ବ୍ୟବହାରକାରୀ:Rajanikant Mohanty

ଉଇକିପିଡ଼ିଆ‌ରୁ

ମୋ ନାମ ରଜନୀକାନ୍ତ ମହାନ୍ତି.। ମୁଁ ଦରବାର ସାହିତ୍ୟ ସଂସଦ ରେ ୨୫ ବର୍ଷ ହେଲା ସମାଜ ସେବୀ ଭାବେ କାମ କରୁଅଛି । ମୋର ମୂଳ ଲକ୍ଷ୍ୟ ହେଲା ବାଲିପାଟଣା ବ୍ଲକର ମହିଳା,ନାମମାତ୍ର ଚାଷୀ ମାନଙ୍କ ଅର୍ଥନୈତିକ ବିକାଶ କରିବା ।