ବ୍ୟବହାରକାରୀଙ୍କ ଆଲୋଚନା:Ranjit Sahu

Page contents not supported in other languages.
ଉଇକିପିଡ଼ିଆ‌ରୁ

ରଞ୍ଜିତ ଭାଇ, ତମ ଲିଖିତ ସାକୁଂଲାଇ ମନ୍ଦିର ଲେଖାଟି ଖୁବ ସୁନ୍ଦର ହୋଇଛି । ଏଥିରେ ସଭା ଉପରେ ଗୋଟେ ଶୂନ୍ୟସ୍ଥାନ ରହିଯାଇଛି ଘୁମୁଷୁରର ପୀଠ ଆଗରୁ, ତାକୁ ଲିଭାଇଦିଅ । ଆଉ ସ‌ହ‌ଯୋଗ (Help) ଅପସନରେ କ୍ଲିକ କଲେ ତମେ ଅଧିକ ଉଚ୍ଚତର ସମ୍ପାଦନା (ଯେପରିକି କେମିତି ବୋଲ୍ଡ, ଇଟାଲିକ୍ସ କରିବ, ଲେଖାରେ ଫଟୋ ଯୋଡ଼ିବ ଆଦି) ଶିଖିପାରିବ । କିଛି ଅସୁବିଧାରେ ପଡ଼ିଲେ ଉପରେ ଥିବା ପ୍ରଶ୍ନ ପଚାରନ୍ତୁରେ କ୍ଲିକ କରି ପ୍ରଶ୍ନ ପଚାରିଲେ ଅଭିଜ୍ଞ ସମ୍ପାଦକମାନେ ତମକୁ ସାହାଯ୍ୟ କରିବେ । --ସୁଭାସିସ ପାଣିଗାହି ମୋ ସଙ୍ଗେ ଆଲୋଚନା କରନ୍ତୁ ୦୬:୪୮, ୧୦ ମାର୍ଚ୍ଚ ୨୦୧୪ (UTC)

ଘୁମୁଷୁରର ପୀଠ କୁ ମୁ ଲିଭାଇ ଦେବି --Ranjit Sahu (ମୋ ଆଲୋଚନା) ୦୬:୫୯, ୧୦ ମାର୍ଚ୍ଚ ୨୦୧୪ (UTC)