ବ୍ୟବହାରକାରୀ:Dinesh.das.171/ହ୍ୟୁ ଲରୀ

    ଉଇକିପିଡ଼ିଆ‌ରୁ

    Hugh Laurie

    ଲୁଆ ତ୍ରୁଟି: expandTemplate: template "post-nominals/GBR" does not exist ।
    Hugh Laurie at Montreux Jazz Festival.jpg
    Laurie performing at the Montreux Jazz Festival in July 2012
    ଜନ୍ମ
    James Hugh Calum Laurie

    (1959-06-11) ୧୧ ଜୁନ ୧୯୫୯ (ବୟସ ୬୩)
    ପୁରାତନ ଛାତ୍ରSelwyn College, Cambridge
    ବୃତ୍ତିs
    • Actor
    • director
    • singer
    • musician
    • comedian
    • author
    Years active1981–present
    ଜୀବନସାଥୀ
    Jo Green
    (m. ୧୯୮୯)
    ସନ୍ତାନ3
    ସମ୍ପର୍କୀୟRan Laurie (father)
    Musical career
    ଶୈଳୀBlues
    ବାଦ୍ୟଯନ୍ତ୍ର
    • Vocals
    • piano
    • guitar
    • drums
    • harmonica
    • saxophone
    ଅନ୍ୟ ଅଂଶଗ୍ରହଣBand from TV
    ୱେବସାଇଟhughlaurieblues.com

    ଜେମ୍ସ ହ୍ୟୁ କାଲମ୍ ଲରୀ ( ଜନ୍ମ ଜୁନ ୧୧ ୧୯୫୯) ହେଉଛନ୍ତି ଜଣେ ବ୍ରିଟିଶ କଳାକାର ,ନିର୍ଦେଶକ,ସଙ୍ଗୀତଜ୍ଞ, ଗୀତିକାର ,ହାସ୍ୟ କଳାକାର ଓ ଲେଖକ।

    ଲରୀ, ଏକ ହାସ୍ୟ ଯୁଗଳ ହିସାବରେ ତାଙ୍କ ହାସ୍ୟାକର ବନ୍ଧୁ ଷ୍ଟେଫେନ୍ନ ଫ୍ରାଏଙ୍କ ସହ ଏକ ହାସ୍ୟ ନାଟକ କରୁଥିବା ସମୟରେ ପ୍ରଥମ ଥର ପାଇଁ ମନ୍ୟତା ଲାଭ କରିଥିଲେ।,ସେ କ୍ୟାମ୍ବ୍ରିଜ ମହାବିଦ୍ୟାଳୟରେ ପଢ଼ୁଥିବା ସମୟରେ ତାଙ୍କ ବନ୍ଧୁ 'ଏମା ଥୋମ୍ପସନ'ଙ୍କ ଜରିଆରେ ଷ୍ଟେଫେନ୍ନ ଫ୍ରାଏଙ୍କ ସହ ଦେଖା ହୋଇଥିଲେ।ସେ ସେଠାରେ ଥିବା ଏକ ନାଟ୍ୟଶାଳା Cambridge Footlightsର ସଭାପତି ପଦବୀରେ ଥିଲେ।ଦୁହେଁ ୧୯୮୦ରୁ ୧୯୯୦ ମଧ୍ୟରେ ଅନେକ ପରିକଳ୍ପନାରେ ଏକାଠି କାମ କରିଥିଲେ।ଏହି ପରିକଳ୍ପନା ମଧ୍ୟରେ କିଛି ବିଶେଷ ରେଖଚିତ୍ର ହାସ୍ୟ ଅନୁକ୍ରମ A bit of Fry & Laurie ଏବଂ P.G Wodehouse ପରେ ପରେ Jeeves and woster ପରିକଲ୍ପନାରେ ମଧ୍ୟ କାମ କରିଥିଲେ।ଲରୀଙ୍କ ଅନ୍ୟ ଉକ୍ତ ସମୟ କାଳ ମଧ୍ୟରେ ସାମୟିକ ହାସ୍ୟ ଅନୁକ୍ରମ Blackadder ଏବଂ ଅନେକ ପ୍ରମୁଖ ଚଳଚ୍ଚିତ୍ର ଯଥା sense and sensitibility, 101 Dalmatians,The Borrowers and Stuart Littleରେ କାମ କରି ଖ୍ୟାତି ଅର୍ଜନ କରିଥିଲେ।[୧]

    ବାଲ୍ୟ ଜୀବନ[ସମ୍ପାଦନା]

    1. "Hugh Laurie | Biography, TV Shows, Movies, & Facts". Encyclopedia Britannica. Retrieved 14 ସେପ୍ଟେମ୍ବର 2018.