ବ୍ୟବହାରକାରୀଙ୍କ ଆଲୋଚନା:Tapu015

Page contents not supported in other languages.
ଉଇକିପିଡ଼ିଆ‌ରୁ

ପାଛୋଟା!

ଓଳିଗି, Tapu015 ଓଡ଼ିଆ ଉଇକିପିଡ଼ିଆକୁ ଆପଣଙ୍କୁ ପାଛୋଟି ନେଉଛୁ, ଆପଣଙ୍କ ଅବଦାନ ପାଇଁ ଢେରେ ବଧାଇ ଆପଣ ଯାହା କରିଛନ୍ତି । ମୁଁ ଭାବୁଛି ଆପଣଙ୍କୁ ଏହି ଜାଗାଟି ଭଲ ଲାଗିବ ଆଉ ଆପଣ ଏଇଠି କିଛି କାମ କରିବାକୁ ଭଲ ପାଇବେ । ଏଇ କିଛି ଫରଦ ଆପଣଙ୍କୁ ଭଲ ଲାଗିପାରେ:

ମୁଁ ଭାବୁଛି ଆପଣଙ୍କୁ ଏଠାରେ ଉଇକିଆଳିଟିଏ ହୋଇ ଲେଖା ଲେଖି କରିବାକୁ ଭଲ ଲାଗୁଛି ! ଟିକେ ଆଲୋଚନା ଫରଦରେ ନିଜ ନାଁ ଟା ଲେଖିଦିଅନ୍ତେ ଜଦି ଭଲ ହୁଅନ୍ତା ଆପଣଙ୍କ ଲେଖା ପରେ ଟିଲଡ଼େ ଚିନ୍ହଟିଏ ଦିଅନ୍ତୁ (~~~~); ଏଇଠି ଆପଣଙ୍କ ନାଆଁ ଆଉ ତାରିଖ ଆପେ ଆପେ ଲେଖିଦେବ । କିଛି ସାହାଜ୍ୟ ଦରକାର ପଡ଼ିଲେ, ପ୍ରଶ୍ନଟିଏ ପଚାରି ପାରିବେ, ମୋ ଆଲୋଚନା ଫରଦ କୁ ଯାଇ ମୋତେ ପଚାରିପାରିବେ, ନହେଲେ ଏଇ ଫରଦରେ ପ୍ରଶ୍ନ ଆଗରୁ ଏଇ କୋଡ {{help me}} କପି କରି ପକାଇଦିଅନ୍ତୁ । ଆଉଥରେ, ପାଛୋଟି ନେଉଛି! -Jayantanth (ମୋ କଥା) ୦୬:୩୬, ୧୭ ମାର୍ଚ ୨୦୧୧ (UTC)

election instruction in oriya[ସମ୍ପାଦନା]

ଓଡିଶା ପଞ୍ଚାଯତ ସମିତି ( ନିର୍ବାଚନପରିଚାଳନା ) ନିଯମାବଳୀ , 1970

ଏସ.ଆର.ଓ. ନଂ 932।70 - ଓଡିଶା ପଞ୍ଚାଯତ ସମିତି ଆଇନ୍୍ , 1959 ର ଧାରା 57 ସ୍ଥ ପ୍ରଦତ୍ତ କ୍ଷମତାବଳରେ , ଏବଂ ଓଡିଶା ପଞ୍ଚାଯତ ସମିତି ଓ ଜିଲ୍ଲାପରିଷଦ ( ନିର୍ବାଚନ ପରିଚାଳନା ) ନିଯମାବଳୀ , 1966 ର ଉଲ୍ଲଘନ ହେତୁ , ରାଜ୍ଯସରକାର ପଞ୍ଚାଯତ ସମିତି ନିର୍ବାଚନ ସମ୍ପର୍କରେ ନିମ୍ନୋକ୍ତ ନିଯମାବଳୀ ପ୍ରଣଯନ କରିଛନ୍ତି ।

ନିଯମ 1 । ସଂକ୍ଷିପ୍ତ ନାମ : - ଏହି ନିଯମାବଳୀ ଓଡିଶା ପଞ୍ଚାଯତ ସମିତି ( ନିର୍ବାଚନ ପରିଚାଳନା ) ନିଯମାବଳୀ , 1970 ନାମରେ କଥିତ ହେବ ।

ନିଯମ 2 । ସଂଜ୍ଞା : - ପ୍ରସଙ୍ଗ ଅନ୍ଯଥା ଆବଶ୍ଯକ ନ ହେଲେ , ଏହି ନିଯମାବଳୀରେ -

( କ ) ` ଆଇନ ' କହିଲେ ଓଡିଶା ପଞ୍ଚାଯତ ସମିତି ଆଇନ୍୍ , 1959 କୁ ବୁଝାଇବ ।

( ଖ ) ` ଭୋଟବାକ୍୍ସ ' କହିଲେ କୌଣସି ପ୍ରକାର ବାକ୍୍ସ , ବ୍ଯାଗ କିମ୍ବା ଅନ୍ଯ କୌଣସି ପ୍ରକାର ଆଧାର ବା ପାତ୍ର ୟହିଁରେ ଭୋଟ କାଗଜମାନ ଭୋଟ କେନ୍ଦ୍ରରେ ଭୋଟ ଗ୍ରହଣ ସମଯ ମଧ୍ଧରେ ନିକ୍ଷେପ କରାୟାଏ ତାହାକୁ ବୁଝାଇବ ।

( ଗ ) ` ବ୍ଳକ୍୍ ଉନ୍ନଯନ ଅଧିକାରୀ ' କହିଲେ 1959 ମସିହା ପଞ୍ଚାଯତ ସମିତି ଆଇନ୍୍ର ଧାରା 15 କ ଅନୁୟାଯୀ ଏକ ବ୍ଳକପାଇଁ ନିୟୁକ୍ତ ଅଫିସରଙ୍କୁ ବୁଝାଇବ ।

( ଘ ) ` ପୂର୍ଣ୍ଣ ଦିବସ ' କହିଲେ ଏଥିମଧ୍ଧରେ ରବିବାର ଏବଂ ଛୁଟି ଦିନମାନ ଅନ୍ତର୍ଭୁକ୍ତ ହେବ , କିନ୍ତୁ ମିଟିଂ ବସିଥିବା ଦିନକୁ ଏହି ନୋଟିସ ଇସୁ ହୋଇଥିବା ଦିନକୁ ବାଦ ଦିଆୟିବ ।

( ଙ ) ` ଫର୍ମ ' କହିଲେ ଏହି ନିଯମାବଳୀସ୍ଥ ତଫସିଲ ବର୍ଣ୍ଣିତ ଫର୍ମକୁ ବୁଝାଇବ ।

( ଚ ) ` ନିର୍ବାଚନ ଅଧିକାରୀ ' କହିଲେ ଜିଲ୍ଲା କଲେକ୍ଟର କିମ୍ବା ଅନ୍ଯ କୌଣସି ଗେଜେଟେଡ୍୍ ଅଫିସର ୟେ କି କଲେତ୍ଟରଙ୍କର , ସାଧାରଣ କିମ୍ବା ସ୍ବତନ୍ତ୍ର ନିର୍ଦ୍ଦେଶ ବଳରେ ନିର୍ବାଚନ ଅଫିସରଙ୍କର ସମସ୍ତ କିମ୍ବା କୌଣସି କ୍ଷମତା ପ୍ରଯୋଗ କରିବାକୁ ଏହି ନିଯମାବଳୀ ଅନୁୟାଯୀ କ୍ଷମତାପ୍ରାପ୍ତ , ତାହାକୁ ବୁଝାଇବ ଏବଂ ଆଇନ ( ପଞ୍ଚାଯତ ସମିତି ଆଇନ୍୍ , 1959 ) ର ଧାରା 19 ର ଉପଧାରା ( 5 ) ଅନୁୟାଯୀ କଲେକ୍ଟରଙ୍କ ଦ୍ୱାରା କ୍ଷମତାପ୍ରାପ୍ତ କୌଣସି ଗେଜେଟେଡ୍୍ ଅଫିସର ଏଥିମଧ୍ଧରେ ମଧ୍ଧ ଅନ୍ତର୍ଭୁକ୍ତ ହେବେ ।

( ଛ ) ` ଅଧିଷ୍ଟାତା ' କହିଲେ , ଏକ ପଞ୍ଚାଯତ ସମିତିର ଏକ କିମ୍ବା ତତୋଧିକ ଭୋଟ ଗ୍ରହଣ କେନ୍ଦ୍ରରେ ନିର୍ବାଚନ ପରିଚାଳନାରେ ଅଧ୍ଧକ୍ଷତା କରିବାପାଇଁ ନିର୍ବାଚନ ଅଫିସରଙ୍କଦ୍ୱାରା ନିୟୁକ୍ତ ବ୍ଯକ୍ତିଙ୍କୁ ବୁଝାଇବ ।

( ଜ ) ` ନିର୍ବାଚନ ପ୍ରଧିକାରିକ ' କହିଲେ ଏକ କିମ୍ବା ତତୋଧିକ ଭୋଟ ଦାନ କେନ୍ଦ୍ରରେ ନିର୍ବାଚନ ପରିଚାଳନା ଉଦ୍ଦେଶ୍ଯରେ ନିର୍ବାଚନ ଅଫିସରଙ୍କୁ କିମ୍ବା ପ୍ରିଜାଇଡ଼ିଂ ଅଫିସରଙ୍କୁ ସାହାୟ୍ଯ କରିବାପାଇଁ ନିର୍ବାଚନ ଅଫିସରଙ୍କଦ୍ୱାରା ନିୟୁକ୍ତ ବ୍ଯକ୍ତିଙ୍କୁ ବୁଝାଇବ ।

( ଝ ) ` ନିର୍ବାଚନ-କାର୍ୟ୍ଯୀ ' କହିଲେ ଏକ କିମ୍ବା ତତୋଧିକ ଭୋଟ ଗ୍ରହଣ କେନ୍ଦ୍ରରେ କିମ୍ବା ଭାଟ ଗଣତି ପ୍ରାର୍ଥୀଙ୍କ ଦ୍ୱାରା ତାଙ୍କ ତରଫରୁ ପ୍ରତିନିଧିତ୍ବ କରିବାପାଇଁ ୟୁକ୍ତିୟୁକ୍ତ ଭାବେ କ୍ଷମତାପ୍ରାପ୍ତ ବ୍ଯକ୍ତିଙ୍କୁ ବୁଝାଇବ । // ଭୋଟ ଗ୍ରହଣର ଠିକ୍୍ ପ୍ରାରମ୍ଭରେ ପ୍ରିଜାଇଡିଂ ଅଫିସର ଉପସ୍ଥିତ ଥିବା ପାର୍ଥୀ ଓ ସେମାନଙ୍କର ପୋଲିଂ ଏଜେଣ୍ଟଙ୍କ ସମ୍ମୁଖରେ ଭୋଟ ବାକ୍୍ସଟିକୁ ପ୍ରଦର୍ଶନ କରି ଦର୍ଶାଇବେ ୟେ ଭୋଟ ବାକ୍୍ସଟି ଖାଲି ଅଛି ଏବଂ ଏଥିରେ ତାଲା ପଡିଛି ଅଥବା ଏହା ଅନ୍ଯ କୌଣସି ପ୍ରକାରେ ଏପରି ସୁରକ୍ଷିତ ୟେ କେବଳ ଭୋଟ କାଗଜ ଏହା ମଧ୍ଧକୁ ପ୍ରବେଶ କରାୟାଇ ପାରିବ , କିନ୍ତୁ ଭୋଟ ବାକ୍୍ସଟିକୁ ନ ଭାଙ୍ଗିଲେ ଅଥବା ଅନ୍ଯ କୌଣସି ପ୍ରକାରେ ଏହାକୁ ନଷ୍ଟ ନକଲେ ଭୋଟ କାଗଜ ଏହା ମଧ୍ଧରୁ ବାହାରି ଆସି ପାରିବ ନାହିଁ ।

ନିଯମ 28 । ତାପରେ ନିର୍ଦ୍ଧାରିତ ସମଯରେ ଭୋଟ ଗ୍ରହଣ କାର୍ୟ୍ଯ ଆରମ୍ଭ ହେବ । ଭୋଟରମାନେ ପ୍ରିଜାଇଡିଂ ଅଫିସରଙ୍କ ପାଖରେ ଭୋଟ ଦେବାପାଇଁ ପହଞ୍ଚିବା ମାତ୍ରେ ପ୍ରିଜାଇଡିଂ ଅଫିସର ସେପରି ଭୋଟରଙ୍କର ଭୋଟ ଦେବାର ୟୋଗ୍ଯତା ସମ୍ପର୍କରେ ତାଙ୍କୁ ନିର୍ବାଚନ ଅଫିସରଙ୍କ ଦ୍ୱାରା ଗ୍ରାମ ପଞ୍ଚାଯତର ବିଧିବଦ୍ଧ ନିର୍ବାଚିତ ମେମ୍ବରମାନଙ୍କର ତାଲିକାର କାର୍ୟ୍ଯକାରୀ ନକଲ ସହ ମେଳ କରିବେ ଏବଂ ଭୋଟର ଜଣଙ୍କୁ ପଞ୍ଚାଯତ ସମିତି ନିର୍ବାଚନ ପାଇଁ ତାଙ୍କ ଦ୍ୱାରା ଉପୟୁକ୍ତ ଭାବେ ସ୍ବାକ୍ଷରିତ ଓ ତାଙ୍କର ମୋହର ଲାଗିଥିବା କିମ୍ବା ତାଙ୍କର ଉଭଯ ସ୍ବାକ୍ଷର ଓ ମୋହର ୟୁକ୍ତ ଭୋଟ କାଗଜ ଖଣ୍ଡିକ ଦେବେ । ପ୍ରିଜାଇଡିଂ ଅଫିସର , କିପରି ଚିହ୍ନ ଦିଆ ୟିବ ସେ ସମ୍ପର୍କୀଯ ପଦ୍ଧତି ପ୍ରତ୍ଯେକ ଭୋଟରଙ୍କୁ ବୁଝାଇବେ । ତାପରେ ଭୋଟର ଜଣକ ଭୋଟ କାଗଜ ଧରି ଭୋଟ ଚିହ୍ନ ମାରିବା ଉହାଡ ସ୍ଥାନକୁ ୟିବେ ଏବଂ ୟାହାକୁ ବୋଟ ଦେବାକୁ ସ୍ଥିର କରିବେ ଭୋଟ କାଗଜରେ ତାଙ୍କର ଚିହ୍ନ ଉପରେ 3 ଯ ଧାଡିରେ , ଏଥି ନିମନ୍ତେ ୟୋଗାଇ ଦିଆ ୟାଇଥିବା ଛକି ଚିହ୍ନ ୟୁକ୍ତ ଷ୍ଟାମ୍ପରେ ଗୋପନରେ ମୋହର ମାରିବେ । ମୋହର ମାରି ସାରିବା ପରେ ଭୋଟର ଜଣକ ଭୋଟ କାଗଜକୁ ଭିତରପଟୁ ଏପରି ଭାଙ୍ଗିବେ ୟାହାଦ୍ୱାରା ଭୋଟ ଦାନର ଗୋପନୀଯତା କ୍ଷୁର୍ଣ୍ଣ ହେବନାହିଁ ଓ ତତ୍ପରେ ଭୋଟ କାଗଜଟିକୁ ଏଥି ସକାଶେ ଉଦ୍ଦିଷ୍ଟଥିବା ଭୋଟ ବାକ୍୍ସରେ ଗଳାଇ ଦେବେ । ଅଲୁବିଧାର ସମ୍ମୁଖୀନ ହେଲେ ଭୋଟର ପ୍ରଜାଇଡିଂ ଅଫିସରଙ୍କ ନିକଟକୁ ୟିବେ , ୟେ କି ତାଙ୍କୁ ଭୋଟବାକ୍୍ସରେ ଭୋଟ କାଗଜ ପ୍ରବେଶ କରାଇବାରେ ସାହାୟ୍ଯ କରିବେ ।

ନିଯମ 29 । ଭୋଟକାଗଜ ଭୋଟରଙ୍କୁ ହସ୍ତାନ୍ତର କରିସାରିବା ପରେ , ପ୍ରିଜାଇଡିଂ ଅଫିସର ସଂପୃକ୍ତ ଭୋଟରଙ୍କର ନାମ ସପକ୍ଷରେ ନିର୍ବାଚନ ଅଫିସରଙ୍କ ଦ୍ୱାରା ୟୋଗାଇ ଦିଆ ୟାଇଥିବା ଗ୍ରାମପଞ୍ଚାଯତର ବିଧିବଦ୍ଧ ନିର୍ବାଚନ ମେମ୍ବରମାନଙ୍କର କାର୍ୟ୍ଯକାରୀ ତାଲିକାରେ ଟିକ୍୍ ଚିହ୍ନ ହେବେ ।

ନିଯମ 30 । ( 1 ) ପ୍ରତ୍ଯେକ ଗ୍ରାମପଞ୍ଚାଯତର ମେମ୍ବର ନିଜେ ଆସି ଭୋଟ ଦେବେ ଏବଂ ତାଙ୍କ ତରଫରୁ କେହି ପ୍ରତିନିଧିତ୍ବ କରି ପାରିବେନାହିଁ ।

( 2 ) ମେମ୍ବର ଜଣକ ନିରକ୍ଷର ଅଥବା ଶାରିରୀକ ଅସମର୍ଥ ହୋଇ ଥିଲେ , ସେଭଳି ମେମ୍ବରଙ୍କ ଅନୁରୋଧ କ୍ରମେ ପ୍ରିଜାଇଡିଂ ଅଫିସର ତାଙ୍କୁ ଭୋଟ ଚିହ୍ନ ଦେବା ସ୍ଥାନକୁ ନେବେ , ତାଙ୍କର କାହାକୁ ଭୋଟ ଦେବା ମତ ତାହା ଜାଣି , ଭୋଟ କାଗଜରେ ତଦନୁୟାଯୀ ମୋହର ମାରିବେ , ଭୋଟ କାଗଜଟିକୁ ଭୋଟ ଦାନର ଗୋପନୀଯତା କ୍ଷୁର୍ଣ୍ଣ ନହେଲା ଭଳି ଭାଙ୍ଗିବେ ଓ ଏହାକୁ ଭୋଟ ବାକ୍୍ସରେ ପ୍ରବେଶ କରାଇବେ ।

ନିଯମ 31 । ପ୍ରତିଦ୍ବନ୍ଦିତା କରୁଥିବା ପ୍ରାର୍ଥୀ କିମ୍ବା ତାଙ୍କର କ୍ଷମତାପ୍ରାପ୍ତ ପୋଲିଂ ଏଜେଣ୍ଟ କଲେକ୍ଟରଙ୍କ ଦ୍ୱାରା ପ୍ରଦତ୍ତ ଗ୍ରାମପଞ୍ଚାଯତର ବିଧିବଦ୍ଧ ନିର୍ବାଚିତ ମେମ୍ବରମାନଙ୍କ ତାଲିକାର ଏଣ୍ଟ୍ରିକୁ ଭିତ୍ତି କରି , ଭୋଟ ଦେବାକୁ ଆସିଥିବା ଭୋଟର ଜଣକ ଉକ୍ତ ତାଲିକା ଅନୁୟାଯୀ ଭୋଟ ଦେବା ପାଇଁ , ସେପରି ବ୍ଯକ୍ତି ନୁହଁନ୍ତି ବୋଲି ପ୍ରିଜାଇଡିଂ ଅଫିସରଙ୍କ ସମ୍ମୁଖରେ ଆପତ୍ତି କରିପାରିବେ । ପ୍ରତ୍ଯେକ ଆପତ୍ତି ପାଇଁ ପ୍ରିଜାଇଡିଂ ଅଫିସରଙ୍କ ନିକଟରେ ଦୁଇ ଟଙ୍କା ଫିସ୍୍ ଜମା ଦେବାକୁ ହେବ । ପ୍ରିଜାଇଡିଂ ଅଫିସର ଆପତ୍ତିର ତୁରନ୍ତ ବିଚାର କରିବ ଏବଂ ତାହାଙ୍କ ନିଷ୍ପତ୍ତି ଚୁଡାନ୍ତ ବୋଲି ବିବେଚିତ ହେବ । ଆପତ୍ତି ନାମଞ୍ଜୁର ହେଲେ , ଜମା ଦିଆୟାଇଥିବା ଫିସ୍୍କୁ ବାଜ୍ଯାପ୍ତି କରାୟିବ । ଆପତ୍ତି ମଞ୍ଜୁର ହେଲେ , ୟେଉଁ ବ୍ଯକ୍ତି ଫିସ୍୍ ଦେଇଥିବେ , ତାହା ତାହ ତାଙ୍କୁ ଫେରସ୍ତ ଦିଆୟିବ । // ନିର୍ବାଚନନ ଅଫିସର ନିମ୍ନଲିଖିତ ଏକ କିମ୍ବା ଏକାଧିକ କାରଣମାନଙ୍କୁ ଭିତ୍ତିକରି କୌଣସି ମନୋନଯନ ପତ୍ରକୁ ରଦ୍ଦ କରିପାରନ୍ତି - ( 1 ) ୟଦି ପ୍ରାର୍ଥୀ ପଞ୍ଚାଯତ ସମିତି ଆଇନ୍୍ର ଧାରା 45 ରେ ନିର୍ଦ୍ଧିଷ୍ଟଥିବା ଅୟୋଗ୍ଯତାମାନଙ୍କୁ ଭିତ୍ତିକରି ଅୟୋଗ୍ଯ ବିବେଚିତ ହେଉଥିବେ ; ( 2 ) ୟଦି ପ୍ରସ୍ତାବିତ ବା ସମର୍ଥକ ପଞ୍ଚାଯତ ସମିତି ଆଇନ୍୍ ଧାରା 16 ର ଉପଧାରା ( 1 ) ରେ ଉଲ୍ଲେଖଥିବା ପ୍ରକାରେ ପଞ୍ଚାଯତ ସମିତିର ଭୋଟପ୍ରଦାନକାରୀ ସଦସ୍ଯ ନୁହଁନ୍ତି ।

ୟଦି ପଞ୍ଚାଯତ ସମିତିର ମହିଳା ସଦସ୍ଯ ପଦଲାଗି କିମ୍ବା ତଫସିଲଭୁକ୍ତ ଜାତି ବା ତଫସିଲଭୁକ୍ତ ଗୋଷ୍ଠୀର ସଦସ୍ଯ ପଦଲାଗି କରାୟାଇତିବା ସମସ୍ତ ପ୍ରାର୍ଥୀପତ୍ର ରଦ୍ଦ ହୁଏ , ତେବେ ୟେଉଁ ତାରିଖରେ ସେପରି ମନୋନଯନପତ୍ର ଦାଖଲ ନ କରା~ ଗଲା ସେହି ତାରିଖଠାରୁ କିମ୍ବା ୟେଉଁ ତାରିଖରେ ସେପରି ମନୋନଯନପତ୍ର ରଦ୍ଦ ହେଲା , ସେହି ତାରିଖଠାରୁ ଦୁଇମାସ ମଧ୍ଧରେ ସାନି ନିର୍ବାଚନ ଅନୁଷ୍ଠିତ କରାଇବାପାଇଁ ନିଯମ 41 ଅନୁୟାଯୀ ବିଜ୍ଞାପନ ପ୍ରକାଶ କରାୟିବ । ୟଦି ଦ୍ବିତୀଯଥର ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇନପାରେ , ତେବେ ନିର୍ବାଚନ ଅଫିସର ଜିଲ୍ଲା କଲେକ୍ଟରଙ୍କ ଜରିଆରେ ରାଜ୍ଯସରକାରଙ୍କୁ ସେ ସମ୍ପର୍କରେ ରିପୋର୍ଟ କରିବା ସଙ୍ଗେ ସଙ୍ଗେ ଶୂନ୍ଯସ୍ଥାନ ପୂରଣପାଇଁ ପଞ୍ଚାଯତ ସମିତି ଆଇନ୍୍ର ଧାରା 45 ଗ ଅନୁୟାଯୀ ସଦସ୍ଯ ମନୋନଯନ କରିବାକୁ ଜଣାଇବେ ।

ଉଲ୍ଲେଖ ଥାଉକି , ଜନୈକ ପ୍ରାର୍ଥୀଙ୍କର ମନୋନଯନପତ୍ରକୁ ପ୍ରାର୍ଥୀଙ୍କର କିମ୍ବା ପ୍ରସ୍ତାବକ ବା ସମର୍ଥକଙ୍କର ନାମଗତ ତ୍ରୁଟି ହେତୁ ବା ପ୍ରାର୍ଥୀ କିମ୍ବା ପ୍ରସ୍ତାବକ ବା ସମର୍ଥକଙ୍କ ସମ୍ପର୍କରେ ଅନ୍ଯ କୌଣସି ବିବରଣୀ ଗତ ତ୍ରୁଟି ହେତୁ ରଦ୍ଦ କରାୟିବ ନାହିଁ ୟଦି ପ୍ରାର୍ଥୀ କିମ୍ବା ପ୍ରସ୍ତାବକ ବା ସମର୍ଥକ ପ୍ରକୃତରେ ସେହି ବ୍ଯକ୍ତି ବୋଲି ପ୍ରମାଣିତ ହୁଏ ଅଥବା ଗୁରୁତ୍ବ ନଥିବା ଅନ୍ଯ କୌଣସି ସୂକ୍ଷ୍ମ ସୁକ୍ଷ୍ମାନ୍ତର କାରଣ ପାଇଁ ରଦ୍ଧ କରାୟିବ ନାହିଁ ।

ନିଯମ 43 । ନିର୍ବାଚନ ଅଫିସର କିମ୍ବା ତାଙ୍କଦ୍ୱାରା କ୍ଷମତାପ୍ରାପ୍ତ ଅଫିସର ପ୍ରତ୍ଯେକ ମନୋନଯନପତ୍ର ଉପରେ ତାହା ଗ୍ରହଣ କଲେକି ରଦ୍ଧ କଲେ ଲେଖିବେ ଓ ରଦ୍ଦକଲେ ତହିଁର କାରଣ ମଧ୍ଧ ଲିଖିତାକାରରେ ଲିପିବଦ୍ଧ କରିବେ ।

ନିଯମ 44 । ମନୋନଯନପତ୍ର ୟାଞ୍ଚ ଶେଷ ହେବାକ୍ଷଣି , ନିର୍ବାଚନ ଅଫିସର ୟୋଗ୍ଯ ମନୋନୀତ ପ୍ରାର୍ଥୀମାନଙ୍କର ନାମ ପଢି ଶୁଣାଇଦେବେ ଏବଂ ତଫସିଲ ( 9 ) ବର୍ଣ୍ଣିତ ଫର୍ମରେ ପ୍ରସ୍ତୁତ ଓଡିଆ ଭାଷାରେ ବର୍ଣ୍ଣମାଳା କ୍ରମ ଅନୁସାରେ ସଜ୍ଜିତ ସେପରି ୟୋଗ୍ଯ ମନୋନୀତ ପ୍ରାର୍ଥୀମାନଙ୍କର ନାମତାଲିକା ପଞ୍ଚାଯତସମିତି ଅଫିସ ନୋଟିସ ବୋର୍ଡରେ ଏବଂ ମନୋନଯନପତ୍ର ୟାଞ୍ଚ କରାୟାଇଥିବା ସ୍ଥାନରେ ପ୍ରକାଶ କରାଇବେ ।

ନିଯମ 45 । ମନୋନଯନ ପତ୍ର ୟାଞ୍ଚ ଶେଷ ହେବାର 48 ଘଣ୍ଟା ମଧ୍ଧରେ କୌଣସି ପ୍ରାର୍ଥୀ ତାଙ୍କର ପ୍ରାର୍ଥୀପତ୍ରକୁ ପ୍ରତ୍ଯାହାର କରିନେଇ ପାରିବେ ।

ନିଯମ 46 । ମନୋନଯନପତ୍ର ଦାଖଲ ପରବର୍ତ୍ତୀ କାର୍ୟ୍ଯଧାରା - ୟଦି ଜଣେ ପ୍ରାର୍ଥୀ କେବଳ ବିଧିବଦ୍ଧଭାବେ ମନୋନୀତ ହୁଅନ୍ତି , ତେବେ ନିର୍ବାଚନ କରାୟିବ ନାହିଁ ଓ ସେ ନିର୍ବାଚିତ ହେଲେ ବୋଲି ଘୋଷଣା କରାୟିବ ।

ୟଦି ଦୁଇ କିମ୍ବା ତତୋଧିକ ପ୍ରାର୍ଥୀ ଥାଆନ୍ତି , ତେବେ ଗୁପ୍ତ ମତଦାନ କରାୟିବ ଓ ଉପସ୍ଥିତ ଥିବା ସଦସ୍ଯ ମାନଙ୍କ ଠାରୁ ଭୋଟ ଗ୍ରହଣ କରାୟିବ ।

ନିଯମ 47 । ଭୋଟଗ୍ରହଣ ଓ ନିର୍ବାଚନ ଫଳାଫଳ - ଭୋଟ ଦେବାପାଇଁ ଉପସ୍ଥିତଥିବା ପ୍ରତ୍ଯେକ ସଦ୍ଯସ୍ଯମାନଙ୍କୁ ନିର୍ବାଚନ ଅଫିସରଙ୍କ ସ୍ବାକ୍ଷକଥିବା ମୋହର ଲାଗିଥିବା ଭୋଟକାଗଜ ୟୋଗାଇ ଦିଆୟିବ । ୟୋଗ୍ଯ ମନୋନୀତ ସମସ୍ତ ପ୍ରାର୍ଥୀଙ୍କର ନାମ ଓଡିଆ ଭାଷାରେ ନିମ୍ନଲିଖିତ ଫର୍ମରେ ପ୍ରସ୍ତୁତ ଭୋଟକାଗଜରେ ବର୍ଣ୍ଣମାଳା କ୍ରମଅନୁସାରେ ଟାଇପ୍୍ କିମ୍ବା ସାଇକ୍ଳୋଷ୍ଟାଇଲ କରାୟିବ ଅଥବା ସୁନ୍ଦର ହସ୍ତାକ୍ଷରରେ ଲେଖାୟିବ । // ପ୍ରତ୍ଯେକ ପ୍ରାର୍ଥୀପତ୍ରରେ ପଞ୍ଚାଯତ ସମିତିର ଦୁଇଜଣ ସଦସ୍ଯ ( ପଢ୍ଚାଯତ ସମିତି ଆଇନର ଧାରା 16 ର ଉପଧାରା ( 1 ) ରେ ଉଲ୍ଲେଖ ପ୍ରକାରେ ପଞ୍ଚାଯତ ସମିତିର ଭୋଟ ଦେବାକୁ ୟୋଗ୍ଯ ବିବେଚିତ ସଦସ୍ଯମାନଙ୍କ ମଧ୍ଧରୁ ଦୁଇଜଣ ) , ଜଣେ ପ୍ରସ୍ତାବକ ଓ ଆଉ ଜଣେ ସମର୍ଥକନାମାରେ ନିର୍ବାଚନରେ ଠିଆ ହେବାକୁ ଇଚ୍ଛୁକ ଅଛନ୍ତି ବୋଲି ଉଲ୍ଲେଖ କରି ସ୍ବାକ୍ଷର କରିବେ । ପ୍ରତ୍ଯେକ ପ୍ରାର୍ଥୀ ସ୍ବତନ୍ତ୍ରଭାବେ ମନୋନଯନପତ୍ର ଦାଖଲ କରିବେ ।

ପ୍ରତ୍ଯେକ ପ୍ରାର୍ଥୀ ତାଙ୍କର ମନୋନଯନପତ୍ର ନିଜେ କିମ୍ବା ତାଙ୍କର ପ୍ରସ୍ତାବକ ବା ସମର୍ଥକଙ୍କ ଦ୍ୱାରା କଲେକ୍୍ଟର କିମ୍ବା ନିର୍ବାଚନ ଅଫିସରଙ୍କ ନିକଟରେ ସେଥିପାଇଁ ଦିଆୟାଇଥିବା ନୋଟିସରେ ଉଲ୍ଲେଖ ଥିବା ତାରିଖ , ସ୍ଥାନ ଓ ସମଯ ମଧ୍ଧରେ ଦାଖଲ କରିବେ ।

ନିର୍ବାଚନ ଅଫିସର ନିର୍ଦ୍ଧାରିତ ସମଯ , ତାରିଖ ଓ ସ୍ଥାନରେ ମନୋନଯନପତ୍ର ଗ୍ରହଣ କରିବେ ଓ ମନନଯନପତ୍ର ଗ୍ରହଣ ସମଯ ଶେଷ ହେବା ଅନ୍ତେ , ପୂର୍ବୋକ୍ତ ଉପ ନିଯନ ଅନୁୟାଯୀ ୟେଉଁ ପ୍ରାର୍ଥୀମାନଙ୍କଠାରୁ ମନୋନଯନପତ୍ର ଗ୍ରହଣ କରାୟାଇଚି , ସେମାନଙ୍କର ନାମ ପଢି ଶୁଣାଇ ଦେବେ ।

ୟଦି ପଞ୍ଚାଯତ ସମିତି ଭାଇସ୍୍ ଚେଯାରମ୍ଯାନ ନିର୍ବାଚନ ପାଇଁ କୌଣସି ମନୋନଯନ ପତ୍ର ଦାଖଲ କରା ନ ୟାଏ କିମ୍ବା ଦାଖଲ କରାୟାଇଥିବା ସମସ୍ତ ପ୍ରାର୍ଥୀ ପତ୍ର ରଦ୍ଧ ହୋଇୟାଏ , ତେବେ ମନୋନଯନ ପତ୍ର ଦାଖଲ ନକରାୟିବା ତାରିଖଠାରୁ ଅଥବା ମନୋନଯନ ପତ୍ରକୁ ରଦ୍ଧ କରାୟିବା ତାରିଖଠାରୁ ପନ୍ଦର ଦିନ ମଧ୍ଧରେ 61 ନିଯମ ବର୍ଣ୍ଣିତ ମତେ ସାନି ନିର୍ବାଚନ କୌଣସି କାରଣରୁ ନହୋଇ ପାରେ , ତେବେ ନିର୍ବାଚନ ଅଫିସର ସେ ସମ୍ପର୍କରେ ରାଜ୍ଯସରକାରଙ୍କୁ ଜିଲ୍ଲା କଲେକ୍୍ଟରଙ୍କ ଜରିଆରେ ରିପୋର୍ଟ କରି ପଞ୍ଚାଯତ ସମିତି ଆଇନ୍୍ର ଧାରା 45 ଗ ଅନୁୟାଯୀ ଶୂନ୍ଯସ୍ଥାନ ପୂରଣ ପାଇଁ ପ୍ରାର୍ଥୀ ମନୋନଯନ କରିବାକୁ ଜଣାଇବେ ।

ନିଯମ 64 । ମନୋନଯନପତ୍ର ଦାଖଲ ପରବର୍ତ୍ତୀ କାର୍ୟ୍ଯପଦ୍ଧତି - ୟଦି ମାତ୍ର ଜଣେ ପ୍ରାର୍ଥୀ ବିଧିବଦ୍ଧ ଭାବେ ମନୋନୀତ ହୁଅନ୍ତି , ତେବେ ନିର୍ବାଚନ କରାୟିବ ନାହିଁ ସେ ନିର୍ବାଚନ ହେଲେ ବୋଲିଂ ଘୋଷଣା କରାୟିବ ।

ୟଦି ଦୁଇ କିମ୍ବା ତତୋଧିକ ପ୍ରାର୍ଥୀଥାଆନ୍ତି , ତେବେ ଗୁପ୍ତ ମତ ଦାନପାଇଁ ବ୍ଯବସ୍ଥା ଗ୍ରହଣ କରାୟିବ ଓ ବୈଠକରେ ଉପସ୍ଥିତ ଥିବା ସଦସ୍ଯମାନଙ୍କଠାରୁ ଭୋଟଗ୍ରହଣ କରାୟିବ ।

ୟେଉଁ ସଦସ୍ଯମାନଙ୍କଠାରୁ ଉପ ନିଯମ ( 2 ) ଅନୁୟାଯୀ ଭୋଟ ଗ୍ରହଣ କରାୟିବ , ସେମାନଙ୍କର ନାମ ଓଡିଆ ଭାଷାରେ ବର୍ଣ୍ଣମାଳା କ୍ରମ ଅନୁସାରେ ସଜ୍ଜିତ କରାୟିବ ।

ନିଯମ 65 । ଭୋଟଗ୍ରହଣ ଓ ନିର୍ବାଚନ ଫଳାଫଳ - ଉପସ୍ଥିତଥିବା ପ୍ରତ୍ଯେକ ସଦସ୍ଯଙ୍କୁ ଭୋଟଦାନ ପାଇଁ ନିର୍ବାଚନ ଅଫିସରଙ୍କ ସ୍ବାକ୍ଷର ଥିବା ବା ମୋହର ଲାଗିଥିବା ଭୋଟ କାଗଜ ଦିଆୟିବ । ଭୋଟ କାଗଜରେ ୟୋଗ୍ଯ ମନୋନୀତ ପ୍ରାର୍ଥୀମାନଙ୍କର ନାମ ନିମ୍ନଲିଖିତ ଫର୍ମରେ ଓଡିଆ ଭାଷାରେ ବର୍ଣ୍ଣମାଳା କ୍ରମ ଅନୁସାରେ ସଜ୍ଜିତ ହୋଇ ମୁଦ୍ରଣ କିମ୍ବା ଟାଇପ୍୍ କିମ୍ବା ସାଇକ୍ଳୋଷ୍ଟାଇଲ୍୍ କରାୟିବ କିମ୍ବା ସୁନ୍ଦର ହସ୍ତାକ୍ଷରରେ ଲେଖାୟିବ ।

ନିଯମ 66 । ତା' ପରେ ଭୋଟରମାନେ ଜଣକ ପରେ ଜଣେ ଭୋଟ ଦେବା ପାଇଁ ନିର୍ଦ୍ଦିଷ୍ଟଥିବା ସ୍ଥାନକୁ ୟିବେ ଏବଂ ସେଠାରେ ଗୋପନୀଯ ଭାବେ ଭୋଟ କାଗଜର 3 ଯ ସ୍ତମ୍ଭରେ ସେ ୟେଉଁ ପ୍ରାର୍ଥୀଙ୍କୁ ଭୋଟ ଦେବା ପାଇଁ ଚାହିଁଥାନ୍ତି , ସେପରି ପ୍ରାର୍ଥୀଙ୍କର ନାମ ବିପକ୍ଷରେ ପରିଷ୍କାରଭାବେ ପେନସିଲ ସାହାୟ୍ଯରେ ଛକି ଚିହ୍ନ ଦେବେ , ତା'ପରେ ସେ ଭୋଟ କାଗଜଟିକୁ ଭୋଟ ଦାନର ଗୋପନୀଯତା କ୍ଷୁର୍ଣ୍ଣ ନହେଲା ପ୍ରକାରେ ଭାଙ୍ଗି , ନିର୍ବାଚନ ଅଫିସରଙ୍କ ସମ୍ମୁଖରେ ଥିବା ଭୋଟ ବାକ୍୍ସରେ ପ୍ରବେଶ କରାଇବେ । // ନିଯମ 77 । ପଞ୍ଚାଯତ ସମିତିର ନିର୍ବାଚିତ ସଦସ୍ଯ , ଚେଯାରମ୍ଯାନ କିମ୍ବା ଭାଇସ୍୍ ଚେଯାରମ୍ଯାନଙ୍କର ନିର୍ବାଚନ ପ୍ରଣାଳୀ - ପଞ୍ଚାଯତ ସମିତିର ଚେଯାରମ୍ଯାନ କିମ୍ବା ଭାଇସ୍୍ ଚେଯାରମ୍ଯାନ କିମ୍ବା କୌଣସି ନିର୍ବାଚିତ ସଦସ୍ଯ ତାଙ୍କ ପଦବୀରୁ ଇସ୍ତଫାଦେବାକୁ ଇଚ୍ଛାକଲେ , ସେଥିପାଇଁ ସମିତିର ବି.ଡି.ଓ. ଏହାକୁ ସମିତି ଆଗରେ ଉପସ୍ଥାପିତ କରିବେ ।

ନିଯମ 78 । ସାମଯିକ ଶୂନ୍ଯସ୍ଥାନ ପୁରଣ - ପଞ୍ଚାଯତସମିତି ଚେଯାରମ୍ଯାନ କିମ୍ବା ଭାଇସ୍୍ ତେଯାରମ୍ଯାନ ଅଥବା କୌଣସି ନିର୍ବାଚିତ ସଦସ୍ଯଙ୍କ ଅପସାରଣ , ଇସ୍ତଫା , ମୃତ୍ଯୁ କିମ୍ବା ଅନ୍ଯ କୌଣସି କାରଣ ୟୋଗୁ ଶୂନ୍ଯସ୍ଥାନ ଉପୁଜିଲେ , ବି.ଡି.ଓ. ସେ ସମ୍ପର୍କରେ ଜିଲ୍ଲା କଲେକ୍ଟରଙ୍କୁ ତୁରନ୍ତ ଜଣାଇବେ ଓ କଲେକ୍ଟର ସେପରି ଶୂନ୍ଯସ୍ଥାନ ପୂରଣପାଇଁ ଉପନିର୍ବାଚନ କରିବାକୁ ଏକ ତାରିଖ ଧାର୍ୟ୍ଯ କରିବେ । ଶୂନ୍ଯସ୍ଥାନ ସୃଷ୍ଟି ହେବା ତାରିଖଠାରୁ 30 ଦିନ ମଧ୍ଧରେ ତାହାପୂରଣ କରାୟିବା ଉଚିତ । ପ୍ରଥମ ପରିଚ୍ଛେଦ , ଦ୍ବିତୀଯ ପରିଚ୍ଛେଦ ଓ ତୃତୀଯ ପରିଚ୍ଛେଦରେ ଥିବା ନିଯମମାନ ଆବଶ୍ଯକୀଯ ପରିବର୍ତ୍ତନସହ ସେପରି ଉପନିର୍ବାଚନ ପାଇଁ ଲାଗୁହେବ । ଉଲ୍ଲେଖ ଥାଉକି , ଉପରିକଥିତ ନିର୍ଦ୍ଧାରିତ ସମଯ ମଧ୍ଧରେ ନିର୍ବାଚନ ଅନୁଷ୍ଠିତ କରାୟାଇ ନପାରିଲେ , ବିଳମ୍ବ ସମଯକୁ ରାଜ୍ଯସରକାର କିମ୍ବା ସରକାରଙ୍କ ଦ୍ୱାରା କ୍ଷମତା ପ୍ରାପ୍ତ ଅଫିସର ମାର୍ଜ୍ଜନା କରିପାରିବେ ।

ନିଯମ 79 । ପଞ୍ଚାଯତ ସମିତି ଆଇନର ଧାରା 45 ର ଉପଧାରା ( 1 ) ର ( ଣ ) ପ୍ରକରଣମତେ କୌଣସି ବ୍ଯକ୍ତିଙ୍କର ପଞ୍ଚାଯତ ସମିତିସହ ହୋଇଥିବା ଚୂକ୍ତି ଅଥବା ପଞ୍ଚାଯତ ସମିତି ପାଇଁ କରାୟାଇଥିବା କୌଣସି କାର୍ୟ୍ଯରେ ନିମ୍ନଲିଖିତ ବିଷଯମାନଙ୍କରେ ଅଂଶ ବା ସ୍ବାର୍ଥଥିବାରୁ , ପଞ୍ଚାଯତ ସମିତିସହ କରାୟାଇଥିବା ସେପରି ଚୁକ୍ତି ବା ପଞ୍ଚାଯତ ସମିତି ପାଇଁ କରାୟାଇଥିବା ସେପରି କାର୍ୟ୍ଯରେ ସ୍ବାର୍ଥ ଅଛି ବୋଲି ବିବେଚନା କରାୟିବ ନାହିଁ - ଅଚଳନ୍ତି ସମ୍ପତ୍ତି ପଟ୍ଟା ନେଇଥିଲେ , କ୍ରଯକରିଥିଲେ କିମ୍ବା ବିକ୍ରଯ କରିଥିଲେ କିମ୍ବା କଥିତ ବିଷଯମାନଙ୍କ ପାଇଁ ଚୁକ୍ତି କରିଥିଲେ କିମ୍ବା ଅର୍ଥଋଣ ପାଇଁ କୌଣସି ଚୁକ୍ତି କରିଥିଲେ କିମ୍ବା ଅର୍ଥ ପରିଶୋଧ ପାଇଁ କୌଣସି ସିକ୍ଯୁରିଟ ଦେଇଥିଲେ , କିମ୍ବା କୌଣସି ସମ୍ବାଦପତ୍ରରେ ପଞ୍ଚାଯତସମିତିର କାର୍ୟ୍ଯାବଳୀ ସମ୍ପର୍କରେ ପ୍ରଚାରପତ୍ର ପ୍ରକାଶ କରା ୟାଇଥିଲେ , କିମ୍ବା ନିଜର ବ୍ଯବସାଯ ଜିନିଷ ପଞ୍ଚାଯତ ସମିତିକୁ ବିକ୍ରଯ କରିଥିଲେ , କିମ୍ବା ପଞ୍ଚାଯତ ସମିତି ପାଇଁ କୌଣସି ଜିନିଷ ଖରିଦ କରିଥିଲେ ୟାହାର ମୂଲ୍ଯକି ବାର୍ଷିକ 150 ଟଙ୍କା ମଧ୍ଧରେ ସୀମାବଦ୍ଧ ରହିବ , କିମ୍ବା କୌଣସି ଉନ୍ନଯନ କାର୍ୟ୍ଯ କଣ୍ଟ୍ରାକ୍ଟର ଭାବେ ନକରାୟାଇ ଗ୍ରାମ~ ପ଼ଞ୍ଚାଯତ କିମ୍ବା ପଞ୍ଚାଯକ ସମିତି ଦ୍ୱାରା ଗଠିତ କମିଟିର କୌଣସି ସଦସ୍ଯଙ୍କଦ୍ୱାରା କଥିତ କମିଟି ଉପରେ ନ୍ଯସ୍ତ କରାୟାଇଥିବା କାର୍ୟ୍ଯ ସମ୍ପାଦନ କରାୟାଇଥିଲେ ।

ନିଯମ 80 । ଅୟୋଗ୍ଯତା ଦୂରୀକରଣ ପ୍ରଣାଳୀ - ସମିତି ଆଇନର ଧାରା 45 ଉପଧାରା ( 1 ) ର ( କ ) ଓ ( ଝ ) ପ୍ରକରଣ ମତେ ୟେଉଁ ବ୍ଯକ୍ତି ଅୟୋଗ୍ଯ ବିବେଚିତ ହେଉଥିବେ , ସେ ୟେପରି ଅୟୋଗ୍ଯତା ଦୂରୀକରଣ ପାଇଁ ସେ ସମ୍ପର୍କରେ କାରଣ ଦର୍ଶାଇ ରାଜ୍ଯସରକାରଙ୍କୁ ଆବେଦନ କରିପାରିବେ ।

ରାଜ୍ଯସରକାର ସେ ସମ୍ପର୍କୀଯ ଆବଶ୍ଯକୀଯ ତଥ୍ଯ ମଗାଇ ଓ ସେ ସମ୍ପର୍କରେ ଆବଶ୍ଯକୀଯ ତଦନ୍ତକରି , ବିଜ୍ଞପ୍ତି ପ୍ରକାଶକରି ସେ

ଉଇକିକନଫେରେନ୍ସ ଇଣ୍ଡିଆ ୨୦୧୧ ନିମନ୍ତେ ଆମନ୍ତ୍ରଣ[ସମ୍ପାଦନା]


ଆଜ୍ଞା ନମସ୍କାର Tapu015,

ପ୍ରଥମ ଉଇକିକନଫେରେନ୍ସ ଇଣ୍ଡିଆ ମୁମ୍ବାଇ ଠାରେ ୧୮-୨୦ ନଭେମ୍ବର ୨୦୧୧ରେ ହେବାକୁ ଯାଉଛି ।
ଆପଣ ଆମର ପ୍ରଧାନ ପୃଷ୍ଠା, ଫେସବୁକ କାର୍ଯ୍ୟକ୍ରମ ଓ ଆମର ଅବେଦନ ଫର୍ମଟି ମଧ୍ୟ ଦେଖିପାରିବେ ।

ଏହି ସବୁ କାମ ୧୦୦ ଦିନର WikiOutreach ରୁ ଆରମ୍ଭ ହେବ

ଯେହେତୁ ଆପଣ ଉଇକିପିଡ଼ିଆ ସଙ୍ଗଠନରେ ସଚଳ ଆମ୍ଭେ ଆପଣଙ୍କୁ ଏହି ମହାମେଳଣରେ ଯୋଗଦାନ ଓ ନିଜର ଅନୁଭୂତି ବାଣ୍ଟିବା ନିମନ୍ତେ ନିମନ୍ତ୍ରଣ କରୁଅଛୁ । ଆପଣଙ୍କ ଅବଦାନ ନିମନ୍ତେ ଅନେକ ସାଧୁବାଦ ।

୧୮-୨୦ ନଭେମ୍ବରରେ ମୁମ୍ବାଇରେ ଆପଣଙ୍କୁ ଭେଟିବା ଅପେକ୍ଷାରେ।

---Srikant Kedia ୧୪:୩୯, ୮ ଅଗଷ୍ଟ ୨୦୧୧ (UTC)