ବ୍ୟାଙ୍କ ଅଫ ଇଣ୍ଡିଆ
Appearance
ଫାଇଲ:Bank of India.svg | |
ପ୍ରକାର | Public (BSE: BOI) |
---|---|
ଶିଳ୍ପ | Financial services |
ପ୍ରତିଷ୍ଠିତ ସ୍ଥାନ | ସେପ୍ଟେମ୍ବର 7, 1906 |
ମୁଖ୍ୟ କାର୍ଯ୍ୟାଳୟ | Mumbai, Maharashtra, India |
ପ୍ରମୁଖ ବ୍ୟକ୍ତି | Vijayalakshmi R Iyer (CMD) |
ଉତ୍ପାଦ | Commercial Banking Retail Banking Private Banking Asset Management Mortgages Credit Cards |
Revenue | ୨,୪୩,୯୩୫.୦ million (US$୫,୪୧୫.୩୬ million)[୧] |
୫୩,୮୪୨.୩ million (US$୧,୧୯୫.୩ million)[୧] | |
୨୪,୮୮୭.୧ million (US$୫୫୨.୪୯ million)[୧] | |
Number of employees | ୦ (୨୦୧୫) |
ୱେବ୍ସାଇଟ୍ | www |
ବ୍ୟାଙ୍କ ଅଫ ଇଣ୍ଡିଆ (BoI) ଏକ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଯାହାର ପ୍ରଧାନ କାର୍ୟାଳୟ, ମୁମ୍ବାଇ , ମହାରାଷ୍ଟ୍ରରେ ଅବସ୍ଥିତ । ୧୯୬୯ରେ ରାଷ୍ଟ୍ରୀୟକୃତ ହୋଇଥିବା ଏହି ବ୍ୟାଙ୍କ ଭାରତର ପ୍ରମୁଖ ବ୍ୟାଙ୍କମାନଙ୍କ ମଧ୍ୟରେ ଅନ୍ୟତମ । ୮ ଅଗଷ୍ଟ ୨୦୧୩ ସୁଦ୍ଧା ଏହାର ୪୩୨୨ଟି ଘରୋଇ ଶାଖା ତଥା ଭାରତ ବାହାରେ ୫୪ଟି ଶାଖା ଅଛି ।
ଇତିହାସ
[ସମ୍ପାଦନା]ଆଧାର
[ସମ୍ପାଦନା]ବାହାର ଲିଙ୍କ
[ସମ୍ପାଦନା]- Official website Archived 2014-12-16 at the Wayback Machine.
ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |