ବ୍ୟବହାରକାରୀ:Sanjay motivation odia

ଉଇକିପିଡ଼ିଆ‌ରୁ

ସଞ୍ଜୟ କୁୁମାର ପଣ୍ଡା

କବି ଓ କଥାକାର ସଞ୍ଜୟ କୁୁୁମାର ପଣ୍ଡା ଓଡ଼଼ି଼ିଶାର ଭଦ୍ରକ ଜିିିଲ୍ଲାର ରକ୍ତତୀର୍ଥ ଇରମ ରେ ଜନ୍ମ । ପିତାଙ୍କ ନାମ ଗଗନ ପଣ୍ଡା ଏବଂ

ମାତା ମିନତୀ ପଣ୍ଡା । ତାଙ୍କର ସୃଷ୍ଟି ସମ୍ଭାର ମଧ୍ୟରେ " ହୁଗୁଳି ଗଲାଣି ପେଞ୍ଚ" ପ୍ରଧାନ । ସେଥିରେ ସେ ସମାଜରେ ଘଟୁଥିବା ବିଭିନ୍ନ ଅବ୍ୟବସ୍ଥାକୁ ବ୍ୟଙ୍ଗ କରିଛନ୍ତି ।