ଭଡକାଲ୍ ଗେଟ

ଉଇକିପିଡ଼ିଆ‌ରୁ

ଭଡକାଲ୍ ଗେଟ, ଭାରତୀୟ ରାଜ୍ୟ ମହାରାଷ୍ଟ୍ରର ଔରଙ୍ଗାବାଦ ସହରରେ ଅବସ୍ଥିତ ଏକ ପ୍ରାଚୀନ ଗେଟ । ଏହା 1612 ମସିହାରେ ଅହମଦନଗରର ମୁରତାଜା ନିଯମସାହଙ୍କ ଭାଜିର ମାଲିକ ଅମ୍ବରଙ୍କଦ୍ୱାରା ନିର୍ମିତ ହେଇଥିଲା । ଏହାକୁ ମୋଗଲମାନଙ୍କ ବିରୂଢ ରେ1612 ମସିହାର  ଯୁଦ୍ଧରେ ବିଜୟର ସ୍ମାରକୀ ହିସାବରେ ନିର୍ମିତ ହେଇଥିଲା । ଏକକୁ ନିଜୟ ଗେଟ ମଶୀ କୁହା ଯାଇଥାଏ । [୧][୨][୩]

ଏହି ପ୍ରାଚୀନ କୀର୍ତିକୁ ଭାରତୀୟ ପୁରାତତ୍ତ୍ୱ ସର୍ଭେ ବିଭାଗଦ୍ୱାରା ମହାରାଷ୍ଟ୍ର ରାଜ୍ୟ ସରକାରଙ୍କ ସଙ୍ଗରକ୍ଷୟନରେ ରହିବା ପାଇଁ ତାଲିକା ଭୁକ୍ତ କରାଯାଇଛି । [୪]

ଆଧାର [ସମ୍ପାଦନା]

  1. Dulari Qureshi (1 January 1999). Tourism Potential in Aurangabad: With Ajanta, Ellora, Daulatabad Fort. Bharatiya Kala Prakashan. ISBN 978-81-86050-44-6.
  2. Shanti Sadiq Ali (1 January 1996). The African Dispersal in the Deccan: From Medieval to Modern Times. Orient Blackswan. pp. 97–. ISBN 978-81-250-0485-1.
  3. India. "Great Sagar, Besides Bhadkal Gate, Aurangabad. - Picture of Great Sagar Restaurant, Aurangabad - TripAdvisor". Tripadvisor.in. Retrieved 2015-09-26.
  4. "List of Protected Monuments and Archaeological Sites in Maharashtra - Archaeological Survey of India". Asi.nic.in. Retrieved 2015-09-26.

ବାହାର ଲିଙ୍କ [ସମ୍ପାଦନା]


ଛାଞ୍ଚ:India-struct-stub