ବ୍ୟବହାରକାରୀ:Larasara Japti/ପରଖଘର
ଦେଖଣା
ଲରାସରା ଜପ୍ତି ଏକ ଛୋଟ ଗ୍ରାମ। ଏହିଗ୍ରାମଟି ସମ୍ବଲପୁର -ଜିଲ୍ଲା ଅନ୍ତର୍ଗତ ମାନେଶ୍ଵର ବ୍ଲକ, ଦେଓଗାଁ ଗ୍ରାମପଞ୍ଚାୟତରେ ଅବସ୍ଥିତ। ସମ୍ବଲପୁରରୁ ପ୍ରାୟ ୪୦ କିଲୋମିଟର ଦୂରରେ ରହିଛି । ଏହି ଗ୍ରାମରେ ଥିବା ଅଧିବାସୀଗଣ ଆଦିବାସି ତଥା ମୁଣ୍ଡା ସମ୍ପ୍ରଦାୟକର ଲୋକ ୧୯୭୦ ମସିହାରୁ ବସବାସ କରୁଛନ୍ତି । ପ୍ରଥମେ ଏହି ଗ୍ରାମକୁ ତୁମ୍ବା ମୁଣ୍ଡା (ଡାଙ୍ଗ) ଏବଂ ବୁଧୁ ମୁଣ୍ଡା (ମାଡ଼କି) ଆସିଥିେଲ । ଏହାପେର ୧୯୭୬ ମସିହାରେ କର୍ତ୍ତା ମୁଣ୍ଡା (ବାଗେ) ବାସିନ୍ଦାହୋଇ ରହିଲେ । ଏହି ଗ୍ରାମରେ ୨୦୨୪ ସୁଦ୍ଧା ୧୪ ପରିବାର ବସବାସ କରୁଛନ୍ତି ।[ଗ୍ରାମ ୧]
ଆଧାର ଭୁଲ: <ref>
ଟ୍ୟାଗସବୁ କେବଳ "ଗ୍ରାମ" ନାମକ ଦଳ ପାଇଁ ରହିଥିଲେ ହେଁ କୌଣସି ସମ୍ବନ୍ଧିତ <references group="ଗ୍ରାମ"/>
ଟ୍ୟାଗ ମିଳିଲା ନାହିଁ କିମ୍ବା </ref>
ବନ୍ଦ କରିବା ଟ୍ୟାଗଟି ନାହିଁ ।