Jump to content

ବ୍ୟବହାରକାରୀ:Raj K. Mohapatra (Puri)/ସବିତାରାଣୀ ବେହେରା

ଉଇକିପିଡ଼ିଆ‌ରୁ
ସବିତାରାଣୀ ବେହେରା
ଜନ୍ମ ଓ ଜନ୍ମସ୍ଥାନ (1955-01-28) ୨୮ ଜାନୁଆରୀ ୧୯୫୫ (ବୟସ ୭୧)
ଗମ୍ଭାରୀଆ, ବର୍ତ୍ତନା, ବାଲେଶ୍ବର
ବୃତ୍ତିଶିକ୍ଷକତା
ଭାଷାଓଡ଼ିଆ, ଇଂରାଜୀ
ଜାତୀୟତାଭାରତୀୟ
ସାହିତ୍ୟ କୃତିବିମୁଗ୍ଧ ଚିନ୍ତନ
ଜୀବନସାଥୀପ୍ରଫେସର ରମେଶ ଚନ୍ଦ୍ର ବେହେରା
ସମ୍ପର୍କୀୟବିଷ୍ଣପଦ ବେହେରା (ପିତା), ସଂଯୁକ୍ତାରାଣୀ ବେହେରା (ମାତା)

ସବିତାରାଣୀ ବେହେରା (ଜନ୍ମ: ୧୦ ଜାନୁଆରୀ ୧୯୫୫) ଜଣେ ଭାରତୀୟ ଓଡ଼ିଆ-ଭାଷୀ କବି, ଗାଳ୍ପିକା, ଔପନ୍ୟାସିକା, ଶିଶୁ ସାହିତ୍ୟିକା ଓ ସଂପାଦିକା । ସେ ନିଜ ସୃଜନଶୀଳତା ପାଇଁ ଓଡ଼ିଶା ଲେଖିକା ସଂସଦ ସାହିତ୍ୟ ସମ୍ମାନ ସହିତ ଅନେକ ପୁରସ୍କାରରେ ସମ୍ମାନୀତା ।

ସଂକ୍ଷିପ୍ତ ଜୀବନୀ

[ସମ୍ପାଦନା]

ବୃତ୍ତିରେ ଶିକ୍ଷୟିତ୍ରୀ ସବିତାରାଣୀ ଓଡ଼ିଆ ଭାଷା ସାହିତ୍ୟରେ ସ୍ନାତକୋତ୍ତର, ଶିକ୍ଷାରେ ସ୍ନାତକ, ଡିଗ୍ରୀ ପ୍ରାପ୍ତ । ସେ ଏକାଧାରରେ ଜଣେ ସୁଲେଖିକା ତଥା ସାହିତ୍ୟ ସଂଗଠିକା ଓ ପତ୍ରିକା ସମ୍ପାଦିକା ଭାବେ ସୁପରିଚିତା । ୨୦୧୧-୧୨ରୁ ଏଯାବତ୍ ତାଙ୍କ ସଂପାଦନାରେ ତ୍ରୈମାସିକ ସାହିତ୍ୟ ପତ୍ରିକା ସ୍ମୃତି ସାନ୍ତ୍ବନା ପ୍ରକାଶିତ ।[][]

ରଚନାବଳୀ

[ସମ୍ପାଦନା]
  • ମନ ତଳ ମନ
  • ବାପା
  • ସବିତା ଭାବଭୂମି
  • ଅଜଣା ଠିକଣା
  • ନିଜ ପାଇଁ ନିଜେ

କବିତା

[ସମ୍ପାଦନା]
  • ସ୍ବପ୍ନର ସୁରଭି
  • ଝିଅ
  • ସ୍ମୃତିର ଲୁହ
  • ଶେଷହୀନ ନିର୍ଜନତା
  • ଲୁହର ନୈବେଦ୍ୟ
  • ମୁଁ ଝିଅର ମା
  • ତୁମ ପାଇଁ
  • ହର ଆକାଶ (ଗୀତି କବିତା)
  • ଏକାଏକା ଏକପଦୀ
  • ଶୁଣ କୁନମୁନ୍ ଶୁଣ (ଶିଶୁ କବିତା)

ଅନ୍ୟାନ୍ୟ

[ସମ୍ପାଦନା]
  • ପ୍ରଶ୍ନବାଚୀ (ଉପନ୍ୟାସ)
  • ବିମୁଗ୍ଧ ଚିନ୍ତନ (ପ୍ରବନ୍ଧ)

ସମ୍ମାନ ଓ ପୁରସ୍କାର

[ସମ୍ପାଦନା]
  • ଓଡ଼ିଶା ଲେଖିକା ସଂସଦ ସାହିତ୍ୟ ସମ୍ମାନ, ଭୁବନେଶ୍ୱର ୨୦୧୪
  • ତୃପ୍ତି ମହିଳା ମହାବିଦ୍ୟାଳୟ ବ୍ୟକ୍ତିତ୍ବ ସମ୍ମାନ, ବାସୁଦେବପୁର, ଭଦ୍ରକ ୨୦୧୩
  • ଓଡ଼ିଶା ବୁକ୍ ଏମ୍ପୋରିୟମ୍, କଟକ ୨୦୨୦
  • ସୁଲେଖା ସାହିତ୍ୟ ସଂସ୍କୃତି ପରିଷଦ, ପୁରୀ ୨୦୨୨
  • ମିଉଜିକ ସର୍କଲର ବାସନ୍ତିକା ପୁରସ୍କାର, ରାଉରକେଲା ୧୯୯୩