Jump to content

ବ୍ୟବହାରକାରୀ:ସମ୍ବଲପୁରଗୋବିନ୍ଦ୍

ଉଇକିପିଡ଼ିଆ‌ରୁ

🌷🌷କୃଷ୍ଣ ଗୁରୁ ଭଜନ🌷🌷

ଭାବି ଦେଖରେ ଥରେ‌ ବାୟା ମନ

ଏଠାରେ ହେଉଛି ନାମ୍ ଭଜନ

ରାମାୟଣ ,ମହାଭାରତ, ଗୀତା ଭାଗବତ

ଏଠାରେ‌ ଅଛି କି ବେଦ ପୂରାଣ ?.......(୦)

ପଞ୍ଚ ମନ ଭକ୍ତ ହୋଇ ମେଳି, ହରିବୋଲ ସଙ୍ଗେ ହୁଳହୁଳି

ସ୍ତୁତି କରି ରାମ କୃଷ୍ଣ ଗୁଣ,ଅଲେଖା ଭଜନ କରି ଜଣାଣ

ଗୁରୁ ପାଦେ ଶରଣ, ଭକ୍ତ ପାଦେ ଶରଣ

କୃଷ୍ଣ ଗୁରୁ ଙ୍କ ମୁୁଣ୍ଡ୍ଡେ ଫୁଲ ଚନ୍ଦନ.........(୧)