Jump to content

ବ୍ୟବହାରକାରୀ:Amtuta rauta/କଙ୍କଡ଼ା ଝୋଳ

ଉଇକିପିଡ଼ିଆ‌ରୁ

କଙ୍କଡ଼ା-୪ଟୀ,ଅଦା-୧,ରସୁଣ-୨ଟା,ଜିରା-୧/୨ ଚାମଚ,ଦନିଆ୧/୨ ଚାମଚ,ଅଲେଇଚ -୨ଟା,ଦାଳୀଚିନି,ପିଆଜ-୩ରୁ୪ଟା,ଲୁଣ-ସୋଦାଅନୁଜାଇ,ହଳଦି୧/୨,ଲକାଗୁଡ-୨ଚିମଚ,ପାଣୀ,ଗରମ ମସଲା

କଙ୍କଡ଼ା କୁ ସଫା କରି ଦେବେ . ଚୁଲିରେ କଡାଇ ବସେଇ ସେତିରେ ତେଲ ୨ଚାମଚ ଦେଇ କଙ୍କଡ଼ା କୁ ଲାଲ୍ ହେବା ଜାଏ ଭାଜ ତାପରେ ଆଉଗୋଟାଏ କଡାଇ ବସାଇ ସେତିରେ ବଳକା ତେଲ ୧ଟାଏ ତେଜପତର ଦେଇ ସେତିରେ ପିଆଜ ଲାଲ୍ ହେଲେ ସେତିରେ ମସଲା(,ଅଦା,ରସୁଣ,ଜିରା ଚାମଚ,ଦନିଆ,ଅଲେଇଚ,ଦାଳୀଚିନି,ପିଆଜ)

ବଟା ପକାଇ ଦେବେ ମସଲା  ରୁ  ତେଲ ଛାଡୀ ଦେଲେ ସେତିରେ ଲୁଣ ହଳଦି ଲକାଗୁଡ ପକାଇ ସେତିରେ ପାଣୀ ଦେବେ ପାଣୀ ଫୁଟୀ ଆସିଲେ ସେତିରେ କଙ୍କଡ଼ା ପକିଇ ୫ରୁ୧୦ ମିନଟ ହେଲ ପରେ ଗରମମସଲା ଦେଇ ଚୁଲିରୁ ଓଲାଇ ଦେବେ.