ବ୍ୟବହାରକାରୀଙ୍କ ଆଲୋଚନା:Sicherlich

Page contents not supported in other languages.
ଉଇକିପିଡ଼ିଆ‌ରୁ

EN: If you want to leave me a note please do so on de:Benutzer Diskussion:Sicherlich; you may write in English, German or Polish.

DE: Wenn du mir eine Nachricht hinterlassen will tu es bitte auf de:Benutzer Diskussion:Sicherlich; du kannst in englisch, deutsch oder polnisch schreiben
PL: Jeśli chcesz zostawić mi wiadomosć zrób to na de:Benutzer Diskussion:Sicherlich; możesz pisać po angelsku, niemiecku lub po polsku
DON'T LEAVE YOUR MESSAGE ON THIS PAGE !
thanks a lot ......Sicherlich (ମୋ ଆଲୋଚନା) ୧୧:୦୫, ୧୨ ଜୁଲାଇ ୨୦୧୧ (UTC)

ଉଇକିକନଫେରେନ୍ସ ଇଣ୍ଡିଆ ୨୦୧୧ ନିମନ୍ତେ ଆମନ୍ତ୍ରଣ[ସମ୍ପାଦନା]


ଆଜ୍ଞା ନମସ୍କାର Sicherlich,

ପ୍ରଥମ ଉଇକିକନଫେରେନ୍ସ ଇଣ୍ଡିଆ ମୁମ୍ବାଇ ଠାରେ ୧୮-୨୦ ନଭେମ୍ବର ୨୦୧୧ରେ ହେବାକୁ ଯାଉଛି ।
ଆପଣ ଆମର ପ୍ରଧାନ ପୃଷ୍ଠା, ଫେସବୁକ କାର୍ଯ୍ୟକ୍ରମ ଓ ଆମର ଅବେଦନ ଫର୍ମଟି ମଧ୍ୟ ଦେଖିପାରିବେ ।

ଏହି ସବୁ କାମ ୧୦୦ ଦିନର WikiOutreach ରୁ ଆରମ୍ଭ ହେବ

ଯେହେତୁ ଆପଣ ଉଇକିପିଡ଼ିଆ ସଙ୍ଗଠନରେ ସଚଳ ଆମ୍ଭେ ଆପଣଙ୍କୁ ଏହି ମହାମେଳଣରେ ଯୋଗଦାନ ଓ ନିଜର ଅନୁଭୂତି ବାଣ୍ଟିବା ନିମନ୍ତେ ନିମନ୍ତ୍ରଣ କରୁଅଛୁ । ଆପଣଙ୍କ ଅବଦାନ ନିମନ୍ତେ ଅନେକ ସାଧୁବାଦ ।

୧୮-୨୦ ନଭେମ୍ବରରେ ମୁମ୍ବାଇରେ ଆପଣଙ୍କୁ ଭେଟିବା ଅପେକ୍ଷାରେ।

---Srikant Kedia ୧୪:୩୩, ୮ ଅଗଷ୍ଟ ୨୦୧୧ (UTC)