Jump to content

ବ୍ୟବହାରକାରୀ:ପ୍ରଶାନ୍ତଲାକ୍ରା

ଉଇକିପିଡ଼ିଆ‌ରୁ

ମୋର ନାମ - ପ୍ରଶାନ୍ତ ଲାକ୍ରା । ଘର ଓଡିଶା,ସୁନ୍ଦରଗଡ଼ ଜିଲ୍ଲା ର କୁତ୍ରା ବ୍ଲକ ଅନ୍ତର୍ଗତ ଡାହିଜିରା । ଜନ୍ମ ତାରିଖ ୦୨/ଅକ୍ଟୋବର/୧୯୯୨ । ଆମ୍ଭମାନଙ୍କର (କୁଣ୍ହା) ଭାଷା ଲୁପ୍ତ ହେବାକୁ ଯାଉଛି । ତେଣୁ ମୁଁ ମୋର ନିଜ ଭାଷା କୁ ବଞ୍ଚାଇ ରଖିବାକୁ ବିତା ମାଧ୍ୟମରେ ଲେଖିବାକୁ ଆରମ୍ଭ କରିଛି ।