ବ୍ୟବହାରକାରୀଙ୍କ ଆଲୋଚନା:Sanbiwiki

Page contents not supported in other languages.
ଉଇକିପିଡ଼ିଆ‌ରୁ

ପାଛୋଟା!

ଓଳିଗି, Sanbiwiki ଓଡ଼ିଆ ଉଇକିପିଡ଼ିଆକୁ ଆପଣଙ୍କୁ ପାଛୋଟି ନେଉଛୁ, ଆପଣଙ୍କ ଅବଦାନ ପାଇଁ ଢେରେ ବଧାଇ ଆପଣ ଯାହା କରିଛନ୍ତି । ମୁଁ ଭାବୁଛି ଆପଣଙ୍କୁ ଏହି ଜାଗାଟି ଭଲ ଲାଗିବ ଆଉ ଆପଣ ଏଇଠି କିଛି କାମ କରିବାକୁ ଭଲ ପାଇବେ । ଏଇ କିଛି ଫରଦ ଆପଣଙ୍କୁ ଭଲ ଲାଗିପାରେ:

ମୁଁ ଭାବୁଛି ଆପଣଙ୍କୁ ଏଠାରେ ଉଇକିଆଳିଟିଏ ହୋଇ ଲେଖା ଲେଖି କରିବାକୁ ଭଲ ଲାଗୁଛି ! ଟିକେ ଆଲୋଚନା ଫରଦରେ ନିଜ ନାଁ ଟା ଲେଖିଦିଅନ୍ତେ ଜଦି ଭଲ ହୁଅନ୍ତା ଆପଣଙ୍କ ଲେଖା ପରେ ଟିଲଡ଼େ ଚିନ୍ହଟିଏ ଦିଅନ୍ତୁ (~~~~); ଏଇଠି ଆପଣଙ୍କ ନାଆଁ ଆଉ ତାରିଖ ଆପେ ଆପେ ଲେଖିଦେବ । କିଛି ସାହାଜ୍ୟ ଦରକାର ପଡ଼ିଲେ, ପ୍ରଶ୍ନଟିଏ ପଚାରି ପାରିବେ, ମୋ ଆଲୋଚନା ଫରଦ କୁ ଯାଇ ମୋତେ ପଚାରିପାରିବେ, ନହେଲେ ଏଇ ଫରଦରେ ପ୍ରଶ୍ନ ଆଗରୁ ଏଇ କୋଡ {{help me}} କପି କରି ପକାଇଦିଅନ୍ତୁ । ଆଉଥରେ, ପାଛୋଟି ନେଉଛି! -Jayantanth (ମୋ କଥା) ୦୬:୩୩, ୧୭ ମାର୍ଚ ୨୦୧୧ (UTC)

Welcome!

Hello, Sanbiwiki, and welcome to Wikipedia! Thank you for your contributions. I hope you like the place and decide to stay. Here are some pages that you might find helpful:

I hope you enjoy editing here and being a Wikipedian! Please sign your messages on discussion pages using four tildes (~~~~); this will automatically insert your username and the date. If you need help, check out en:Wikipedia:Questions, ask me on my talk page, or ask your question on this page and then place {{help me}} before the question. Again, welcome! Jayantanth ୧୭:୦୨, ୩ ମାର୍ଚ ୨୦୧୧ (UTC)

ଉଇକିକନଫେରେନ୍ସ ଇଣ୍ଡିଆ ୨୦୧୧ ନିମନ୍ତେ ଆମନ୍ତ୍ରଣ[ସମ୍ପାଦନା]


ଆଜ୍ଞା ନମସ୍କାର Sanbiwiki,

ପ୍ରଥମ ଉଇକିକନଫେରେନ୍ସ ଇଣ୍ଡିଆ ମୁମ୍ବାଇ ଠାରେ ୧୮-୨୦ ନଭେମ୍ବର ୨୦୧୧ରେ ହେବାକୁ ଯାଉଛି ।
ଆପଣ ଆମର ପ୍ରଧାନ ପୃଷ୍ଠା, ଫେସବୁକ କାର୍ଯ୍ୟକ୍ରମ ଓ ଆମର ଅବେଦନ ଫର୍ମଟି ମଧ୍ୟ ଦେଖିପାରିବେ ।

ଏହି ସବୁ କାମ ୧୦୦ ଦିନର WikiOutreach ରୁ ଆରମ୍ଭ ହେବ

ଯେହେତୁ ଆପଣ ଉଇକିପିଡ଼ିଆ ସଙ୍ଗଠନରେ ସଚଳ ଆମ୍ଭେ ଆପଣଙ୍କୁ ଏହି ମହାମେଳଣରେ ଯୋଗଦାନ ଓ ନିଜର ଅନୁଭୂତି ବାଣ୍ଟିବା ନିମନ୍ତେ ନିମନ୍ତ୍ରଣ କରୁଅଛୁ । ଆପଣଙ୍କ ଅବଦାନ ନିମନ୍ତେ ଅନେକ ସାଧୁବାଦ ।

୧୮-୨୦ ନଭେମ୍ବରରେ ମୁମ୍ବାଇରେ ଆପଣଙ୍କୁ ଭେଟିବା ଅପେକ୍ଷାରେ।

---Srikant Kedia ୧୪:୨୯, ୮ ଅଗଷ୍ଟ ୨୦୧୧ (UTC)