ବ୍ୟବହାରକାରୀ:EASTONIAN/ପରଖଘର

ଉଇକିପିଡ଼ିଆ‌ରୁ


*ରେଭେନ୍ସାର କୋଣାର୍କ*(ପୂର୍ବ ଛାତ୍ରାବାସ)[ସମ୍ପାଦନା]

ଗତିରାଜ ସମୟ, ସମୟ ସ୍ରୋତରେ ଭବ୍ୟ ଐତିହ୍ୟ ଅହଲ୍ୟା ସଦୃଶ ଭୂମି ଓ ଜଡତାର ଚାପ ତଳେ ଶବ୍ଦାନ୍ୱିତ ହେଉଥିବାବେଳେ ଅପେକ୍ଷାକୃତ କୌଣସି ଐତିହାସିକଙ୍କ ଦ୍ଵାରା ଉଦ୍ଧାରେ ହୋଇଥାଏ, ବାସ୍ତବିକ୍ ପ୍ରାୟତଃ ଏକଶତବର୍ଷ ଧରି ମୌନାତିତ ଦଣ୍ଡାୟମାନ ଅଧୁନା- ରେଭେନ୍ସା ବିଶ୍ଵବିଦ୍ୟାଳୟର ସ୍ଵୟମ୍ବୁଚିତ୍ରାଲୋକ ପ୍ରଦର୍ଶିନୀ-ଭାବା ସରୋବରଧାରିଣୀ-ଲଳିତ ବସ୍ତ୍ରେଷୁ ବିମଣ୍ଡିନୀ-ଅବଲୋକନେଷୁ କାୟୋବାକ୍ୟ"ମନାରବ୍ଧେ ତଥା ଚୈତନ୍ୟେ ଶାନ୍ତିପ୍ରଦାୟିନୀ--ପୂର୍ବ ଛାତ୍ରାବାସ ର କୀର୍ତ୍ତି, ଯଶ ତଥା ଗୌରବ ଆଜି ସ୍ୱୟଂ ନିଜର ବିଗତ ଐତିହ୍ୟ ବାଖ୍ୟା କରିବାକୁ ସକ୍ଷମ... continuing