ବ୍ୟବହାରକାରୀ:Pmsarangi/sandbox/କମଳାଦେବୀ ଚଟୋପାଧ୍ୟାୟ
ଦେଖଣା
କମଳାଦେବୀ ଚଟୋପାଧ୍ୟାୟ | |
---|---|
ଜନ୍ମ | କମଳାଦେବୀ ୩ ଅପ୍ରେଲ ୧୯୦୩ ମାଙ୍ଗାଲୋର, ମାଦ୍ରାସ ପ୍ରେସିଡ଼େନ୍ସି, କର୍ଣ୍ଣାଟକ, ଭାରତ |
ମୃତ୍ୟୁ | ୨୯ ଅକ୍ଟୋବର ୧୯୮୮ | (ବୟସ ୮୫)
ଶିକ୍ଷାନୁଷ୍ଠାନ | ବେଡ଼ଫୋଡ଼ କଲେଜ (ଲଣ୍ତନ) |
ବୈବାହିକ-ସାଥୀ(s) |
କ୍ରିଷ୍ଣା ରାଓ (m. ୧୯୧୭–ପ୍ରକାଶନରେ ଅସୁବିଧା: ଅଜଣା ଚିହ୍ନ "୨" ।) |
ସନ୍ତାନ | ରାମକୃଷ୍ଣ ଚଟୋପାଧ୍ୟାୟ |
ପୁରସ୍କାର | ରମଣ ମେଗସେସ ପୁରଷ୍କାର (୧୯୬୬) ପଦ୍ମ ଭୁଷଣ (୧୯୫୫) ପଦ୍ମ ବିଭୁଷଣ (୧୯୮୭) |
କମଳାଦେବୀ ଚଟୋପାଧ୍ୟାୟ (୩ April ୧୯୦୩ – ୨୯ October ୧୯୮୮) ଜଣେ ଭାରତୀୟ ସମାଜ ସୁଧାରକ ଏବଂ ସ୍ୱାଧୀନତା ସଂଗ୍ରାମୀ । ଭାରତର ସ୍ୱତନ୍ତ୍ରତା ଆନ୍ଦୋଳନ ରେ ତାଙ୍କର ଅବଦାନ ଚିରସ୍ମରଣୀୟ । ସ୍ୱାଧୀନ ଭାରତର ହସ୍ତଶୀଳ୍ପ, ହସ୍ତକରଧା ଏବଂ ନୃତ୍ୟଶାଳାକୁ ପୁନରୁଦ୍ଧାର ଏବଂ ଭାରତର ମହିଳା ମାନଙ୍କ ସାମାଜିକ ଏବଂ ଆର୍ଥିକ ସ୍ତର ଉତ୍ଥାନ ସକାଶେ ସହକାରୀ ଆନ୍ଦୋଳନର ସିଏ ଅଗ୍ରୀମ ସଂଚାଳକ ଥିଲେ । [୧]
କେତେକ ସାଂସ୍କୃତିକ ସଂସ୍ଥାନ ତାଙ୍କରି ଯୋଗୁ ଆଜି ଅଛି, ତାମଧ୍ୟରୁ ଅନ୍ୟତମ ହେଲା, ରାଷ୍ଟ୍ରୀୟ ନାଟକ ସ୍କୁଲ(National School of Drama), ସଂଗୀତ ନାଟକ ଆକାଡ଼େମୀ, କେନ୍ଦ୍ରୀୟ କଟେଜ ଇଣ୍ତଷ୍ଟ୍ରିଜ୍ ଏମ୍ପୋରିୟମ ଏବଂ ଭାରତର ଶୀଳ୍ପ ପରିଷଦ ।[୨]
ଅଧିକ ତଥ୍ୟ
[ସମ୍ପାଦନା]- Kamaladevi Chattopadhyay: A Biography, by Reena Nanda. New Delhi: Oxford University Press, 2002.
- Vinay Lal, A Beautiful Mind: Looking back at the life of Kamaladevi Chattopadhyay, Indian Express, 25 October 2015.
- Devaki Jain, A Singular Woman, The Caravan, 1 July 2015.
- Amazing facts about Kamaladevi Chattopadhyay
ଆଧାର
[ସମ୍ପାଦନା]- ↑ "Sangeet Natak Akademi Ratna Puraskar (Akademi Fellow)".
- ↑ "Das Bhargavinilayam, Mani Madhaveeyam".
- ↑ "Who was Kamaladevi Chattopadhyay?". Indian Express. 3 April 2018. Retrieved 3 April 2018.