ବ୍ୟବହାରକାରୀ:Saileshpat/ପରଖଘର

ଉଇକିପିଡ଼ିଆ‌ରୁ

ସତ୍ୟବାଦୀ ବିଦ୍ୟାଳୟର ଶିକ୍ଷା ପଦ୍ଧତି ଥ#ଲା ସ ̧ୂର୍ଣ୍ଣ ଅଭିନବ TMରଣର । ଏଥ#ରେ କୌଣସିବିଦ୍ୟାଳୟର ଶିକ୍ଷା ପଦ୍ଧତି ଅନୁସରଣ ନ ଥ#ଲା । ଅବଶ୍ୟ ଗୋ ପବନ୍ଧୁ ଏବିଷୟରେ ନିରବ ନ ଥ#ଲେ । କେଉଁ ନବ ପ୍ରତିଷ୍ଠିତବିଶ୍ୱବିଦ୍ୟାଳୟର କିଞ୍ଚା କୁଳଗୃହରେ କି ପ୍ରକାର ଶିକ୍ଷାରୀତି ପ୍ରଚଳିତ, ଏହାରବିବରଣୀ ସେ ସଂଗ୍ରହ କରିବାରେ ତତ୍ପର ଥ#ଲେ । ସେ ଏ ସଞ୍ଚନ୍ଧରେ ଚାକ୍ଷୁଷ ପ୍ରମାଣ ଲାଭ କରିବା ନିମନ୍ତେ ଥରେ ରବୀନ୍ଦ୍ରନାଥଙ୍କ ବିଶ୍ୱବିଖ୍ୟାତ ଶାନ୍ତିନିକେତନକୁ ୩⁄୪ାଇଥ#ଲେ । ସେଠାରୁ ସେହି ଅନୁଷ୍ଠାନର ଶିକ୍ଷା ପଦ୍ଧତିରବିବରଣୀ ନିଜେ ୩⁄୪ଥାଶକ୍ତି ସଂଗ୍ରହ କରି ସତ୍ୟବାଦୀର ଛାତ୍ରମାନଙ୍କୁ ଉ ପଦେଶ ଛଳରେ କହିଥ#ଲେ, ସେଠାରେ (ଶାନ୍ତି ନିକେତନଠାରେ) ଛାତ୍ରାବାସ ଓବିଦ୍ୟାଳୟ ଗଣତନ୍ତ୍ର ନୀତିରେ ଛାତ୍ରମାନଙ୍କ ଦ୍ୱାରା ପରିଲକ୍ଷିତ ହୁଏ ବୋଲି କେବଳ କଥାରେ କୁହା୩⁄୪ାଏ । ପିଲାମାନେବଜାର ସଉଦା