ବ୍ୟବହାରକାରୀ:Ajaykumarmeher

ଉଇକିପିଡ଼ିଆ‌ରୁ

ନମସ୍କାର...ମୋ ନା ଅଜୟ କୁମାର ମେହେର. ମୋ ଘର ଝାରସୁଗୁଡ଼ା କିନ୍ତୁ ମୁ ଏବେ ବାଂଗଲୋର୍ ରେ ରହୁଛି. ଓଡିୟା ଉଇକିପିଡ଼ିଆ ଦେଖି ଭାରି ଖୁସି ଲାଗିଲା. ମୁ ଏବେ ନିୟମିତ ଭାବେ ଅବଦାନ କରିବା ପାଇଁ ଚେସତ କରିବି. ଉଇକିପିଡ଼ିଆ ରେ ଓଡିୟା transliteration ଏତେ ଭଲ ଭାବେ କାମ କରୁ ନାହି. ତେଣୁ ମୁ ଗୁଗୁଲ୍ ର ଓଡିୟା transliteration ଉଜ୍ କରୁଛି. ଆସନ୍ତା ସମୟରେ ଉଇକିପିଡ଼ିଆ ର built-in editor will support better oriya input ବୋଲି ମୋର ଆଶା.

If you want to know more about me head over to my website

Techie Zone

Qlogix Solutions

Ajaykumarmeher (ମୋ କଥା) ୧୧:୧୦, ୯ ଏପ୍ରିଲ ୨୦୧୧ (UTC)