ବ୍ୟବହାରକାରୀ:Dibyajyotiranjan

ଉଇକିପିଡ଼ିଆ‌ରୁ

ରାକ୍ଷୀ ପୂର୍ଣିମା ର ସଂପୂର୍ଣ୍ଣ ଇତିହାସ ଜାଣନ୍ତୁ history of Rakhi bandhan

ରାକ୍ଷୀ ର ପ୍ରମାଣ ମହାଭାରତ ରୁ ମିଳିଛି  ।।ଏହା ହେଉଛି ଗୋଟିଏ ସତ୍ୟ ଘଟଣା ।। ବାସୁଦେବ ଶ୍ରୀକୃଷ୍ଣ ଦ୍ୱାରା ଏହାର ଆରମ୍ଭ ହୋଇଥିଲା ।। ଶ୍ରୀକୃଷ୍ଣ ଙ୍କ ଭାଇ ଶିଶୁପାଳ ଯିଏ ଅଭିଶାପ ପାଇଥିଲା ଯେ ଶ୍ରୀକୃଷ୍ଣ ଦ୍ୱାରା ତାର ମୃତୂ ହେବ ।। କିନ୍ତୁ ଶିଶୁପାଳ ର ମାତା ଶ୍ରୀକୃଷ୍ଣ ଠାରୁ ବରଦାନ ଗ୍ରହଣ କରିଥିଲେ ଯେ ସେ ଶିଶୁପାଳ ର 100 ଭୂଲ୍ କୁ କ୍ଷମା କରିଦେବେ ।। ଶିଶୁପାଳ ଶ୍ରୀକୃଷ୍ଣ ଙ୍କୁ ମାନୁ ନଥିଲା ଆଉ ସେଥିପାଇଁ ସେ ଶ୍ରୀକୃଷ୍ଣ ଙ୍କୁ ଅପମାନ କରୁଥିଲା ବା ନିନ୍ଦା କରୁଥିଲା ।। ଏହି ସବୁ ଅପମାନ ଯୁଗୁ ତାର 100 ଭୁଲ୍ ଟପି ଗଲା ଆଉ ଶ୍ରିକୁଷ୍ଣ ତାକୁ ସୁଦର୍ଶନ ଚକ୍ରରେ ବାଧା କରିଦେଲେ ।। କିନ୍ତୁ ଏହି ସୁଦର୍ଶନ ଚକ୍ର ଛାଡ଼ିବା ସମୟରେ ତାଙ୍କର ହାତର ଆଙ୍ଗୁଠି  କଟିଯାଇଥିଲା ।। ଏହାପରେ ରକ୍ତ ବହିବାକୁ ଲାଗିଲା  ।। ଏହାଦେଖି ଦୌପତି ନିଜ ଶାଢ଼ୀ ଚିରି ଶ୍ରୀକୃଷ୍ଣ ଙ୍କ ଆଙ୍ଗୁଠିରେ ବନ୍ଧିଦେଲେ ।। ରେହାପରେ ଶ୍ରୀକୃଷ୍ଣ ଅଶ୍ରିବଦ୍ ଦେଇଥିଲେ ଯେ ଧନ୍ୟବାଦ୍ ମୋ ଭଉଣୀ ମୁଁ ବି ନିଶ୍ଚୟ ଦିନେ ତମର ଧୁଖରେ ସାହାଯ୍ୟ କରିବି ।। ଦଉପତି ସମୟରେ ସାହାଯ୍ୟ କରିଥିଲେ ।। ତେଣୁ ସେହି ଦିନ ଯେଉଁଦିନ ଦୌପତୀ ଙ୍କ ବସ୍ତ୍ର ହରଣ ହେଉଥିଲା ଶ୍ରୀକୃଷ୍ଣ ତାଙ୍କୁ ବସ୍ତ୍ରରେ ଦଆଙ୍କି ତାଙ୍କୁ ଲଜ୍ୟା ରୁ ବଞ୍ଚାଇଥିଲେ ।। [୧] ଯଦି ଆପଣ ଓଡ଼ିଆ ରେ ଆଉ ସବୁ ବିଷୟରେ ଜାଣିବାକୁ ଚାହୁଁଛନ୍ତି ଆମର website କୁ follow କରନ୍ତୁ odiatopics.in

ଖଣ୍ଡ ଗୁଡ଼ାଇ ଥିଲେ ସେହିଦିନଠାରୁ ରଖିବନ୍ଦାଁ ପର୍ବ ଆରମ୍ଭ ହୋଇଥିଲା ଯାହା ଏବେ ପର୍ଯ୍ୟନ୍ତ ଚଳିଆସୁଅଛି ।।

  1. "Odiatopics". Odiatopics (in ଇଂରାଜୀ). Retrieved 2021-07-16.