ବ୍ୟବହାରକାରୀ:Preetinanda roy

ଉଇକିପିଡ଼ିଆ‌ରୁ

କଳିଙ୍ଗ ଇନଷ୍ଟିଚ୍ଯୁଟ୍ ଅଫ୍ ସୋସିଆଲ୍ ସାଇନ୍ସ୍ (କିସ୍) ବିଶ୍ୱ ର ସର୍ବ ବୃହତ୍ ଆଦିବାସୀ ଅନୁଷ୍ଠାନ ଅଟେ । ଏଠାରେ ୨୦୦୦୦ ଆଦିବାସୀ ପିଲାଙ୍କୁ ସବୁ ପ୍ରକାର ସୁବିଧା ଯୋଗାଇ ଦିଆ ଯାଇଛି। ଏଠାରେ ୬୨ ପ୍ରକାର ର ଜନଯାତି ଓ ୧୩ ପ୍ରକାର ର ଆଦିମ ଜନଯାତି ରହିଛନ୍ତି।