ବ୍ୟାଙ୍କ ଅଫ ଇଣ୍ଡିଆ
Jump to navigation
Jump to search
ପ୍ରକାର | Public (BSE: BOI) |
---|---|
ସଂସ୍ଥାର ପ୍ରକାର | Financial services |
ତିଆରି କରାଯାଇଥିଲା | ସେପ୍ଟେମ୍ବର ୭, ୧୯୦୬ |
ମୂଖ୍ୟାଳୟ | Mumbai, Maharashtra, India |
ମୁଖ୍ୟ ଲୋକ | Vijayalakshmi R Iyer (CMD) |
ପ୍ରଡକ୍ଟ | Commercial Banking Retail Banking Private Banking Asset Management Mortgages Credit Cards |
ଲାଭ | ![]() |
Operating income | ![]() |
Net income | ![]() |
ୱେବସାଇଟ | www |
ବ୍ୟାଙ୍କ ଅଫ ଇଣ୍ଡିଆ (BoI) ଏକ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଯାହାର ପ୍ରଧାନ କାର୍ୟାଳୟ, ମୁମ୍ବାଇ , ମହାରାଷ୍ଟ୍ରରେ ଅବସ୍ଥିତ । ୧୯୬୯ରେ ରାଷ୍ଟ୍ରୀୟକୃତ ହୋଇଥିବା ଏହି ବ୍ୟାଙ୍କ ଭାରତର ପ୍ରମୁଖ ବ୍ୟାଙ୍କମାନଙ୍କ ମଧ୍ୟରେ ଅନ୍ୟତମ । ୮ ଅଗଷ୍ଟ ୨୦୧୩ ସୁଦ୍ଧା ଏହାର ୪୩୨୨ଟି ଘରୋଇ ଶାଖା ତଥା ଭାରତ ବାହାରେ ୫୪ଟି ଶାଖା ଅଛି ।
ଇତିହାସ[ସମ୍ପାଦନା]
ଆଧାର[ସମ୍ପାଦନା]
ବାହାର ଲିଙ୍କ[ସମ୍ପାଦନା]
![]() | ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |