Jump to content

ବ୍ୟବହାରକାରୀ:Bikash Chandra kampa

ଉଇକିପିଡ଼ିଆ‌ରୁ

ଦୁନିଆଁର ସର୍ବଶ୍ରେଷ୍ଠ ଜାତି ହେଉଛି ଡୁମାଳ ଜାତି l ବ୍ରହ୍ମାଙ୍କ ବଂଶରେ ନହୁଷ ରାଜା ନହୁସ ପୁତ୍ର ଯଯାତି ରାଜା ll ଯଯାତି ପୂତ୍ର ଯଦୁ ll ଯଦୁ ବଂଶରେ ବୃଷ୍ନି ରାଜା l ସେହି ବଂଶରେ ନନ୍ଦ ,ବାସୁଦେବ,କୁନ୍ତିଙ୍କ ଜନ୍ମ ll ବଳରାମ, କୃଷ୍ଣ । କୃଷ୍ଣପୁତ୍ର ପ୍ରଦ୍ୟୁମ୍ନ ପୁତ୍ର ଅନିରୁଦ୍ଧ l ଅନିରୁଦ୍ଧ ଆଉ ଉଷା (ବାଣାସୁରପୁତ୍ରୀ) ର ଦୁଇ ପୁତ୍ର ବ୍ରଜନାଭ ଏବଂ ଦୃମିଲ l ଦୃମିଲ୍ ରୁ ଡୁମାଳ ବଂଶ ll ବଣେଇଗଡ ରୁ ବାଣପୁର( ଖୋର୍ଦ୍ଧା) ପର୍ଯନ୍ତ ଡୁମାଳ ଭାଇମାନେ ବସବାସ କରିଥାନ୍ତି ll