Jump to content

ବ୍ୟବହାରକାରୀ:Bighna55/Sandbox

ଉଇକିପିଡ଼ିଆ‌ରୁ

ବିଘ୍ନ ରା ଜ ବକ୍ସି ଭି ସ୍ମ ଗି ରି ଗ ଞ୍ଜା ମ୭୬୧୦୫୫ ହିତରତ୍ନାବଲି-- ଠଣାଜଗା ଜେବେ ହୋଇବ ମାରଣା ବୈଦ୍ୟ୍ କରେ ରୋଗି ନାଶ; ବଡ ହୋଇ ଜେବେ ବେଉସା ଖାଇବ ତହ୍ନିକି ଉପୟ୍ କିସ ! ଅନାଚାରେ ଧରମ ନସହୁଏ ଜନେ ଚିନ୍ତରେ ଶରିର ନାସ; ପରକଥରେ ଗ୍ରୁହନାସ ଜାନ ହେଲାରେ ସକଲ ନାସ ! ଅପଥ୍ୟଭୋଜନ;ଖଲ ଆଚରଣ;ପରନିନ୍ଦା;ମର୍ମବାଣି; ପ୍ରମାଣୈ ବିଗ୍ରହେ;ବନ୍ଧୁରେ କଲହ ନିଶ୍ଚେ ମନ୍ଦଥିବ ଜଣି ! କପଟ ବିଶ୍।ସ;ଗ୍ରୁହେସର୍ପବାସ;କଲହ ଭର୍ୟା ସଙ୍ଗରେ; ଅଜିଣ୍ଣ ଆହାରେ;ଭ୍ରୁତ୍ୟପ୍ରିତି ଗିରେ ପ୍ରାଣ ଆଶଙ୍କା ଏଥିରେ ! କାମାତୁରେ ବୁଧିବିବେକ ନରହେ କ୍ରୋଧାତୁରେ ଜେବା ଗ୍ଯାନ; ଖୁଧାତୁରେ ଭଖ୍ୟଗନନା ନଥାଏ କର୍ୟାତୁରେ ଜଥା ଧନ ! ଖଲଜନ ପ୍ରିତ୍ତି ;ଦମ୍ପତ୍ତି କଲହ;ଅତ୍ତ୍ତିସୟ ଆଚରଣ; ଅନ୍ନାୟଦ୍ରବ୍ଯ୍ ମୁର୍ଖ ମିତ୍ରପଣ;ଏମନେ ଅସ୍ଥିର ଜାଣ ! ସୁନା ପଞ୍ଜୁରିରେ ବସାଇ କିରକୁ ନିତି ଦେଇ ଦୁଧଭାତ; ପଡାଇଲେ ରାମ ନାମତିକୁ ବନରେ ଥାଏ ତା ଚିତ୍ତ !