Jump to content

ବ୍ୟବହାରକାରୀ:ନିହାରବାଳା ବେହେରା

ଉଇକିପିଡ଼ିଆ‌ରୁ
ମୋ ବାବଦରେ

ମୋର ନାମ ନିହାରବାଳା ବେହେରା । ମୁଁ ଜଣେ ସ୍ନାତକୋତ୍ତର(ପ୍ରାଣୀବି଼ଜ୍ଞାନ)ଛାତ୍ରୀ। ଉଇକିପିଡିଆରେ ସାମିଲ୍ ହୋଇ ଓଡିଆ ଭାଷାକୁ ଦୁଇପାଦ ଆଗେଇ ନେବା ପାଇଁ ମୋର ପ୍ରୟାସ ସେତୁ ବାନ୍ଧିବାକୁ ଅଣ୍ଟା ଭିଡିଥିବା ଗୁଣ୍ଡୁଚି ମୂଷା ପରି। ନିଜ ମାତୃଭାଷା ପାଇଁ କିଛି କରି ପାରିଲେ ମୁଁ ଆତ୍ମସନ୍ତୋଷ ଲାଭ କରିବି।