Jump to content

ବ୍ୟବହାରକାରୀ:ବିକ୍ରମ ମହାନ୍ତି/ପରଖଘର

ଉଇକିପିଡ଼ିଆ‌ରୁ

ଓଡିଆ ମାସ[ସମ୍ପାଦନା]

ଏହି ଲେଖାଟି ଓଡିଆ ମାସ ବାବଦରେ ।

ଇଂରାଜୀ କ୍ୟାଲେଣ୍ଡର ପରି ଓଡିଆ କ୍ୟାଲେଣ୍ଡରରେ ବି ୧୨ ଗୋଟି ମାସ[୧] ରହିଛି । ସେହି ୧୨ ଗୋଟି ମାସର ନାମ ହେଉଛି ବୌଶାଖ , ଜ୍ୟେଷ୍ଟ , ଆଷାଢ , ଶ୍ରାବଣ , ଭାଦ୍ରବ , ଆଶ୍ୱୀନ , କାର୍ତ୍ତୀକ , ମାର୍ଗଶୀର ,ପୌଷ , ମାଘ , ଫଲଗୁନ୍ ଓ ଚୌତ୍ର । ବୌଶାଖ ପ୍ରଥମ ମାସ ହୋଇଥିବା ବେଳେ ଓଡିଆ କ୍ୟାଲେଣ୍ଡରରେ ଚୌତ ହୋଇଥାଏ ଶେଷ ମାସ । ପଣା ସଂକ୍ରାନ୍ତି ରୁ ଓଡିଆ ମାସ ବୌଶାଖର ଆରମ୍ଭ ହୋଇଥାଏ ।

  1. "Odia Month Name - Odia 12 masara Nama - Odia Post" (in ଆମେରିକୀୟ ଇଂରାଜୀ). 2022-11-18. Retrieved 2022-11-21.