ବ୍ୟବହାରକାରୀ:Saileshpat/ପ୍ରସାର ଭାରତୀ

ଉଇକିପିଡ଼ିଆ‌ରୁ

ପ୍ରସାର ଭାରତୀ ବ୍ରଡକାଷ୍ଟିଙ୍ଗ କର୍ପୋରେସନ ଅଫ ଇଣ୍ଡିଆ - ନିକଟରେ ଏହାକୁ ଇଣ୍ଡିଆସ ପବ୍ଲିକ ସର୍ଭିସ ବ୍ରଡକାଷ୍ଟର ଭାବରେ ନାମିତ କରାଯାଇଛି । ଏହା ଭାରତର ସର୍ବସାଧାରଣ ପ୍ରସାରଣ ସଂସ୍ଥା ଅଟେ। ଏଥିରେ ମୂଖ୍ଯତ ଦୂରଦର୍ଶନଆକାଶବାଣୀ ମିଳିତ ଅଛନ୍ତି।