ବ୍ୟବହାରକାରୀ:କୁନା ବଟ

ଉଇକିପିଡ଼ିଆ‌ରୁ

ସଙ୍ଗ ପଞ୍ଜିକା

ଜାନୁଆରୀଜନ୍ମ୧ – ଶଶି ଭୂଷଣ ରଥ, ପ୍ରଥମ ଓଡ଼ିଆ ଦୈନିକ ଖବରକାଗଜ 'ଦୈନିକଆଶା'ର ପ୍ରକାଶକ (ଜନ୍ମ: ୧୮୮୫)୧ – ଭୁବନେଶ୍ଵର ବେହେରା, ଶାରଳା ପୁରସ୍କାର ସମ୍ମାନିତ ଓଡ଼ିଆ ପ୍ରାବନ୍ଧିକ, ଅଧ୍ୟାପକ ଓ ବିଜ୍ଞାନ ଲେଖକ (ଜନ୍ମ: ୧୯୧୬)୧ – ସୁଧାକର ସାହୁ, ଓଡ଼ିଶୀ ନୃତ୍ୟ ଗୁରୁ (ଜନ୍ମ: ୧୯୩୫)୧ – ସାଧୁ ମେହେର, ରାଷ୍ଟ୍ରୀୟ ପୁରସ୍କାର ଓ ଜୟଦେବ ପୁରସ୍କାର ସମ୍ମାନିତ ଓଡ଼ିଆ ଅଭିନେତା, ନିର୍ଦ୍ଦେଶକ, ଲେଖକ ଓ ପ୍ରଯୋଜକ (ଜନ୍ମ: ୧୯୪୦)୧ – ନବକିଶୋର ମିଶ୍ର, ଗୀତୀକାର, ସଙ୍ଗୀତ ନିର୍ଦ୍ଦେଶକ ଓ ଓଡ଼ିଶୀ ଏବଂ ସମ୍ବଲପୁରୀ ନୃତ୍ୟଗୁରୁ (ଜନ୍ମ: ୧୯୬୦)୨ – କାନନ ମିଶ୍ର, ଓଡ଼ିଶା ସାହିତ୍ୟ ଏକାଡେମୀ (ଅନୁବାଦ) ପୁରସ୍କାର ସମ୍ମାନିତା ସାହିତ୍ୟିକା (ଜନ୍ମ: ୧୯୪୪)୩ – ଜାନକୀ ବଲ୍ଲଭ ପଟ୍ଟନାୟକ, ଓଡ଼ିଶାର ଭୂତପୂର୍ବ ମୁଖ୍ୟମନ୍ତ୍ରୀ (ଜନ୍ମ: ୧୯୨୭)୩ – ପଦ୍ମ ଭୂଷଣ ତ୍ରିଲୋଚନ ପ୍ରଧାନ, ବୈଜ୍ଞାନିକ (ଜନ୍ମ: ୧୯୨୯)୪ – ଜଗଦୀଶ ମହାନ୍ତି, ସାହିତ୍ୟିକ (ଜନ୍ମ: ୧୯୫୧)୪ – ସରୋଜିନୀ ସାହୁ, ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ସମ୍ମାନିତା ସାହିତ୍ୟିକା (ଜନ୍ମ: ୧୯୫୬)୫ – ମନ୍ମଥ ନାଥ ଦାସ, ଐତିହାସିକ (ଜନ୍ମ: ୧୯୨୬)୬ – ଶାନ୍ତନୁ ମହାପାତ୍ର, ସଙ୍ଗୀତଜ୍ଞ (ଜନ୍ମ: ୧୯୩୬)୬ – ଯଶୋଧାରା ମିଶ୍ର, ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ସମ୍ମାନିତା ସାହିତ୍ୟିକା (ଜନ୍ମ: ୧୯୫୧)୭ – ପଦ୍ମଶ୍ରୀ ଶ୍ରୀନିବାସ ଉଦ୍‌ଗାତା, ସାହିତ୍ୟିକ (ଜନ୍ମ: ୧୯୩୫)୭ – ଜଗନ୍ନାଥ ମହାନ୍ତି, ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ସମ୍ମାନିତ ସାହିତ୍ୟିକ (ଜନ୍ମ: ୧୯୩୭)୮ – ପଦ୍ମ ବିଭୂଷଣ କେଳୁଚରଣ ମହାପାତ୍ର, ଓଡ଼ିଶୀ ନୃତ୍ୟ ଗୁରୁ (ଜନ୍ମ: ୧୯୨୬)୧୦ – ଗୋଦାବରୀଶ ମହାପାତ୍ର, କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ସାହିତ୍ୟିକ (ଜନ୍ମ: ୧୮୯୮)୧୦ – ଶ୍ରୀୟଙ୍କା ଷଡ଼ଙ୍ଗୀ, ବନ୍ଧୁକ ଲକ୍ଷଭେଦ ପ୍ରତିଯୋଗୀ (ଜନ୍ମ: ୧୯୯୫)୧୧ – ପଦ୍ମଶ୍ରୀ ସୁବ୍ରତ କୁମାର ଆଚାର୍ଯ୍ୟ, ଯକୃତ ପ୍ରତ୍ୟାରୋପଣ ବିଶେଷଜ୍ଞ ଚିକିତ୍ସକ (ଜନ୍ମ: ୧୯୫୧)୧୨ – ବ୍ରଜନାଥ ରଥ, ଅତିବଡ଼ୀ ଜଗନ୍ନାଥ ଦାସ ପୁରସ୍କାର ପ୍ରାପ୍ତ କବି (ଜନ୍ମ: ୧୯୩୬)୧୩ – ବ୍ୟାସକବି ଫକୀର ମୋହନ ସେନାପତି, ପ୍ରଥମ ଓଡ଼ିଆ ଆଧୁନିକ କ୍ଷୁଦ୍ରଗଳ୍ପ ରେବତୀର ଲେଖକ (ଜନ୍ମ: ୧୮୪୩)୧୪ – କୃଷ୍ଣଚନ୍ଦ୍ର ତ୍ରିପାଠୀ, ଅତିବଡ଼ୀ ଜଗନ୍ନାଥ ଦାସ ପୁରସ୍କାର ସମ୍ମାନିତ କବି (ଜନ୍ମ: ୧୯୧୧)୧୪ – ଅନ୍ନଦା ପ୍ରସାଦ ରାୟ, ସାହିତ୍ୟିକ, ସାମ୍ୱାଦିକ ଓ ରାଜନେତା (ଜନ୍ମ: ୧୯୩୭)୧୭ – ରାମଚନ୍ଦ୍ର ପ୍ରତିହାରୀ, ରଙ୍ଗମଞ୍ଚ ଅଭିନେତା (ଜନ୍ମ: ୧୯୩୬)୧୯ – ଭକ୍ତକବି ମଧୁସୂଦନ ରାଓ, ଓଡ଼ିଆ ଭାଷାର ପ୍ରଥମ ବର୍ଣ୍ଣବୋଧର ପ୍ରଣେତା (ଜନ୍ମ: ୧୮୫୩)୧୯ – ପାର୍ବତୀ ଗିରୀ, ସ୍ୱାଧୀନତା ସଂଗ୍ରାମୀ (ଜନ୍ମ: ୧୯୨୬)୧୯ – ବ୍ୟୋମକେଶ ତ୍ରିପାଠୀ, ଜୟଦେବ ପୁରସ୍କାର ସମ୍ମାନିତ ନାଟ୍ୟକାର, ଅଭିନେତା ଓ ନିର୍ଦ୍ଦେଶକ (ଜନ୍ମ: ୧୯୨୯)୨୦ – ବିଚ୍ଛନ୍ଦଚରଣ ପଟ୍ଟନାୟକ, ସାହିତ୍ୟିକ (ଜନ୍ମ: ୧୯୦୧)୨୦ – ପ୍ରଣବ ପଟ୍ଟନାୟକ, ଜୟଦେବ ପୁରସ୍କାର ସମ୍ମାନିତ ଗାୟକ (ଜନ୍ମ: ୧୯୩୮)୨୦ – ହରିହର ମିଶ୍ର, ଶାରଳା ପୁରସ୍କାର ପ୍ରାପ୍ତ ସାହିତ୍ୟିକ (ଜନ୍ମ: ୧୯୪୦)୨୧ – ପଦ୍ମଶ୍ରୀ ପ୍ରତିଭା ରାୟ, ଜ୍ଞାନପୀଠ ପୁରସ୍କାର ସମ୍ମାନିତ ଗାଳ୍ପିକ ଓ ଔପନ୍ୟାସିକ (ଜନ୍ମ: ୧୯୪୩)୨୨ – ପଦ୍ମଶ୍ରୀ କୈଳାଶ ଚନ୍ଦ୍ର ମେହେର, ଚିତ୍ରଶିଳ୍ପୀ (ଜନ୍ମ: ୧୯୫୪)୨୩ – ବୀର ସୁରେନ୍ଦ୍ର ସାଏ, ସ୍ଵାଧୀନତା ସଂଗ୍ରାମୀ (ଜନ୍ମ: ୧୮୦୯)୨୩ – ସୁଭାଷ ଚନ୍ଦ୍ର ବୋଷ, ସ୍ଵାଧୀନତା ସଂଗ୍ରାମୀ (ଜନ୍ମ: ୧୮୯୭)୨୫ – ବକ୍ସି ଜଗବନ୍ଧୁ, ସ୍ଵାଧୀନତା ସଂଗ୍ରାମୀ (ମୃତ୍ୟୁ: ୧୮୨୯)୨୫ – ପଦ୍ମଶ୍ରୀ ପର୍ଶୁରାମ ମିଶ୍ର, ଉଦ୍ଭିଦ ବିଜ୍ଞାନୀ ଓ ଶିକ୍ଷାବିତ (ଜନ୍ମ: ୧୮୯୪)୨୫ – ଫନୀ ମହାନ୍ତି, କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ସମ୍ମାନିତ ସାହିତ୍ୟିକ (ଜନ୍ମ: ୧୯୪୪)୨୫ – ଭୁବନେଶ୍ଵରୀ ମିଶ୍ର, ଓଡ଼ିଶା ରାଜ୍ୟ ଚଳଚିତ୍ର ପୁରସ୍କାର ସମ୍ମାନିତ କଣ୍ଠଶିଳ୍ପୀ (ଜନ୍ମ: ୧୯୫୦)୨୬ – ଶରତ କୁମାର ମହାନ୍ତି, କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ସମ୍ମାନିତ ସାହିତ୍ୟିକ (ଜନ୍ମ: ୧୯୩୮)