ବ୍ୟବହାରକାରୀ:Raj K. Mohapatra (Puri)/ଅନିତା ପଣ୍ଡା
ଦେଖଣା
ଅନିତା ପଣ୍ଡା
[ସମ୍ପାଦନା]ଅନିତା ପଣ୍ଡା (ଜନ୍ମ ୨୦ ଜୁନ୍ ୧୯୪୯) ଜଣେ ଓଡ଼ିଆ ଲେଖିକା ଓ ଭାରତୀୟ ଚିକିତ୍ସିକା । ଅତି କମ୍ ବୟସରୁ ଲେଖାଲେଖିରେ ସକ୍ରିୟ ଅନୀତାଙ୍କର ବହୁ କବିତା, ଗଳ୍ପ, ପ୍ରବନ୍ଧ ଓ ଶିଶୁ ସାହିତ୍ୟ ପତ୍ରପତ୍ରିକାରେ ପ୍ରକାଶ ପାଇଥିଲା ।
ସଂକ୍ଷିପ୍ତ ଜୀବନୀ
୧୯୪୯ ମସିହାରେ ସେ ପିତା ଆଦିକନ୍ଦ ପଣ୍ଡା(ଡାକ୍ତର) ଓ ମାତା ଭାନୁ ଦେବୀଙ୍କ ଔରସରୁ ଯାଜପୁର ଜିଲ୍ଲାର (ରାମବାଗଛକ) ତଳିହା ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କ ସ୍ୱାମୀଙ୍କ ନାମ ହେଲା ଆଦିକନ୍ଦ ପଣ୍ଡା(ଡାକ୍ତର) । ତାଙ୍କ ଶିକ୍ଷାଗତ ଯୋଗ୍ୟତା ହେଲା MBBS, MD, FAMS, FICS, FICO, FIMAAMS, MRCO (London) । ବୃତ୍ତିରେ ଜଣେ ଡାକ୍ତର ଭାବେ ବିଭିନ୍ନ ଡାକ୍ତରଖାନାରେ କାର୍ଯ୍ୟ କରିଥିଲେ ।
ସାହିତ୍ୟିକ କୃତିତ୍ୱ
- ୧୦ ବର୍ଷ ବୟସରେ ପ୍ରଥମ କବିତା ଲିଖିତ ଓ ପ୍ରକାଶିତ ।
- ୧୧ ବର୍ଷ ବୟସରେ ପ୍ରଥମ କ୍ଷୁଦ୍ର ଗଳ୍ପ ଲିଖିତ ଓ ପ୍ରକାଶିତ ।
- ୧୫ ବର୍ଷ ବୟସରେ ରାଜ୍ୟସ୍ତରୀୟ ଯୁବ ଲେଖକ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ।
- ୧୬ ବର୍ଷ ବୟସରେ ପ୍ରଥମ ନାଟକ ଲିଖିତ ଓ ଦ୍ବିତୀୟ ସ୍ଥାନ ହାସଲ ।
- ୧୮ ବର୍ଷ ବୟସରେ ରାଜ୍ୟସ୍ତରୀୟ ଯୁବ ଲେଖକ ପ୍ରତିଯୋଗିତାରେ ଦ୍ବିତୀୟ ସ୍ଥାନ ।
- ୨୦ ବର୍ଷ ବୟସରେ ପ୍ରଥମ ଉପନ୍ୟାସ ଅସମାପ୍ତ ଲିଖିତ ଓ ଅପ୍ରକାଶିତ ।
- ୨୧ ବର୍ଷ ବୟସରେ ପତ୍ରିକାରେ ପ୍ରଥମ ସାକ୍ଷାତକାର ।
ପ୍ରକାଶିତ ପୁସ୍ତକ
ଉପନ୍ୟାସ
- ପ୍ରତାରଣା ପରେ ୨୦୧୪
- ଘୂର୍ଣ୍ଣ ପ୍ରତୀତି ୨୦୧୫
- ଅସ୍ତରାଗିଣୀ ୨୦୧୭
- ପରିଧି ୨୦୧୮
- ପ୍ରଥିତ ପ୍ରତୀତି ୨୦୧୯
- ଦିହୁଡ଼ି ୨୦୨୦
- କୈଶୋର୍ଯ୍ଯ କସ୍ତୁରୀ ୨୦୨୧
- ମଧୁ ମାଳତୀ ୨୦୨୨
- ବନ୍ଦ କୋଠରି ଭିତରେ ୨୦୨୨
କବିତା
- ଆଷାଢ଼ସ୍ୟ ପ୍ରଥମ ଦିବସେ ୧୯୯୬
- ଗୋପଲୀଳା (ଗୀତି କବିତା ଓ ଭଜନ) ୧୯୯୬
- ସ୍ମୃତି ଏକ ଅନୁରକ୍ତି ୨୦୧୩
- ପ୍ରଣୟ, ପ୍ରଣେୟ, ପ୍ରମିତି ୨୦୧୪
- ପ୍ରତିଲେଖ ୨୦୧୪
- ଅନନ୍ୟ ସ୍ବର ୨୦୧୭
- ମୁଁ ଏକ ୨୦୧୮
- କତିପୟ ଏକପଦୀ ୨୦୨୨
- ଶତାବ୍ଦୀର ରୂପ ୨୦୨୨
କ୍ଷୁଦ୍ରଗଳ୍ପ
- ଶିଖା ଲିଭିଛି ୧୯୯୬
- ଦି' ଟୋପା ଲୁହ ୧୯୯୭
- ଲେଖନୀ ୨୦୧୪
- ଭିନ୍ନରୂପ ୨୦୧୮
- ଅଗ୍ନି ଜ୍ୟୋତ୍ସ୍ନା ୨୦୧୯
- ହୃଦୟ ସୁନା ମନ ଅରଣା ୨୦୨୦
- ଗଳ୍ପ ସମୂହ
ନାଟକ
- ପୁଚ୍ଛଲ ତାରା ୧୯୯୬
- ନାଟକ ପସରାରେ ସଂସ୍କୃତି ୧୯୯୬
- ମୁକ୍ତ ଆକାଶ ୨୦୧୫
ଅନ୍ୟାନ୍ୟ
- Where there is will ୨୦୧୭
- Efforts do not die ୨୦୨୦
- ତୋଟାରୁ ତଟାଗ ୨୦୨୧
- କଲମରେ କରୋନା ୨୦୨୧
- ସାଉଁଟା ମୋତି ୨୦୨୨
- ସ୍ମୃତି ନୈବେଦ୍ୟ ୨୦୨୨
- ବିଗତ ଅପରାହ୍ନ ୨୦୨୨
- ଚେନାଏ ଅନୁଭୂତି ୨୦୨୨
ସମ୍ପାଦନା
- ଉପହାର ୨୦୨୧
- ଅମୃତ ସନ୍ଧାନୀ ମନୋଜ ୨୦୨୧
- ଆମ ଜୀବନରେ କବି ରମାକାନ୍ତ ୨୦୨୨
- ଅମୃତ ଆହ୍ବାନ ବାପୁ ୨୦୨୨
- ପ୍ରେରଣା ଉତ୍ସ (ଦ୍ରୌପଦୀ ମୁର୍ମୂ)
ଅନୁବାଦ (ହିନ୍ଦୀ)
- ଲୁଟ୍ କେ ବାଦ୍ ଭୀ ୨୦୨୧
- ତିସରା ଜନମ ୨୦୨୨
- ମନ କା ସ୍ବର
ସମ୍ମାନ
- ନାଟକ ଲେଖିକା ସମ୍ମାନ ପତ୍ର ୧୯୮୬, ୧୯୯୦, ୧୯୯୫, ୧୯୯୮, ୨୦୧୦, ୨୦୧୧, ୨୦୧୨, ୨୦୧୪
- ଆଶ୍ରୟ ସମ୍ମାନ ୨୦୧୨
- ଇଣ୍ଟେଲେକ୍ଟ ସମ୍ମାନ ୨୦୧୩
- ଗୋଧୂଳି ସମ୍ମାନ
- କୁନ୍ତଳା କୁମାରୀ ସାବତ ସମ୍ମାନ - ଜଗନ୍ନାଥ ପରିଷଦ ୨୦୧୬
- ଓଡ଼ିଶା ଲେଖିକା ସଂସଦ ଉମାଦେବୀ ସମ୍ମାନ ୨୦୧୮
- ଶ୍ବେତ ସଂକେତ ବହୁମୂଖୀ ପ୍ରତିଭା ସମ୍ମାନ ୨୦୧୮
- ଅଲ୍ ଇଣ୍ଡିଆ ପୋଏଟେସ୍ ସମ୍ମାନ ୨୦୧୮
- ସ୍ମୃତି ସାନ୍ତ୍ବନା ସମ୍ମାନ ୨୦୧୯
- ସାରଳା ସଂସଦ ସମ୍ମାନ ୨୦୨୦
- କଳିଙ୍ଗ ପୁସ୍ତକ ମେଳା ସମ୍ମାନ ୨୦୨୧
- ଅଲ୍ ଇଣ୍ଡିଆ ପୋଏଟେସ୍ - ଜୀବନ ବ୍ୟାପି ସାହିତ୍ୟ ସମ୍ମାନ ୨୦୨୨