ବ୍ୟବହାରକାରୀ:ଚରଣ ଦାସ

ଉଇକିପିଡ଼ିଆ‌ରୁ

ବ୍ରହ୍ମ ଏକାକ୍ଷର[ସମ୍ପାଦନା]

କଳି ଯୁଗର ଲୋକମାନଙ୍କର ଗତିମୁକ୍ତି ଓ ଭଗବତ୍ ପ୍ରାପ୍ତି ନିମନ୍ତେ ମହାପୁରୁଷ ଶ୍ରୀ ଅଚ୍ୟୁତାନନ୍ଦ ତାଙ୍କର ପ୍ରିୟ ଶିସ୍ୟ ରାମଦାସଙ୍କୁ ଏହି ଏକାକ୍ଷର ତତ୍ବକୁ ଜନ ସମାଜରେ ବାଣ୍ଟିବା ପାଇଂ ନିର୍ଦେସ୍ ଦେଇଛନ୍ତି. ଏହି ବ୍ରହ୍ମ ଏକାକ୍ଷର ମେଳା ସ୍ବରୁପରେ ଲୋକମାନେ ନିଜ ନିଜ ଘରେ ଅତି ଆନନ୍ଦ ମନରେ କରିବେ ଏବଂ ଜଗତର କଲ୍ୟାଣ ନିମନ୍ତେ ମହାପୁରୁଷଙ୍କର ଭକ୍ତ ମାନେ ମେଳିହେଇ ନଦୀର ବାଲୁକା ରାଶୀରେ ଏହି ମେଳା କରିବେ,ମହାପ୍ରଭୁ ନିଜେ ଅବତାର ହୋଇ ଜଗତରେ ଏହି ମେଳା ପ୍ରକାଶ କରିବେ ଏବଂ ତାଙ୍କର ଗୁପ୍ତ ଭକ୍ତମାନଙ୍କୁ ଠାବ କରିବେ ଏହି ମେଳା ଶୋଳ ମଣ୍ଡଳରେ ହେବ ଲକ୍ଷ ଲକ୍ଷ ଭକ୍ତଙ୍କର ସମାଗମରେ ସାରା ସଂସାରରେ ଚହଳ ପଡିଜିବ ଏହି ମେଳା ପ୍ରକାଶ ହୋଇ ସାରିଲେଣି ଏବଂ ଆଜକୁ ପ୍ରାୟ ପଞ୍ଚତିରିଶ ବର୍ଷ ହେବ ଏହିମେଳା ବିଭିନ୍ନ ପିଠ ମାନଙ୍କରେ ଅନୁଷ୍ଠିତ ହୋଇଆଶୁଅଛି ସର୍ବ ସାଧାରଣରେ ଏହି ମେଳାକୁ ପ୍ରକାଶ ନିମନ୍ତେ ମୋ ଗୁରୁଦେବଙ୍କର ଆଜ୍ଞା ନାହିଁ ଜଦି ଆପଣ ଜାଣିବାକୁ ଚାହୁଁ ଛନ୍ତି ତେବେ ଗହଣ ଦଳ ଶୋଳ ମଣ୍ଡଳରେ ଏହିମେଳା ପ୍ରକାଶ ପାଉଛି ଆପଣମାନେ ଜୋଗାଜୋଗ କରନ୍ତୁ ଏବଂ ମହାପୁରୁଷ ଶ୍ରୀ ଅଚ୍ୟୁତାନନ୍ଦ ଦାସଙ୍କୁ ହୃଦୟରେ ସ୍ମରଣ କରନ୍ତୁ ନିଶ୍ଚିନ୍ନ ମେଳାରେ ଯୋଗଦେଇ ପାରିବେ ଶରଣ