ବ୍ୟବହାରକାରୀ:ବିବେକାନନ୍ଦ ଦଣ୍ଡସେନା

ଉଇକିପିଡ଼ିଆ‌ରୁ

ଶ୍ରୀମାନ ବିବେକାନନ୍ଦ ଦଣ୍ଡସେନା ହେଉଛନ୍ତି ଜଣେ ବୁଦ୍ଧିମାନ ଯୁବକ । ତାଙ୍କର ପେସା ହେଉଛି ଶିକ୍ଷକତା କିନ୍ତୁ ନିଶା ହେଉଛି ଜନସେବା । ସେ ତାଙ୍କ ଜୀବନରେ କେତେ ଗରିବ ପିଲାମାନଙ୍କୁ ବିନା ପଇସାରେ ଶିକ୍ଷା ଦାନ କରିଛନ୍ତି , ସେ ଅନେକ ବେସରକାରୀ ଶିକ୍ଷାନୁଷ୍ଠାନ ଗୁଡ଼ିକରେ ବିନା ମୂଲ୍ୟରେ ପାଠ ପଢାଇଛନ୍ତି ଓ ଟଙ୍କାରେ ଶିକ୍ଷା ଦାନ କୁ ବିରୋଧ କରୁଥିବା ଯୋଗୁଁ ଇସ୍ତଫା ମଧ୍ୟ ଦେଇଛନ୍ତି।