ବ୍ୟବହାରକାରୀ:ରବିନାରାୟଣ ମହାରଣା

ଉଇକିପିଡ଼ିଆ‌ରୁ

ରବିନାରାୟଣ ମହାରଣାଙ୍କ ଜନ୍ମ ୧୯୬୩ ମସିହା ଜାନୁଆରୀ ମାସ ୨ ତାରିଖରେ, କଟକର ଦରଘା ବଜାର ସ୍ଥିତ ଚିତ୍ରକାର ସାହିରେ; ଏକ କୌଳିକ ଚିତ୍ରକାର ପରିବାରରେ। ତାଙ୍କ ପିତାଙ୍କ ନାମ ଶ୍ରୀ ନନ୍ଦ କିଶୋର ମହାରଣା ଓ ମାତାଙ୍କ ନାମ ଶ୍ରୀମତୀ ଲକ୍ଷ୍ମୀ ଦେବୀ ।