ବ୍ୟବହାରକାରୀ:MKar/ପୌରାଣିକ ଜନ୍ମ ବୃତ୍ତାନ୍ତ

ଉଇକିପିଡ଼ିଆ‌ରୁ
କାହା ଔରସରେ କାହା ଗର୍ଭରୁ କିଏ ଜାତ ହୋଇଥିଲେ ଟିକା
ଅତ୍ରିମୁନି ଅନସୂୟା >ଦୁର୍ବାସା ଶଙ୍କରଙ୍କ ଅଂଶ
ଅତ୍ରି - >ସୋମ
ଅଜ - >ଦଶରଥ
ଅର୍ଜୁନ ସୁଭଦ୍ରା >ଅଭିମନ୍ୟୁ
ଅର୍ଜୁନ ଚିତ୍ରାଙ୍ଗଦା >ବଭ୍ରୂବାହନ (ଚିତ୍ରାଙ୍ଗଦା ମଣିପୁର ରାଜା ଚିତ୍ରଭାନୂ ବା ଚିତ୍ରବାହନଙ୍କର କନ୍ୟା)
ଅଭିମନ୍ୟୁ ଉତ୍ତରା >ପରୀକ୍ଷିତ
ଅଙ୍ଗିରସ୍ ଶ୍ରଦ୍ଧା >ବୃହସ୍ପତି, ଅଗ୍ନି
ଅଶ୍ବପତି - > ସାବିତ୍ରୀ (ଅଶ୍ଵପତି ମଦ୍ରଦେଶର ରାଜା)
ଅଶ୍ବିନିକୁମାର - >ସୁଷେଣ ବାନର ତାରାଙ୍କ ପିତା ଓ ବାଳିରାଜାଙ୍କ ଶ୍ଵଶୁର
ଋଷ୍ୟଶୃଙ୍ଗ ଶାନ୍ତା
କର୍ଦ୍ଦମ ଋଷି - >ଶ୍ରଦ୍ଧା (ଅଙ୍ଗିରସଙ୍କ ପତ୍ନୀ)
କର୍ଦ୍ଦମ ମୁନି ଦେବହୂତି >କପିଳ ମୁନି
କଶ୍ୟପ ଅଦିତି >ଆଦିତ୍ୟ, ବିବସ୍ଵାନ୍, ବାମନ
କଶ୍ୟପ ଦକ୍ଷପ୍ରଜାପତିଙ୍କର ଅନ୍ୟ ୧୨ଟି କନ୍ୟା > ପତ୍ନୀମାନଙ୍କ ଗର୍ଭରୁ ଦୈତ୍ୟ, ନାଗ, ସରୀସୃପ,ପକ୍ଷୀ ଓଅ ଅନ୍ୟ ଜୀବମାନେ ଜନ୍ମିଥିଲେ ୤
କାଶ୍ୟପ ବିନତା >ଅରୁଣ, ଗରୁଡ଼ ଅରୁଣ ସୂର୍ଯ୍ୟଙ୍କ ସାରଥି
କାମଦେବ ରତି, ସଙ୍ଗୀ, >- ସଙ୍ଗୀ: ବସନ୍ତ, ଦୂତ: କୋକିଳ, ଧ୍ଵଜଚିହ୍ନ: ମତ୍ସ୍ୟ, ଆୟୁଧ:ପଞ୍ଚପୁଷ୍ପଯୁକ୍ତ ଶର, ଅନ୍ୟନାମ: କନ୍ଦର୍ପ, ମଦନ, ମନ୍ମଥ, ମାର, ପ୍ରଦ୍ୟୁମ୍ନ, ମୀନକେତନ, ଦର୍ପକ, ଅନଙ୍ଗ, ପଞ୍ଚଶର, ସ୍ମର, ଶମ୍ବରାରି, ମନସିଜ, କୁସୁମେଷୁ, ଅନନ୍ୟଜ, ପୁଷ୍ପଧନ୍ଵା, ରତିପ୍ରତି, ମକରଧ୍ବଜ, ଆତ୍ମଭୁ, ବ୍ରହ୍ମସୂ, ବିଶ୍ଵକେତୁ
କାଶ୍ୟପ - >ନାରଦ, ପର୍ବତ
କାର୍ତ୍ତିକେୟ ଦେବସେନା >-
କୁବେର - >ନଳକୂବର, ମଣିଗ୍ରୀବ ନାରଦଙ୍କ ଅଭିଶାପରୁ ଯାଆଁଳା ଅର୍ଜୁନ ଗଛ ହୋଇଥିଲେ
କ୍ରତୁ - >ବାଲଖିଲ୍ୟ
ଗାଧିରାଜା - >ବିଶ୍ବାମିତ୍ର
ଗୌତମ ମୁନି ଅହଲ୍ୟା >-ଶତାନନ୍ଦ ଗୌତମ ମୁନି ଜନକ ରାଜାଙ୍କ ପୁରୋହିତ
ଜୟଦ୍ରଥ ଦୁଃଶଳା >-ସୁରଥ ଜୟଦ୍ରଥ ସିନ୍ଧୁ ବା ସୌରାଷ୍ଟ୍ର ଦେଶର ରାଜା ତଥା ଦୁର୍ଯ୍ୟୋଧନଙ୍କ ଭିଣେଇ, ଦୁଃଶଳା ଧୃତରାଷ୍ଟ୍ରଙ୍କ କନ୍ୟା
ଦମଘୋଷ - > ଶିଶୁପାଳ (ଦମଘୋଷ ଚେଦିଦେଶର ରାଜା)
ଦଶରଥ - >ରାମ
ଦେବମୀଢ ମାରିଷା >ବସୁଦେବ
ଦେବମୀଢ଼ ମାରିଷା >କୁନ୍ତୀ
ଦେବକ - >ଦେବକୀ
ଦ୍ୟୁମତସେନ ଶୈବ୍ୟା >ସତ୍ୟବାନ (ଦ୍ୟୁମତସେନ ଶାଲ୍ଵଦେଶର ରାଜା)
ଧର୍ମ - >ନର, ନାରାୟଣ
ଧର୍ମ ବିଶ୍ଵରୂପା >ଧର୍ମବ୍ରତା (ମରୀଚି ଋଷିଙ୍କ ପତ୍ନୀ)
ନଳକୂବର ରମ୍ଭା >-
ନହୁଷ ଯଯାତି >-
ପରାଶର ମତ୍ସ୍ୟଗନ୍ଧା >ବ୍ୟାସଦେବ
ପ୍ରଦ୍ୟୁମ୍ନ ରୁକ୍ମାବତୀ > (ରୁକ୍ମାବତୀ ଭୀଷ୍ମକ ରାଜାଙ୍କ ଜ୍ୟେଷ୍ଠ ପୁତ୍ର ଓ ରୁକ୍ମିଣୀଙ୍କ ଜ୍ୟେଷ୍ଠ ଭ୍ରାତା)
ପୁରୂରବା ଉର୍ବଶୀ >୬ ପୁତ୍ର
ପୁଲସ୍ତ୍ୟ - >କୁବେର
ପୁଲସ୍ତ୍ୟ - >ବିଶ୍ରବା ମୂନୀ
ପ୍ରତୀପ - > ଶାନ୍ତନୁ
ପ୍ରତ୍ୟୁଷ - >ଅଚଳ
ବଶିଷ୍ଠଋଷି ଅରୂନ୍ଧତୀ >
ବସୁଦେବ ରୋହିଣି >ସୁଭଦ୍ରା
ବସୁଦେବ ରୋହିଣି >ବଳରାମ
ବସୁଦେବ ଦେବକି >କୃଷ୍ଣ -
ବସୁରାଜ ମତ୍ସ୍ୟରୂପା ଅଦ୍ରିକା (ଅପ୍ସରା) >ମତ୍ସ୍ୟଗନ୍ଧା
ବିଶ୍ରବା ମୂନୀ ଇଡ଼ବିଡ଼ା >କୁବେର ଏ ଧନାଧିପତି, ଯକ୍ଷ ଓ କିନ୍ନରମାନଙ୍କର ରାଜା ଓ ଉତ୍ତର ଦିଗର ଅଧିପତି ୤ ଏହାଙ୍କର ୩ଟି ପାଦ, ୮ଗୋଟି ଦାନ୍ତ ଓ ଗୋଟିଏ ଆଖି ୤
ବିଶ୍ରବା ମୂନୀ କୈକସୀ ରାକ୍ଷସୀ- >ରାବଣ, କୁମ୍ଭକର୍ଣ୍ଣ, ବିଭୀଷଣ, ସୂର୍ପଣଖା
ବୁଧ - >ପୁରୂରବା
ବ୍ୟାସଦେବ ଅରଣୀ > ଶୁକଦେବ
ବ୍ୟାସଦେବ ଅମ୍ବିକା >ଧୃତରାଷ୍ଟ୍ର
ବ୍ୟାସଦେବ ଅମ୍ବାଳିକା > ପାଣ୍ଡୁ
ବ୍ୟାସଦେବ ଶାନ୍ତନୁଙ୍କ ଦାସି > ବିଦୁର
ବ୍ରହ୍ମା ଅତ୍ରି
ବ୍ରହ୍ମା (ମାନସ) >ଅଙ୍ଗିରସ୍
ବ୍ରହ୍ମା ସାବିତ୍ରୀ >ଦେବସେନା ଦେବସେନାଙ୍କ ଅନ୍ୟନାମ: ଷଷ୍ଠୀ ବା ମହାଷଷ୍ଠୀ, ସପ୍ତମାତୃକା ମଧ୍ୟରୁ ଜଣେ ଓ ଶିଶୁମାନଙ୍କ ରକ୍ଷିକା
ବୃଷପର୍ବା - >ଶର୍ମିଷ୍ଠା
ଭୀଷ୍ମକ - > ରୁକ୍ମିଣୀ, ରୁକ୍ମସେନ, ରୁକ୍ମକେଶ, ରୁକ୍ମମାହୁ, ରୁକ୍ମରଥ, ରୁକ୍ମମାଳୀ (ଭୀଷ୍ମକ ବିଦର୍ଭଦେଶର ରାଜା)
ମରୀଚି - >କଶ୍ୟପ
ମରୀଚି କଳା (ମତାନ୍ତରେ ସଂଭୂତୀ) >କଶ୍ୟପ
ମରୀଚି ଧର୍ମବ୍ରତା >-
ମୟ ଦାନବ ହେମା ଅପ୍ସରୀ >ମାୟାବୀ, ଦୁନ୍ଦୁଭି ଓ ମନ୍ଦୋଦରୀ (ମନ୍ଦୋଦରୀ ରାବଣର ପତ୍ନୀ)
ମହର୍ଷି ଭୃଗୁ ଖ୍ୟାତି >ଲକ୍ଷ୍ମୀ
ମାଣ୍ଡୁକୀ (ଋଷି) ଇତାରା >ଐତରେୟ
ଯଯାତି ଦେବଯାନୀ >ଯଦୁ, ତୁର୍ବସୁ
ଯଯାତି ଶର୍ମିଷ୍ଠା >ଦୃହ୍ୟୁ, ଅନୁ, ପୁରୁ
ଯାଜ୍ଞବଳ୍କ୍ୟ ମୁନି ମୈତ୍ରେୟୀ
ରଘୁ - >ଅଜ
ରାବଣ ମନ୍ଦୋଦରୀ >ମେଘନାଦ (ଇନ୍ଦ୍ରଜୀତ), ଅକ୍ଷୟ କୁମାର
ଶାନ୍ତାନୁ ମୁନି ଅମୋଘା >ବ୍ରହ୍ମପୁତ୍ର ନଦ
ଶାନ୍ତନୁ ସତ୍ୟବତୀ > ବିଚିତ୍ରବିର୍ଯ୍ୟ, ଚିତ୍ରାଙ୍ଗଦ (ଚିତ୍ରାଙ୍ଗଦ ବିଚିତ୍ରବିର୍ଯ୍ୟଙ୍କ ସାନ ଭାଇ)
ଶାନ୍ତନୁ ଗଙ୍ଗା > ଦେବବ୍ରତ (ଭୀଷ୍ମ)
ଶର୍ଯ୍ୟାତି - >ସୁକନ୍ୟା ସୁକନ୍ୟା ଋଷି ଚ୍ୟବନଙ୍କ ପତ୍ନୀ
ଶ୍ରୀକୃଷ୍ଣ ରୁକ୍ମଣୀ >କାମଦେବ
ଶ୍ରୀକୃଷ୍ଣ ରୁକ୍ମିଣୀ > ପ୍ରଦ୍ୟୁମ୍ନ, ଚାରୁମତୀ
ସତ୍ୟବାନ (ଚିତ୍ରାଶ୍ଵ) ସାବିତ୍ରୀ >
ସୁମାଳୀ - >କୈକସୀ
ସୂର୍ଯ୍ୟ ଅଶ୍ଵରୂପଧାରିଣୀ ସଂଜ୍ଞା >- ଅଶ୍ଵିନିକୁମାର (ଯମଜକୁମାରଦ୍ଵୟ)
ସୂର୍ଯ୍ୟ ଛାୟାଦେବୀ >ଶନୀ
ସୂର୍ଯ୍ୟ - >ଯମ
ସୋମ ଦକ୍ଷଙ୍କ ୨୭କନ୍ୟା (ନକ୍ଷତ୍ର) > ଏମାନଙ୍କ ମଧ୍ୟରୁ ରୋହିଣୀ ଶ୍ରେଷ୍ଠା
ସୋମ ତାରା >ବୁଧ
ହରିଶ୍ଚନ୍ଦ୍ର - >ରୋହିତାଶ୍ଵ