survey of monuments.
  5. Epigraphical and numismatic studies.
  6. Setting up and re-organization of Site Museums.
  7. Training in Archaeology.
  8. Bringing out archaeological publications.
  9. Archaeological expeditions outside India.
  10. Horticulture operation in and around ancient monuments and sites.
  11. Implementation and regulation of - The Ancient Monuments and Archaeological Sites and Remains Act, 1958 and The Antiquities and Art Treasures Act, 1972.

ଭୁବନେଶ୍ୱର କ୍ଷେତ୍ର[ସମ୍ପାଦନା]

ଆଧାର[ସମ୍ପାଦନା]

  1. Official website of Archaeological Survey of India, Activities of Archaeological Survey of India

ବାହାର ଆଧାର[ସମ୍ପାଦନା]