ଭାରତୀୟ ନୌସେନା

ଉଇକିପିଡ଼ିଆ‌ରୁ
ଭାରତୀୟ ନୌସେନା
Bharatiya Nau Sena
Indian Navy crest
Active1947–Present
Country ଭାରତ
BranchNavy
Size58,350 active personnel
190 aircraft
179 ships
Part ofMinistry of Defence
Indian Armed Forces
Headquartersନୂଆ ଦିଲ୍ଲୀ
Mottoशं नो वरुणः Transliteration: Sham No Varunah (May the Lord of the Oceans be auspicious unto us)
AnniversariesNavy Day: 4 December
EngagementsPortuguese-Indian War
Indo-Pakistani War of 1965
Bangladesh Liberation War
Indo-Pakistani War of 1971
DecorationsIndian Military Honour Awards
Commanders
Chief of Naval StaffAdmiral Devendra Kumar Joshi
Vice Chief of Naval StaffVice Admiral RK Dhowan
Notable
commanders
Admiral S. M. Nanda
Insignia
Naval Ensign
Naval Ensign (2001–2004)
Naval Ensign (1950–2001)
Aircraft flown
AttackMikoyan MiG-29K, BAE Sea Harrier
Electronic
warfare
Dornier Do 228
FighterMikoyan MiG-29K, BAE Sea Harrier
HelicopterHAL Dhruv, Kamov Ka-28, Kamov Ka-31, Sea King Mk.42C, UH-3 Sea King
PatrolBoeing P-8 Poseidon Ilyushin Il-38, Tupolev Tu-142
ReconnaissanceDornier Do 228, IAI Heron, IAI Searcher Mk II
TrainerHAL HJT-16, Harrier T-60


ଭାରତୀୟ ନୌସେନା (Devanāgarī: भारतीय नौ सेना, Bhāratīya Nau Senā) ହେଉଛି ଭାରତୀୟ ସଶସ୍ତ୍ର ସେନାରର ଏକ ଅଂଗ। ନୌସେନାର ମୁଖ୍ୟ କମାଣ୍ଡର (Commander-in-Chief) ହେଉଛନ୍ତି ଭାରତର ରାଷ୍ଟ୍ରପତି। ଭାରତୀୟ ନୌସେନାଧ୍ୟକ୍ଷ (Chief of Naval Staff) (CNS)ହେଉଛନ୍ତି ଆଡମିରାଲ ପାହ୍ୟାର ଚତୁର୍ତାରକାଧାରୀ ଜଣେ ଅଫିସର ଯିଏ ପ୍ରତ୍ୟକ୍ଷ ରୂପେ ନୌସେନାର କମାଣ୍ଡ କରିଥାନ୍ତି।

ଭାରତୀୟ ନୌସେନାର ମୁଖ୍ୟ ଲକ୍ଷ୍ୟ ହେଉଛି ଭାରତୀୟ ତଟସୀମାକୁ ସୁରକ୍ଷା ପ୍ରଦାନ କରିବା। ଏହା ଛଡ଼ା ଆନ୍ତର୍ଜାତୀୟ ସମ୍ପର୍କକୁ ଦୃଢ଼ୀଭୂତ କରିବାଲାଗି ମଧ୍ୟ ଏହା ସଂଯୁକ୍ତ ଅଭ୍ୟାସ, ବନ୍ଦର ପରିଦର୍ଶନ, ମାନବୀୟ ମିସନ ଓ ଆପଦା ଉଦ୍ଧାର ଆଦି ମାଧ୍ୟମରେ କାମ କରିଥାଏ। ଅଧୁନା ଆଧୁନିକିକରଣଦ୍ୱାରା ସେନାବାହିନୀର କାମରେ ଲାଗୁଥିବା ପୁରାତନ ଉପକରଣଗୁଡ଼ିକୁ ସ୍ଥାନରେ ନୂତନ ଉପକରଣ ସ୍ଥାପନା କରାଯାଇ, ଭାରତୀୟ ନୌସେନାକୁ ପୂର୍ଣ୍ଣ ବିକଶିତ ନୀଳ-ଜଳ ନୌସେନାରେ ପରିଣତ କରିବାର ଅଭିଯାନ ସପଳ ହୋଇ ପାରିଛିଛି। [୧]

ଆଧାର[ସମ୍ପାଦନା]

  1. Scott, Dr. David (Winter 2007–08). "India's drive for a 'blue water' navy" (PDF). Journal of Military and Strategic Studies. 10 (2). Archived from the original (PDF) on 28 May 2008. Retrieved 11 June 2012.

ବାହାର ତଥ୍ୟ[ସମ୍ପାଦନା]