ବ୍ୟବହାରକାରୀ:Hellohappy/ପରଖଘର

ଉଇକିପିଡ଼ିଆ‌ରୁ

Professor Dr. Madhusudan Pati

b.10th June 1941

Matriculation 1956 in 1st Class

Graduated with Eng Hons. from Ravenshaw College in 1961

(1st class 1st in Utkal Univ.)

M.A. from Ravenshaw College in 1963

(1st class 1st in Utkal Univ.)

Title  of his Ph.D thesis.:

Indian Classical Drama in the Light of Western Dramatic Criticism

Retired (in 2001)as Professor and Head, Dept. of English, Sambalpur University,

Odisha


An eminent scholar and Professor of English Dr. Madhusudan Pati is one of the pioneers of the study of Comparative Literature in the country.He has taught English Literature in Sambalpur University and has authored more than a dozen books of criticism in English and Odia. He has translated Gangadhar Meher’s epic Odia work Tapaswini and other poems into English and Tennyson's In Memoriam into Odia.His papers on Marlowe, Wordsworth, Keats, Dickens, T.S. Eliot, Forster, Racine, Achebe and other writers in The Literary Criterion ,Indian Literature, East and West, Rajastan Journal of Literature , Jadavpur Journal of  English Literature, Ravenshaw Journal of English Literature, New Comparison , ALA concentrate  on possibilities of Indian  critical intervention in the study of non-Indian literatures. His critical essays on  Sanskrit, Odia and Marathi literatures written in English and Odia are evidence of his bilingual scholarship.He has published three volumes of his poetry in Odia.Recipient of "Atibadi Jagannath Das Award", the highest literary award of Odisha Sahitya Akademi for the year 2015 Professor Pati has involved himself in socio-cultural and spiritual activities after his retirement in 2001.  

A list of his important books:


1. Anushilana, Agraduta,1979(Literary Criticism)


2.   Bhaktakabi Mahdhusudan Rao: Byaktitwa O Kabitwa, Orissa Sahitya Academy, 1985(Biography and Literary Criticism)


3.               Adhunika Odiya Kabitara Sailee Tattwika Samalochana, Orissa Sahitya Academy, 1995(Literary Criticism)

 

4.               Tapaswini   of  Gaṅgādhara Meher, Orissa Sahitya Academy, 1998(Translation)

 

5.               Gourishankar Ray (Oriya writer),Sahitya Akademy,Delhi,  First Edition : 1994 ISBN 81-7201-694-8(monograph)

 

6.               Kalindi Charan Panigrahi (Oriya  writer)  Sahitya Akademy, Delhi First Edition : 2001 (monograph)

 

7.               The Historical Novel in Oriya(with Jatin Nayak),Cuttack Students’ Store, Cuttack

8.               The Ramayana of Valmiki  a reading, Orissa Sahitya Academy,1999



9.               Sanskrit Drama: Essays in Revaluation, Amar Prakashan,Delhi,1991 

 

10.           Bhagabat Gita;A Literary Elucidation,Popular Prakashan,1997

 

11.            Chetanara Swaraj,Mayur Publisher,Bhubaneswar,1996(Essays on cultural representation)

 

12.            Darshana O Nibedana,Mita Books.2006.(spiritual essays)

 

13.            Erakara Godhulire,Friends,1996.(Odia poems)

 

 

14.            Phatara Akasha,Grantha Mandir,1995(Odia poems)

 

15.            Hari Narayana Apte, Sahitya Akademy,Delhi,1990 (monograph)  

16.   Gangadhar Meher, Selected Works

Aryan Books International, New Delhi, India, 2001, ISBN 10: 8173052123 ,ISBN

9788173052125.(Edited and contributed to the translation volume of Gangadhar Meher's Poetry)


17.           West Orissa:A Study in Ethos,Ed.,Sambalpur University,1992

 

18.   Arpana, Divine Life Society, 2005(Spiritual Essays)

 

19.  Gangadhar Kabimanas O Kabyasilpa, Grantha Mndir,2011.(Literary Criticism)

 

20. Punarnaba,Kavyaloka,2016(Poems)

 

21. Tennysonanka Smrutikavya In Memoriam, Kavyaloka, 2019.(Translation)


AWARDS:
  

Awarded by


·        Prajatantra Prachara Samiti(Cuttack) : Jhankara award in 1995

  ·        Nandakishor Foundation as a Critic

  ·        Odisha Gabesana Parishad as a Critic


ବିଭିନ୍ନ ଖେଳରେ ଓଡ଼ିଶାର ପ୍ରଥମ ଏବଂ ଏକମାତ୍ର କ୍ରୀଡ଼ାବିତ (୫୩ ଜଣ) ସମ୍ବାଦ ୧୫/୦୭/୨୦୨୦ http://web.archive.org/web/20200715113007/https://sambad.in/sports/odishas-first-and-only-athlete-in-various-sports-53-people-540296/

(୧) ଜାତୀୟ କ୍ରୀଡ଼ାରେ ସ୍ବର୍ଣ୍ଣ ବିଜେତା: ସ୍ବର୍ଗତ ନନ୍ଦ କୃଷ୍ଣ ଦାସ (୧୯୫୦ ଜାତୀୟ କ୍ରୀଡ଼ା, ବମ୍ବେ)। (୨) ଏସୀୟ କ୍ରୀଡ଼ା (ଫୁଟ୍‌ବଲ୍‌)ରେ ସ୍ବର୍ଣ୍ଣ ପଦକ: ସ୍ବର୍ଗତ ସେକ୍‌ ମଜିଦ (ବଚନ), ୧୯୫୧ ପ୍ରଥମ ଏସୀୟ କ୍ରୀଡ଼ା, ଦିଲ୍ଲୀ। (୩) ପ୍ରଥମ ଅନ୍ତର୍ଜାତୀୟ ବାସ୍କେଟବଲ୍‌ର: ଅରୂପାନନ୍ଦ ରାଉତରାୟ (୧୯୫୦ ଜାତୀୟ କ୍ରୀଡ଼ା, ବମ୍ବେ ଓ ଏବିସି, ୧୯୬୫)। (୪) ଭାରତ ଦଳରୁ ଖେଳିବା ଓ ବରିଷ୍ଠ ଦଳ ପ୍ରଶିକ୍ଷକ: ଅରୂପାନନ୍ଦ ରାଉତରାୟ (ବାସ୍କେଟବଲ୍‌), ୧୯୮୦-ସହକାରୀ ପ୍ରଶିକ୍ଷକ ଓ ୧୯୮୩-ପ୍ରଶିକ୍ଷକ। (୫) ଅର୍ଜୁନ ପୁରସ୍କାର ଏବଂ ଜାତୀୟ ସାଇକେଲିଂ ବିଜୟିନୀ: ମିନତି ମହାପାତ୍ର (୧୯୮୦) ଏବଂ ୧୯୭୨ରୁ ୧୯୭୫ ଓ ୧୯୭୭ରୁ ୧୯୭୯। (୬) ପ୍ରଥମ ପୁରୁଷ ଅର୍ଜୁନ ପୁରସ୍କାର ଏବଂ ଜାତୀୟ ଭାରୋତ୍ତୋଳନ ବିଜେତା: ‌ବିଜୟ କୁମାର ଶତପଥୀ (୧୯୮୧)। (୭) ପ୍ରଥମ ଆଥ୍‌ଲେଟ୍‌ ଭାବେ ଏସୀୟ କ୍ରୀଡ଼ା ଅଂଶଗ୍ରହଣ: ସେକ୍‌ ଗୁଲଜାର-୧୯୫୧ ଦିଲ୍ଲୀ ୧୦୦୦୦ ମିଟର ଦୌଡ଼। (୮) ଏସୀୟ କ୍ରୀଡ଼ା ବ୍ୟାଡ୍‌ମିଣ୍ଟନ୍‌ରେ ଏକମାତ୍ର ପଦକ ବିଜେତା: ସ୍ବର୍ଗତ ସନତ ମିଶ୍ର (୧୯୮୬ ସିଓଲ, କାଂସ୍ୟ ପଦକ)। (୯) ଜାତୀୟ କ୍ରୀଡ଼ାରେ ସ୍ବର୍ଣ୍ଣ ପଦକ ସହ ଜାତୀୟ କୀର୍ତ୍ତିମାନ ପ୍ରତିଷ୍ଠା କରିଥିବା ପ୍ରଥମ ମହିଳା ଆଥ୍‌ଲେଟ୍‌: ଉଷାରାଣୀ ଲେସଲି (ମିଶ୍ର) (ଉଚ୍ଚଡିଆଁ ୧.୬୭ ମିଟର, ଅନ୍ତରାଜ୍ୟ କ୍ରୀଡ଼ା-୧୯୭୨)। (୧୦) ସାଫ୍‌ କ୍ରୀଡ଼ା ସ୍ବର୍ଣ୍ଣ ପଦକ ବିଜେତା ଏକମାତ୍ର ଭଲିବଲ୍‌ ଖେଳାଳି: ମହମ୍ମଦ ଜମ୍ମା (୧୯୯୩-୯୫, ସାଫ୍‌ କ୍ରୀଡ଼ା- କଲମ୍ବୋ)। (୧୧) ଭାରତ ବରିଷ୍ଠ ଭଲିବଲ୍‌ ଦଳରେ ଖେଳିଥିବା ପ୍ରଥମ ଏବଂ ଏକମାତ୍ର ମହିଳା: ଝିଲିଲତା ସେଣ (ଦଶମ ସାଫ୍‌ କ୍ରୀଡ଼ା ସ୍ବର୍ଣ୍ଣ ପଦକ, କଲମ୍ବୋ ୨୦୦୬)। (୧୨) ଏସୀୟ କ୍ରୀଡ଼ା ରୌପ୍ୟ ଜିତିଥିବା ପ୍ରଥମ ଆଥ୍‌ଲେଟ୍‌: ପ୍ରଣତି ମିଶ୍ର (୪ ଗୁଣା ୪୦୦ ମିଟର ରିଲେ, ବେଜିଂ, ୧୯୯୦)।

(୧୩) ସାଫ୍‌ ‌କ୍ରୀଡ଼ା ସ୍ବର୍ଣ୍ଣ ବିଜେତା ପ୍ରଥମ ପୁରୁଷ ଆଥ୍‌ଲେଟ: ହେମନ୍ତ ପଟେଲ (ଲମ୍ବଡିଆଁ, ୧୯୮୪, କାଠମାଣ୍ଡୁ)। (୧୪) ଅଲିମ୍ପିକ୍‌ ଖେଳିବାରେ ପ୍ରଥମ ହକି ଖେଳାଳି , ଅଧିନାୟକ, ପ୍ରଥମ ଅର୍ଜୁନ ପୁରସ୍କାର (ହକି), ସର୍ବାଧିକ ଅନ୍ତର୍ଜାତୀୟ ମ୍ୟାଚ (୪୧୨), ବିଶ୍ବ ଅଲ୍‌ଷ୍ଟାର ଦଳରେ ସାମିଲ (୨ ଥର) ଏବଂ ପ୍ରଥମ କ୍ରୀଡ଼ାବିତ ସାଂସଦ: ପଦ୍ମଶ୍ରୀ ଦିଲୀପ ତିର୍କି (୧୯୯୬ ଆଟ୍‌ଲାଣ୍ଟା ଅଲିମ୍ପିକ୍ସ) (୧୫) ଭାରତୀୟ ହକି ଦଳର ଅଧିନାୟିକା ହେବାରେ ପ୍ରଥମ ଏବଂ ଏକମାତ୍ର ଅର୍ଜୁନ ପୁରସ୍କାର ବିଜୟିନୀ (ହକି): ଜ୍ୟୋତି ସୁନିତା କୁଲୁ (ସ୍ବର୍ଣ୍ଣ ପଦକ, ରାଜ୍ୟ‌ଗୋଷ୍ଠୀ କ୍ରୀଡ଼ା ମାଞ୍ଚେଷ୍ଟର ୨୦୦୨ ଓ ଅର୍ଜୁନ ପୁରସ୍କାର ୨୦୦୨) (୧୬) ୧୦୦ ମିଟର ଦୌଡ଼ରେ ଜାତୀୟ କୀର୍ତ୍ତିମାନ (୧୧.୩ ସେକେଣ୍ଡ୍‌) ପ୍ରତିଷ୍ଠାର ପ୍ରଥମ ମହିଳା ଏବଂ ୨୦୦୦ ସିଡ୍‌ନି ଅଲିମ୍ପିକ୍ସ ପ୍ରତିନିଧିତ୍ବ: ରଚିତା ମିସ୍ତ୍ରୀ ପଣ୍ଡା (୧୭) ୧୦୦ ମିଟର ବାଧାଦୌଡ଼ରେ ଜାତୀୟ କୀର୍ତ୍ତିମାନ (୧୩.୩୮ ସେକେଣ୍ଡ୍‌) ପ୍ରତିଷ୍ଠାରେ ପ୍ରଥମ ମହିଳା ଆଥ୍‌ଲେଟ୍‌। ଦୀର୍ଘ ୧୮ ବର୍ଷ ଅତୁଟ ରହିଛି ଏବଂ ୨୦୦୦ ସିଡ୍‌ନି ଅଲିମ୍ପିକ୍ସ ଭାରତୀୟ ଦଳର ସଦସ୍ୟା: ଅନୁରାଧା ବିଶ୍ବାଳ (୨୦୦୨) (୧୮) ଭାରତୀୟ ମହିଳା ଫୁଟ୍‌ବଲ୍‌ ଦଳର ସଦସ୍ୟ ଭାବେ ୧୯୯୯ରେ ଏସୀୟ ମହିଳା ପ୍ରତିଯୋଗିତା (ଚୀନ୍‌)ରେ ଯୋଗଦାନରେ ପ୍ରଥମ ମହିଳା ଖେଳାଳି ଏବଂ ଭାରତୀୟ ଦଳର ଅଧିନାୟିକା ହେବାର ମଧ୍ୟ ପ୍ରଥମ: ଶ୍ରଦ୍ଧାଞ୍ଜଳି ସାମନ୍ତରାୟ (୧୯୯୭)। (୧୯) ପୁରୁଷ ୧୦୦ ମିଟରରେ ଜାତୀୟ କୀର୍ତ୍ତିମାନ ଅଧିକାରୀ ପ୍ରଥମ ଆଥ୍‌ଲେଟ୍‌: ଅମିୟ ମଲ୍ଲିକ (୧୦.୨୬ ସେକେଣ୍ଡ୍‌, ୨୦୧୬ ଫେଡେରସନ୍‌ କପ୍‌, ଦିଲ୍ଲୀ)। (୨୦) ଏସୀୟ ଦୌଡ଼କୁଦରେ ୨ ରୌପ୍ୟ (୧୦୦, ୨୦୦ ମିଟର) ଜିତିବା ଏବଂ ବିଶ୍ବ ବିଶ୍ବବିଦ୍ୟାଳୟ କ୍ରୀଡ଼ା ୧୦୦ ମିଟର ଦୌଡ଼ରେ ସ୍ବର୍ଣ୍ଣ ପଦକ ଜିତିବାରେ ପ୍ରଥମ ଏବଂ ଏକମାତ୍ର ଆଥ୍‌ଲେଟ୍‌ (ଦେଶର ମଧ୍ୟ) ଏବଂ ରିଓ ଅଲିମ୍ପିକ୍ସରେ ଯୋଗଦାନ ଓ ଅଧୁନା ୧୦୦ ମିଟର ଦୌଡ଼ରେ ଜାତୀୟ କୀର୍ତ୍ତିମାନର ଅଧିକାରିଣୀ (୧୧.୨୨ ସେକେଣ୍ଡ): ଦୂତି ଚାନ୍ଦ (୨୦୧୮ ଜାକର୍ତ୍ତା ଓ ରିଓ ଅଲିମ୍ପିକ୍ସରେ ୧୦୦ ମିଟର ଦୌଡ଼ ପାଇ ଯୋଗ୍ୟତ ଅର୍ଜନ କରିବା ପ୍ରଥମ ଆଥ୍‌ଲେଟ୍‌)। (୨୧) ଭାରତୀୟ ପୁରୁଷ ଫୁଟ୍‌ବଲ୍‌ ଦଳର ସଦସ୍ୟ ଭାବେ ବିଶ୍ବକପ୍‌ ଯୋଗ୍ୟତା ପର୍ଯ୍ୟାୟ ଖେଳିବାରେ ପ୍ରଥମ ଓ ଏକମାତ୍ର ଫୁଟ୍‌ବଲର୍‌: ରାଜେନ୍ଦ୍ର ପ୍ରସାଦ ସିଂହ (୧୯୯୪)। (୨୨) ଭାରତୀୟ ଭାରୋତ୍ତୋଳନ (ମହିଳା) ଦଳର ସଦସ୍ୟା ଭାବେ ମାଞ୍ଚେଷ୍ଟର ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଦୁଇଟି ରୌପ୍ୟ ଓ ଗୋଟିଏ କାଂସ୍ୟ ପଦକ ଜିତିଥିବା ପ୍ରଥମ ଏବଂ ଏକମାତ୍ର କ୍ରୀଡ଼ାବିତ: ପ୍ରଶ୍ମିତା ମଙ୍ଗରାଜ (୨୦୦୨)।

(୨୩) ଭାରତୀୟ ଭାରୋତ୍ତୋଳନ ଦଳର ସଦସ୍ୟ ଭାବେ ଦିଲ୍ଲୀ ରାଜ୍ୟଗୋଷ୍ଠୀ କ୍ରୀଡ଼ା (୨୦୧୦)ରେ ସ୍ବର୍ଣ୍ଣ କାଂସ୍ୟ ପଦକ ଜିତିଥିବା ପ୍ରଥମ ଓ ଏକମାତ୍ର କ୍ରୀଡ଼ାବିତ ଏବଂ ୨୦୧୨ ଅଲିମ୍ପିକ୍ସରେ ଭାରତକୁ ପ୍ରତିନିଧିତ୍ବ: କେ ରବିକୁମାର (୬୯ କେଜି, ୨୦୧୦)। (୨୪) ଭାରତୀୟ ବ୍ୟାଡ୍‌ମିଣ୍ଟନ୍‌ ଦଳର ସଦସ୍ୟା ଭାବେ ଏସୀୟ କ୍ରୀଡ଼ାରେ ଭାଗନେଇଥିବା ପ୍ରଥମ ମହିଳା: ଋତୁପର୍ଣ୍ଣା ପଣ୍ଡା (୨୦୧୮, ଜାକର୍ତ୍ତା)। (୨୫) ଅନ୍ତର୍ଜାତୀୟ କ୍ରିକେଟ୍‌ ଓ ଦିନିକିଆ ବିଶ୍ବକପ୍‌ ଖେଳିବାରେ ପ୍ରଥମ ଖେଳାଳି: ଦେବାଶିଷ ମହାନ୍ତି (୧୯୯୭)। (୨୬) ବିଶ୍ବ ପାରାବ୍ୟାଡ୍‌ମିଣ୍ଟନ୍‌ ଚାମ୍ପିଅନ୍‌ ଏବଂ ଏଥିରେ ଅର୍ଜୁନ ପୁରସ୍କାର ବିଜେତା: ପ୍ରମୋଦ ଭଗତ (୨୦୧୯ ବାସିଲ, ସ୍ବିଜରଲାଣ୍ଡ)। (୨୭) ଦ୍ରୋଣାଚାର୍ଯ୍ୟ ପୁରସ୍କାର ପାଇବାରେ ପ୍ରଥମ ଓ ଏକମାତ୍ର ପ୍ରଶିକ୍ଷକ: ବ୍ରଜଭୂଷଣ ମହାନ୍ତି (ମୁଷ୍ଟିଯୁଦ୍ଧ, ୨୦୧୭)। (୨୮) ଚେସ୍‌ରେ ଗ୍ରାଣ୍ଡମାଷ୍ଟର ଟାଇଟଲ ପାଇବାରେ ପ୍ରଥମ: ଦେବାଶିଷ ଦାସ (୨୦୧୩)। (୨୯) ‌ଚେସ୍‌ରେ ପ୍ରଥମ ମହିଳା ଗ୍ରାଣ୍ଡମାଷ୍ଟର (ଡବ୍‌ଲ୍ୟୁଜିଏମ୍‌) ଟାଇଟଲ୍‌ : କିରଣ ମନିଷା ମହାନ୍ତି (୨୦୧୦)। (୩୦) ରୋଇଂ (ନୌକା ଚାଳନା) କକ୍ସଲେସ୍‌ ‌ପେୟାର ଇଭେଣ୍ଟ୍‌ରେ ଏସୀୟ କ୍ରୀଡ଼ାରେ କାଂସ୍ୟ ପଦକ ଜିତିବାରେ ପ୍ରଥମ ମହିଳା (୨ ଜଣ) ଏବଂ ଭା‌ରତ ପକ୍ଷରୁ ମଧ୍ୟ ପ୍ରଥମ: ପ୍ରମିଳା ପ୍ରଭା ମିଞ୍ଜ ଓ ପ୍ରତିମା ପୁହାଣ (୨୦୧୦ ଏସୀୟ କ୍ରୀଡ଼ା)। (୩୧) ବିଶ୍ବ ଜିମ୍ନାଷ୍ଟିକ୍ସ ଚାମ୍ପିଅନ୍‌ସିପ୍‌ (୨୦୧୫) ଏବଂ ରାଜ୍ୟଗୋଷ୍ଠୀ କ୍ରୀଡ଼ା (୨୦୧୮)ରେ ଅଂଶଗ୍ରହଣ: ରାକେଶ କୁମାର ପାତ୍ର। (୩୨) ଚେସ୍‌ରେ ଅନ୍ତର୍ଜାତୀୟ ମାଷ୍ଟର ହାସଲରେ ପ୍ରଥମ ମହିଳା ଏବଂ ଏସୀୟ ବିଜେତା: ପଦ୍ମିନୀ ରାଉତ (୨୦୧୫)। (୩୩) କବାଡ଼ି ବିଶ୍ବକପ୍‌ ବିଜେତା ପ୍ରଥମ ଓ ଏକମାତ୍ର ଖେଳାଳି: ରଶ୍ମିତା ସାହୁ (୨୦୧୨, ସ୍ବର୍ଣ୍ଣ ପଦକ)। (୩୪) ଭାରତୀୟ ପୁରୁଷ କବାଡ଼ି ଦଳରୁ ସାଫ୍‌ କ୍ରୀଡ଼ାରେ ସ୍ବର୍ଣ୍ଣ ବିଜେତା ପ୍ରଥମ ଓ ଏକମାତ୍ର ଖେଳାଳି: ଭୀମ ବରାଡ଼ (ସାଫ୍‌ କ୍ରୀଡ଼ା, ଇସ୍‌ଲାମବାଦ, ପାକିସ୍ତାନ, ୨୦୦୪)। (୩୫) ୨୦୧୨ ଟି-୨୦ ମହିଳା ବିଶ୍ବକପ୍‌ରେ ଭାରତୀୟ ଦଳର ସଦସ୍ୟା ହୋଇଥିବା ପ୍ରଥମ କ୍ରିକେଟର୍‌: ରୋସନାରା ପରବିନ। (୩୬) ଏକଦିବସୀୟ ମହିଳା କ୍ରିକେଟ୍‌ (ୱେଷ୍ଟ୍‌ଇଣ୍ଡିଜ୍‌ ଗସ୍ତ, ୨୦୧୨)ରେ ଭାରତୀୟ ଦଳର ସଦସ୍ୟା: ମାଧୁରୀ ମେହେଟ୍ଟା। (୩୭) ୨୦୧୦ ରାଜ୍ୟଗୋଷ୍ଠୀ କ୍ରୀଡ଼ା (ଦିଲ୍ଲୀ)ରେ ୪ ଗୁଣା ୧୦୦ ମିଟର ରିଲେରେ କାଂସ୍ୟ ପଦକ ଓ ୨୦୧୬ ସାଫ୍‌ କ୍ରୀଡ଼ାରେ ୨୦୦ ମିଟର ଦୌଡ଼ରେ ସ୍ବର୍ଣ୍ଣ ଜିତିଥିବା ପ୍ରଥମ ଏବଂ ରିଓ ଅଲିମ୍ପିକ୍ସରେ ୨୦୦ ମିଟର ଦୌଡ଼ରେ ଭାଗନେଇଥିବା ପ୍ରଥମ ‌ମହିଳା: ଶ୍ରାବଣୀ ନନ୍ଦ। (୩୮) ୨୦୧୫ ଓ ୨୦୧୬ (ଉହାନ ଓ ଭୁବନେଶ୍ବର) ଏସୀୟ ଦୌଡ଼କୁଦରେ ହେପ୍ଟାଇଲନରେ କାଂସ୍ୟ ପଦକ: ପୂର୍ଣ୍ଣିମା ହେମ୍ବ୍ରମ୍‌। (୩୯) ୨୦୧୬ ସାଫ୍‌ କ୍ରୀଡ଼ା (ଗୁଆହାଟୀ) ୪୦୦ ମିଟର ବାଧାଦୌଡ଼ରେ ସ୍ବର୍ଣ୍ଣ ପଦକ: ଜଉନା ମୁର୍ମୁ। (୪୦) ୨୦୧୦ ଗୁଆନ୍‌ଝୁ ଏସୀୟ କ୍ରୀଡ଼ାରେ ‘କରାଟେ’ରେ ଭାରତୀୟ ଦଳରୁ ପ୍ରତିନିଧିତ୍ବ: ଭାଲିନା ଭାଲେଣ୍ଟିନା। (୪୧) ୨୦୧୦ ଗୁଆନ୍‌ଝୁ ଏସୀୟ କ୍ରୀଡ଼ାରେ ଭାରତୀୟ ମହିଳା ରଗ୍‌ବି ଦଳର ସଦସ୍ୟା: ବିଜୟଲକ୍ଷ୍ମୀ ବାରିକ। (୪୨) ୨୦୦୬ ଦୋହା ଏସୀୟ କ୍ରୀଡ଼ାରେ ଭାରତୀୟ ପୁରୁଷ ରଗ୍‌ବି ଦଳର ସଦସ୍ୟ: ବିକାଶ ଜେନା (୨୦୧୦ରେ ମଧ୍ୟ ଭାରତୀୟ ଦଳର ସଦସ୍ୟ)। (୪୩) ୨୦୧୮ ଜାତୀୟ ପାରା ଅଲିମ୍ପିକ୍ସ ଆଥ୍‌ଲେଟିକ୍ସ ଚାମ୍ପିଅନ୍‌ସିପ୍‌ରେ ୩ ସ୍ବର୍ଣ୍ଣ (୧୦୦, ୨୦୦, ୪୦୦ ମିଟର ଦୌଡ଼), ବିଶ୍ବ ଯୁବ ପାରାଲିମ୍ପିକ୍ସ (୨୦୧୯)ରେ ୪୦୦ ମିଟର ସ୍ବର୍ଣ୍ଣ ଓ ୨୦୦ ମିଟର ‌ରୌପ୍ୟ ବିଜୟିନୀ: ଜୟନ୍ତୀ ବେହେରା। (୪୪) ପ୍ରଥମ ମହିଳା ହକି ଅଲିମ୍ପିଆନ୍ (୨୦୧୬, ରିଓ): ଦୀପ୍‌ଗ୍ରେସ୍ ଏକ୍କା, ସୁନିତା ଲାକ୍ରା, ନମିତା ଟପ୍ପୋ, ଲିଳିମା ମିଞ୍ଜ୍‌। (୪୫) ଭାରତୀୟ ବାସ୍କେଟବଲ୍ ଦଳରୁ‌ ଫିବା ଏସିଆ ମହିଳା ପ୍ରତିଯୋଗିତାରେ ଅଂଶଗ୍ରହଣ: ସୀତାମଣି ଟୁଡୁ (ଉହାନ, ଚୀନ, ୨୦୧୫)। (୪୬) ପ୍ରଥମ ଚେସ୍‌ ଅନ୍ତର୍ଜାତୀୟ ମାଷ୍ଟର୍‌ ଟାଇଟଲ୍ ବିଜେତା: ଶେଖର ଚନ୍ଦ୍ର ସାହୁ (୧୯୯୨)। (୪୭) ପ୍ରଥମ ଓଡ଼ିଆ ଜାତୀୟ କୀର୍ତ୍ତିମାନଧାରୀ ଜାଭଲିନ୍‌ ଫିଙ୍ଗାଳି: ସୁଷମା ବେହେରା। (୪୮) ପ୍ରଥମ ଓଡ଼ିଆ ଅନ୍ତର୍ଜାତୀୟ ମହିଳା ହକି ଖେଳାଳି: ଗ୍ଲୋରିଆ ଡୁଙ୍ଗଡୁଙ୍ଗ। (୪୯) ପ୍ରଥମ ଓଡ଼ିଆ ଜାତୀୟ କୀର୍ତ୍ତିମାନଧାରୀ ବାଧାଦୌଡ଼ାଳି: ପଞ୍ଜାନନ ଗନ୍ତାୟତ (୧୧୦ ମିଟର୍‌ ବାଧାଦୌଡ଼)। (୫୦) ପ୍ରଥମ ଓଡ଼ିଆ ଅନ୍ତର୍ଜାତୀୟ ତୀରନ୍ଦାଜ, ଜାତୀୟ ପ୍ରତିଯୋଗିତା ଓ ଜାତୀୟ ସ୍ବର୍ଣ୍ଣ ବିଜେତା ଏବଂ ଜାତୀୟ ଦଳ ପ୍ରଶିକ୍ଷକ: ରାଜେଶ ହାସଦାକ। (୫୧) ୮୦୦ ମିଟର‌ ଦୌଡ଼ରେ ପ୍ରଥମ ଓଡ଼ିଆ ଜାତୀୟ ବିଜେତା: ଅନିଲ ମିଞ୍ଜ୍‌ (୧୯୯୬ କୋଲକାତା)। (୫୨) ଖୋଖୋରେ ପ୍ରଥମ ଓଡ଼ିଆ ଅନ୍ତର୍ଜାତୀୟ ପଦକ ବିଜେତା: ମନ୍ଦାକିନୀ ମାଝୀ (୨୦୧୬ ଦକ୍ଷିଣ ଏସୀୟ କ୍ରୀଡ଼ା, ଗୁଆହାଟୀ) (୫୩) ଓଡ଼ିଶାର ପ୍ରଥମ ଦୃଷ୍ଟିହୀନ ଅନ୍ତର୍ଜାତୀୟ କ୍ରିକେଟର୍‌: ମହମ୍ମଦ ଜାଫର ଇକବାଲ (୨୦୧୧, ବନାମ ପାକିସ୍ତାନ) (୫୪) ପ୍ରଥମ ଓଡ଼ିଆ ଅନ୍ତର୍ଜାତୀୟ ମହିଳା କ୍ରିକେଟର୍‌: ମାଧୁରୀ ମେହେଟା (୨୦୧୨, ବନାମ ୱେଷ୍ଟଇଣ୍ଡିଜ୍‌)

ଇଂରାଜୀରୁ ଅନୁବାଦ ହୋଇନଥିବା କିଛି ଜରୁରୀ ପ୍ରସଙ୍ଗ

ଅଧିକ ତଥ୍ୟ ଯୋଡିବା ପାଇଁ

ଓଡ଼ିଆରୁ ଅନ୍ୟ ଭାଷାକୁ ଅନୁବାଦିତ ହୋଇଥିବା ପୁସ୍ତକ[ସମ୍ପାଦନା]

ଫକୀର ମୋହନ ସେନାପତି[ସମ୍ପାଦନା]

  • ଛ ମାଣ ଆଠ ଗୁଣ୍ଠ - Six Acres and a Third

ଶାନ୍ତନୁ କୁମାର ଆଚାର୍ଯ୍ୟ[ସମ୍ପାଦନା]

  • ଅନୋମାର କନ୍ୟା - Anomara Kanya

ଜଗନ୍ନାଥ ପ୍ରସାଦ ଦାସ[ସମ୍ପାଦନା]

  • ଦେଶ କାଳ ପାତ୍ର - A Time Elsewhere

ମନୋଜ ଦାସ[ସମ୍ପାଦନା]

  • ଗୋଧୁଳିର ବାଘ - The Tiger at Twilight
  • ପ୍ରଭଞ୍ଜନ - Cyclones

କାହ୍ନୁଚରଣ ମହାନ୍ତି[ସମ୍ପାଦନା]

  • ଶାସ୍ତି - Punishment(Surendra Sahu)

ରମାକାନ୍ତ ରଥ[ସମ୍ପାଦନା]

  • କେତେ ଦିନର - Of a Long Long Time
  • ଅନେକ କୋଠରୀ - Many Rooms

ସୀତାକାନ୍ତ ମହାପାତ୍ର[ସମ୍ପାଦନା]

  • ଶବଦର ଆକାଶ - The Sky of Words

ପ୍ରତିଭା ରାୟ[ସମ୍ପାଦନା]

  • ଯାଜ୍ଞସେନୀ - Yajnaseni (Pradip Bhatacharya)
  • ମୋକ୍ଷ - Salvation and Other Stories(Aruna Sitesh)
  • ଶିଳାପଦ୍ମ - Citadel of LOve

ଫକୀର ମୋହନ ସେନାପତି[ସମ୍ପାଦନା]

  • ’ଛ’ ମାଣ ଆଠ ଗୁଣ୍ଠ - Six Acres and a Third Rabi Shankar Mishra, Satya P. Mohanty, Jatindra Nath Nayk, Paul St-Pierre

ଗୋପୀନାଥ ମହାନ୍ତି[ସମ୍ପାଦନା]

  • ପରଜା - Paraja(Bikram K Das)
  • ଅମୃତର ସନ୍ତାନ - The Dynasty of the Immortals ବିଭୁଦତ୍ତ ଦାସ, ପ୍ରଭାତ ନଳିନୀ ଦାସ

ଅଖିଳ ନାୟକ[ସମ୍ପାଦନା]

  • ଭେଡ଼ - Bheda(Raj Kumar)

କୁନ୍ତଳା କୁମାରୀ ସାବତ[ସମ୍ପାଦନା]

  • କାଳୀବୋହୁ - The Dark Bride
  • ରଘୁ ଅରଖିତ - Raghu, the Orphan
  • ପରଶମଣି - The Philosopher's Stone

କାଳିନ୍ଦୀ ଚରଣ ପାଣିଗ୍ରାହୀ[ସମ୍ପାଦନା]

  • ଝଞ୍ଜା - The Storm
  • ମାଟିର ମଣିଷ - Born of the Soil
  • ମାଟିର ମଣିଷ - A House Undivided(Lila Ray) 1973 Four Corners[୧]

ଚନ୍ଦ୍ରଶେଖର ରଥ[ସମ୍ପାଦନା]

  • ଯନ୍ତ୍ରାରୁଢ଼ - Astride the wheel(Jatindra Kumar Nayak), 2005 Oxford University Press

ଲକ୍ଷ୍ମୀକାନ୍ତ ମହାପାତ୍ର[ସମ୍ପାଦନା]

  • କଣାମାମୁଁ - Uncle one eye Paul St-Pierre Leelavati Mohapatra KK Mohapatra Grassroots 2008

ଅନ୍ୟାନ୍ୟ[ସମ୍ପାଦନା]

These novels are Danapani by Gopinath Mohanty, rendered as The Survivor, Sakalara Muhan by Ganeswar Mishra, rendered as Face of the Morning, Kanamamu by Laxmikanta Mahapatra, rendered as One-Eye Uncle, Laya Bilaya by Gopinath Mohanty, rendered as High tide Ebb tide, Mamu by Fakir Mohan Senapati, rendered as Uncle, Yantrarudha by Chandra Sekhar Rath, rendered as Astride the Wheel, Padmamali by Umesh Chandra Sarkar, rendered as Padmamali, Kunti Kuntala Shakuntala by Binapani Mohanty, rendered as Kunti Kuntala Shakuntala, Chha Mana Atha Guntha by Fakir Mohan Senapati, rendered as Six Acres and a Third and Malajanha by Upendra Kishore Das, rendered as The Dying Moon. (This is not a comprehensive listing of all the Oriya novels that have been translated into English, surely because it does not mention the most notable example Paraja, the classic novel of Gopinath Mohanty, which was translated and published under the same title in 1988, not to mention the three published translations of Fakir Mohan Senapati's masterpiece Chha Mana Atha Guntha in the late nineteen hundred sixties and the translation of another modern classic by Kalandi Charan Panigrahi, Matira Manisha titled House Undivided)

https://shodhganga.inflibnet.ac.in/bitstream/10603/189048/8/08_chapter%201.pdf

ଅନ୍ୟ ଭାଷାରୁ ଓଡ଼ିଆକୁ ଅନୁବାଦିତ ହୋଇଥିବା ପୁସ୍ତକ[ସମ୍ପାଦନା]

ଭାରତୀୟ ହକି ମାନଚିତ୍ରରେ ଓଡ଼ିଶାର ସ୍ଥାନ[ସମ୍ପାଦନା]

ପୁରୁଷ[ସମ୍ପାଦନା]

ଲାଜରୁସ ବାର୍ଲା, ଦିଲୀପ ତିର୍କି, ଇଗ୍ନେସ ତିର୍କି, ପ୍ରବୋଧ ତିର୍କି

ମହିଳା[ସମ୍ପାଦନା]

ଗ୍ଲୋରିଆ ଡୁଙ୍ଗ୍‌ଡୁଙ୍ଗ୍‌, ଜ୍ୟୋତି ସୁନୀତା କୁଲ୍ଲୁ, ଅନରିତା କେ‌ର୍କେଟା, ସୁଭଦ୍ରା ପ୍ରଧାନ, ବିନିତା ଟପ୍ପୋ, ବିନିତା ଖେସ୍, ସରିତା ଲାକ୍ରା, ନୀଳିମା କୁଜୁର, ମୁକ୍ତାପ୍ରଭା ବାର୍ଲା, ଟେରେସା କୁଜୁର, ଆଗ୍ନେସିଆ ଲୁଗୁନ୍, ବାହାମନୀ ତିର୍କି, ଅଞ୍ଜନା ବାର୍ଲା, ପୌଲିନା ସୁରିନ୍, ରଞ୍ଜିତା ବାର୍ଲା, ସରିତା ହନୁମାନ, ସୁନୀତି କିସପୋଟା, ସବିତା ଏକ୍କା, ମୁକ୍ତା ଖାଲକୋ, ସୁମିତ୍ରା ତିର୍କି, ଅଶ୍ରିତା ଟପ୍ପୋ, ପୁନମ ଟପ୍ପୋ, ରୀନାକାନ୍ତି ଏକ୍କା, ବିନିତା କିଣ୍ଡୋ, ଅନୁପା ବାର୍ଲା, ରୋଜାଲିନ ଡୁଙ୍ଗ୍‌ଡୁଙ୍ଗ୍‌, ସୁଲୋଚନା କିଶାନ, ସୁରଭି ପ୍ରଧାନ, ପୁନମ ବାର୍ଲା, ରଶ୍ମିତା ମିଞ୍ଜ, ଅସ୍ମିତା ବାର୍ଲା, ମାରିଆନା କୁଜୁର, ଅଜମିନା କୁଜୁର[୨]

  1. Annada Shankar Ray; Baishnab Charan Das; Harihar Mahapatra (20 December 2018). Basanti: Writing the New Woman. OUP India. pp. 296–. ISBN 978-0-19-909587-2.
  2. "ମହିଳା ହକିରେ ଓଡ଼ିଆ ମହକ, ଗ୍ଲୋରିଆଙ୍କଠୁ ଗୌରବମୟ ଅଧ୍ୟାୟ". sambad.in/. sambad. Retrieved 30 October 2019.