ବ୍ୟବହାରକାରୀ:Basanta parida

ଉଇକିପିଡ଼ିଆ‌ରୁ

ତୁମେ ସେଇ ଝିଅ

ତୁମେ ସେଇ ଝିଅ  	ଚିହ୍ନା ସେଇ ମୁଁହ	

ଲାଗୁଛି ଦେଖିଛି କେଉଁଠି

ଉଚ୍ଚା-ଉଚ୍ଚା ଗାଲ 	ହସ ମଲ୍ଲୀ ଫୁଲ

ଲାଗୁଛ ସରଗ ପରିଟୀ | ||୧||

ମନ କହେ ମୋର 	ତୁ କି ମୋ ନିଜର

ସେଇ ସାତ ଜନ୍ମର ସାଥି,

ଦେଖିଲେ ତୁମକୁ	 ଭୁଲୁଛି ନିଜକୁ

ପ୍ରେମରେ ହେଉଛି ମୁଁ ବାନ୍ଧି | ||୨||

ଆଗୋ ସୁନୟନା     କହେ ଏ  ଦିବାନା	                 	

ଏ ପ୍ରେମର କଲମ ଧରି,

ଲେଖିଲି କବିତା  ଭାବପ୍ରବଣତା

ଏ ଝରୁଥିବ ସ୍ମୃତି ପରି | ||୩||


ଏସ ସଞ୍ଜୟ କୁମାର ଧଉଳି(ବାଙ୍ଗାଲୁର)



କିରୋସିନି ଜାଳି ରାନ୍ଧିଲି ଖଡା ପାଖରେ ଥିଲା ମୋ ସର୍ଫ ପୁଡା ଲୁଣ ଭାବି ତାକୁ ଡାଲିରେ ଢାଳିଲି ଏବେ ଜାଏନ୍ ମୋର ହଉଚି ଝାଡା

The input system installed here is phonetic input system. It has been derived to a large extent from Gamabhana of Omkar Joshi. To change the input keys, please contact Eukesh. Here are the input keys-

ଅ ଆ ଇ ଈ ଉ ଊ ଏ ଐ ଓ ଔ ଅଂ ଅଃ ଍ ଑ ଅଁ ଆଁ ଋ ୠ ୡ a,aa/A,i,I/ii,u,U/uu,e,ee/ai,o,au/oo,aM,aH,E,O,aMM,aaMM,R/Ru,RU/Roo,Rl/Rlu

କ ଖ ଗ ଘ ଙ ka,kha,ga,gha,Ga

ଚ ଛ ଜ ଝ ଞ ca,chha,ja,jha/Za,Ya

ଟ ଠ ଡ ଢ ଣ Ta,Tha,Da,Dha,Na

ତ ଥ ଦ ଧ ନ ta,tha,da,dha,na

ପ ଫ ବ ଭ ମ pa/Pa,pha/fa/Fa,ba/Ba,bha/Bha/va,ମ

ଯ ର ଲ ଶ ୟ Ja,ra,la,wa/Va,sha/Sa ya


ଷ ସ ହ ଳ କ୍ଷ ଜ୍ଞ Sha/shha,sa/Sa,ha,La,xa,Jna/Gya

ମ୍ ମ ମା ମି ମୀ ମୁ ମୂ େମ ମୈ ମୋ ମୌ ମଂ ମଃ ମ୍ର ର୍‍ମ ର୍ମ ମ଼ m,ma,maa,mi,mI/mii,mu,mU/muu,me,mai,mo,mau,maM,maH,mra,rrma,rma,mE,mO,maM,maMM, mRu/mR,

use shift key for alternet letter like ta ତ,Ta ଟ

[C]q : udaatta [C]qq : anudaatta [C]Q : grave [C]QQ : accute [C]J/K : nukta

ଓଁ : AUm ଶ୍ରୀ : shrI, shree

ଽ : ~ (avagraha) ॰ : C (abreviation) ୤ : Z (ardhacharana,khada danda) ୥ : ZZ (poornacharan)ଞଶ୍ର୍ଲଇ ପାତ୍ର ପ୍ରକୋଷ୍ଠ ଭାଗବତ

ଗୋବିନ୍ଦ ଗୋବିନ୍ଦ ଗୋବିନ୍ଦ |.ପଦୁ ଗଡୁଚି ମକରନ୍ଦ || ସେ ମକରନ୍ଦ ପାନ କରି, | ବେଦାନ୍ତେ ଗଲେ GT ମରି || GT ଖଟିଲେ ଗଧ ପରି. | ନପଡେ ନଜର କାହାରି || ନଜର ନପଡିଲେ ନାହିଂ | ତୋତେ ଚିନ୍ତିଲି ଭାବଗ୍ରାହୀ ||


             anode change   ଉବାଚ

GET ବୋଲେ GT ଶୁଣ | anode change ଅଛି ଜାଣ ||

GT ରିମଟ ଧରି  ଗଲା     |    PTM ଉପରେ ଚଢିଲା  ||

ଆର GT ଟି ତଳେ ଥାଇ | ବୋଲୁଚି ରହ ଆରେ ଭାଇ || ହୁଉଡୁ କାଢିଲା ତତ୍ପର |ନିଶ୍ଵସ ବହେ ଖରତର || grab ଆସିଣ ଧରିଲା | anode ଉଠି ନପାରିଲା || ଚଢିଲା ହୁଉଡୁ ଉପରେ | anode wrench ତା ହାତରେ || ମୋଡିଲା ତରବର ହୋଇ |cat walk କୁ ଗଲା ଡେଇଂ || ନାଲି anode ସାଥେ ନେଇ | . .pallet ପରେ ଦେଲା ଥୋଇ || ଆସିଲା showel କୁ ଧରି | bath ନେଲା ଏଠି ଭରି || ground GT ଅସମ୍ବାଳ | ଦେହେ ଭରିଚି ଝାଳନାଳ || ଏପରି କିଛି କର୍ମକରି | b shift ଦେଲା ସାରି || ମନରେ ବହି ଅବସୋଶ | ପାଣୀ ପିଇଲା ଚାରି ଗ୍ଳାସ || ଏମନ୍ତ କିଛି ଦିନ ଗଲ୍ଲା | GT ର probation ହେଲା || ତଥାପି କଷ୍ତ ନ ସରିଲା | GT ଟି ମନରେ ଭାଳିଲା || ଜାଉଚି ଜିବି ଏଥ ଛାଡୀ | କାହିଂ କି ଥିବି ଏଠି ପଡୀ ||

                        ପଅଟ ଉବାଚ

ବାଉଂଶ ଗୋଛେ ହାତେ ଧରି | GT ବାହାରେ ବେଗ କରି || ପଅଟ ପାଖରେ ପହଂଚି | ଦେଖିଲା ଠିଇକି ଚାଲିଚୀ || anode effect ଆସିଲା | ବାଉଂଶ ଧରି ଦଉଡିଲା || ଏଗାର ବାରଟି ବାଉଂଶ | ଏକା ନିଶ୍ଵାସେ କଲା ଶେଷ ||(କ୍ରମଶଃ.........ଆରଥରକୁ)



ମିହିର୍ ସା'ରେ ,ବୁକୁ ଚିରି କହିଲେବି କହିପାରୁନି, କେତେ ଆପଣାର ତୁମେ | ପ୍ରୀତିର ଝରଣା ତୁମେ, ଆଶା ମୋର, ସମ୍ଭାବନା ମୋର |

             ବୁକୁ ଚିରି କହିଲେବି କହିପାରୁନି,

କେତେ ଆପଣାର ତୁମେ | ପ୍ରୀତିର ଝରଣା ତୁମେ, ଆଶା ମୋର, ସମ୍ଭାବନା ମୋର | ପୁଣି ତୁମେ ହିଁ ତ ଅନନ୍ତ ସ୍ବପ୍ନର ନାଯିକା ମୋର

                       ସେ ଗଲେ, ତୁମେ ଆସିଲ |

ବସିଲ, ହସିଲ | ପଢେଇଲ କି ନପଢେଇଲ ହସିଲ |

ହସ ମୁଠାକ ଝରିୟାଉ ତେବେ, କ'ଣ ବା ଆଉ ଭାବିଲ | ଦଶ ପନ୍ଦରଟା ଦିଶୁ ଅନ୍ତତଃ, ଓଠ ଦିଟା କାହିଁ ଚାପିଲ |


            ହେ ଗୁରୁ,

ମୁଣ୍ଡଟା ଘୁରାଏ, ନିଦ ମାଡିଆସେ, କ୍ଲାସଟା ଶୀଘ୍ର ସରୁ ହେ ଗୁରୁ |

ମୁଁହକୁ ଚାହିଁକି ବସିଲି ତୁମର କିଛିତ ବୁଝିଲି ନାହିଁ, ଆଜି ପାଇଁ ତେବେ ଏତିକି ଥାଉ, ଭୁଆଁ ବୁଲଉଛ କାହିଁ?

ତୁମେ କି ଚାହିଁବ, ଶିଷ୍ଯଟି ତୁମର ଢୋଳାଇ ଢୋଳାଇ ମରୁ, ହେ ଗୁରୁ | ହେ ଗୁରୁ

ପୁଣି ତୁମେ ହିଁ ତ ଅନନ୍ତ ସ୍ବପ୍ନର ନାଯିକା ମୋର

       ନିଛାଟିଆ  ନିଛାଟିଆ  ଲାଗେ ତୁମେ ଗଲାପରେ,
       ସ୍କ୍ରାପର,ବେଲ୍ଚା କାନ୍ଦନ୍ତି ତୁମ ଅଭାବରେ,
       ମଲ୍ଟୀମିଟର ଏସିଡି ପ୍ରୋବ୍ ଙ୍କର ମନ ଭାରି ଦୁଖ ,
        ଆଉ କିଏ ନେବ ତାଙ୍କୁ ପଅଟ ଭିତରେ....
                                    ଇତି ତୁମର ପ୍ରିଯ     
                                                 ବାମ୍ବୋ ଷ୍ଟାଣ୍ଡ୍ ବସନ୍ତ...................ଗରମର(ବିବେକ)ଜ୍ଵାଳା ଆଉ ସହି ହେଉ ନାହିନ୍

ତୁମ ବିନା ବେଦାନ୍ତ ଟା ଭଲ ଲାଗୁନାହିନ୍,ଝୁମିଝୁମି ଆସେ ମଳଯ ପବନ ଦେହମନେ ଭରିଯାଏ ଅପୁର୍ବ ଶୀହରଣ ,ରାତି ସରି ଯାଉଚି ହେଲେ ସ୍ଵପ୍ନ ସରୁ ନାହିନ୍, ମନ ମୋ ଓଡିଆ ଦେହ ମୋ ଓଡିଆ , ଓଡିଆ କାହିକି ଲାଗୁଚି ଅଡୁଆ ; ବୁଢାକୁ ଲାଗଇ ଯେସନେ ନଡିଆ, ବିଲରେ ବୁଣିଲେ ଯୁରିଆ ପିଡିଆ, ନଖୋଳିଲେ କେବେ ହେବନି ଗାଡିଆ, ରସଗୋଲା କେବେ ହେବକି ତାଡିଆ,

          ଜଗତେ କେବଳ ଲୋକେ କହିବେ 

ଓଡିଆ ପିଲାଏ ସବୁଠୁ ଖୋଡିଆ ଚାକିରିଆ ଜୋଇଂ ଖୋଜିକି ବାପାହେ

          ବେକାରିଆ ଜୋଇନ୍ କଲ

ମାର୍କେଟେକୁ ଝିଅ ବୁଲି ଯିବା ପେଇଂ

         ହିରୋହୁଣ୍ଦା ଗୋଟେ ଦେଲ

ଏବେ, ଗାଡିରେତ ନାହିଂ ତେଲ ଆମେ ଦି ପ୍ରାଣୀ ବଉଚୁ ବାପାହେ

  ପଛ ପଟୁ ତେମେ ଠେଲ.
                   ଇତି ମହାମୁର୍ଖ  ବସନ୍ତ
ଟାଉନୁ ବସ୍ କୁ ହେତ୍ ଉ କହି ବସି ଗଲି ଯାଇ ଔତୋ ରେ ଡ୍ରାଇଭର ଆଉ ମେତେ ମିଶେଇକି ଜଣ ସବୁଯାକ ଆଠରେ ଭଡା ପୁଣି ଚଢା ରେଟରେ ମୁଁ ମାଉସିର କୋଳରେ ବଇଚି କଲେଜ ଝିଅ ମୋ ପେଟରେମିହିର୍ ସା'ରେ ,
       ନିଛାଟିଆ  ନିଛାଟିଆ  ଲାଗେ ତୁମେ ଗଲାପରେ,
       ସ୍କ୍ରାପର,ବେଲ୍ଚା କାନ୍ଦନ୍ତି ତୁମ ଅଭାବରେ,
       ମଲ୍ଟୀମିଟର ଏସିଡି ପ୍ରୋବ୍ ଙ୍କର ମନ ଭାରି ଦୁଖ ,
        ଆଉ କିଏ ନେବ ତାଙ୍କୁ ପଅଟ ଭିତରେ....
                                    ଇତି ତୁମର ପ୍ରିଯ     
                                                 ବାମ୍ବୋ ଷ୍ଟାଣ୍ଡ୍ ବସନ୍ତ...................ଗରମର(ବିବେକ)ଜ୍ଵାଳା ଆଉ ସହି ହେଉ ନାହିନ୍

ତୁମ ବିନା ବେଦାନ୍ତ ଟା ଭଲ ଲାଗୁନାହିନ୍,ଝୁମିଝୁମି ଆସେ ମଳଯ ପବନ ଦେହମନେ ଭରିଯାଏ ଅପୁର୍ବ ଶୀହରଣ ,ରାତି ସରି ଯାଉଚି ହେଲେ ସ୍ଵପ୍ନ ସରୁ ନାହିନ୍, ମନ ମୋ ଓଡିଆ ଦେହ ମୋ ଓଡିଆ , ଓଡିଆ କାହିକି ଲାଗୁଚି ଅଡୁଆ ; ବୁଢାକୁ ଲାଗଇ ଯେସନେ ନଡିଆ, ବିଲରେ ବୁଣିଲେ ଯୁରିଆ ପିଡିଆ, ନଖୋଳିଲେ କେବେ ହେବନି ଗାଡିଆ, ରସଗୋଲା କେବେ ହେବକି ତାଡିଆ,

          ଜଗତେ କେବଳ ଲୋକେ କହିବେ 

ଓଡିଆ ପିଲାଏ ସବୁଠୁ ଖୋଡିଆ ଚାକିରିଆ ଜୋଇଂ ଖୋଜିକି ବାପାହେ

          ବେକାରିଆ ଜୋଇନ୍ କଲ

ମାର୍କେଟେକୁ ଝିଅ ବୁଲି ଯିବା ପେଇଂ

         ହିରୋହୁଣ୍ଦା ଗୋଟେ ଦେଲ

ଏବେ, ଗାଡିରେତ ନାହିଂ ତେଲ ଆମେ ଦି ପ୍ରାଣୀ ବଉଚୁ ବାପାହେ

  ପଛ ପଟୁ ତେମେ ଠେଲ.
                   ଇତି ମହାମୁର୍ଖ  ବସନ୍ତ
ଟାଉନୁ ବସ୍ କୁ ହେତ୍ ଉ କହି ବସି ଗଲି ଯାଇ ଔତୋ ରେ ଡ୍ରାଇଭର ଆଉ ମେତେ ମିଶେଇକି ଜଣ ସବୁଯାକ ଆଠରେ ଭଡା ପୁଣି ଚଢା ରେଟରେ ମୁଁ ମାଉସିର କୋଳରେ ବଇଚି କଲେଜ ଝିଅ ମୋ ପେଟରେ

ବୁକୁ ଚିରି କହିଲେବି କହିପାରୁନି, କେତେ ଆପଣାର ତୁମେ | ପ୍ରୀତିର ଝରଣା ତୁମେ, ଆଶା ମୋର, ସମ୍ଭାବନା ମୋର | ପୁଣି ତୁମେ ହିଁ ତ ଅନନ୍ତ ସ୍ବପ୍ନର ନାଯିକା ମୋରଚହଟ ଚିକ୍କଣ ଚେହେରା ତାର ଦେଖେଇ ହୁଅନ୍ତି ଅତି, ଭିତରେ ଭିତରେ ସବୁ ଚାଲିଥାଏ ଉପରେ ଉପରେ ସତି ବେଦାନ୍ତର ଇଏ ନିତି ସବୁ ଝିଅ ମାନେ ଏମିତି ହୋଇଲେ ବୋହୁ ମିଳୀବେ କେମିତି ପାହାନ୍ତି ସ୍ଵପ୍ନ ଜହ୍ନ ଆଲୁଅରେ ସାହିତ୍ଯ ଅଭିଷେକ

           ହେ ଗୁରୁ,

ମୁଣ୍ଡଟା ଘୁରାଏ, ନିଦ ମାଡିଆସେ, କ୍ଲାସଟା ଶୀଘ୍ର ସରୁ ହେ ଗୁରୁ |

ମୁଁହକୁ ଚାହିଁକି ବସିଲି ତୁମର କିଛିତ ବୁଝିଲି ନାହିଁ, ଆଜି ପାଇଁ ତେବେ ଏତିକି ଥାଉ, ଭୁଆଁ ବୁଲଉଛ କାହିଁ?

ତୁମେ କି ଚାହିଁବ, ଶିଷ୍ଯଟି ତୁମର ଢୋଳାଇ ଢୋଳାଇ ମରୁ, ହେ ଗୁରୁ | ହେ ଗୁରୁ ହେ ଗୁରୁ,

ମୁଣ୍ଡଟା ଘୁରାଏ, ନିଦ ମାଡିଆସେ, କ୍ଲାସଟା ଶୀଘ୍ର ସରୁ ହେ ଗୁରୁ |

ମୁଁହକୁ ଚାହିଁକି ବସିଲି ତୁମର କିଛିତ ବୁଝିଲି ନାହିଁ, ଆଜି ପାଇଁ ତେବେ ଏତିକି ଥାଉ, ଭୁଆଁ ବୁଲଉଛ କାହିଁ?

ତୁମେ କି ଚାହିଁବ, ଶିଷ୍ଯଟି ତୁମର ଢୋଳାଇ ଢୋଳାଇ ମରୁ, ହେ ଗୁରୁ | ହେ ଗୁରୁପଣା ଯାତ୍ରା ରେ ଓଡିଆ ନୁତନ ବର୍ଷର ଅଭିନନ୍ଦନ ତୁମ ଜିବନରେ ଆଣୁ ଅପୁର୍ବ ସ୍ପନ୍ଦନପାଖରେ ଥିଲା ମୋ ସର୍ଫ୍ ପୁଡା ଲୁଣ ବୋଲି ଭାବି ଡାଲିରେ ଢାଳିଲି ଆଜି ଜାଏନ୍ ମୋର ହଉଚି ଝାଡା ସାବିତ୍ରୀ ବରତ କରିଚୁ ବୋଲିକି ଓଢଣା ଟାଣିଚୁ ହାତେ ସାବିତ୍ରୀ ସଇଲେ ମାର୍କେଟେରେ ବୁଲି ଷ୍ଟାଇଲି ମାରୁଚୁ କେତେ ଯମ ଆଗେ ହାତ ପାତେ ତୋ ପତି ଭକତି ଆଜି ମୁଂ ଦେଖନ୍ତି ନିଅନ୍ତା କି ଆସି ମେତେ