ବ୍ୟବହାରକାରୀଙ୍କ ଆଲୋଚନା:Panchanana Patra

Page contents not supported in other languages.
ଉଇକିପିଡ଼ିଆ‌ରୁ

ପଞ୍ଚାନନ ପାତ୍ର ଆଧୁନିକ ଓଡ଼ିଆ ଯୁବ ଲେଖକ

ପଞ୍ଚାନନ ପାତ୍ର

ପଞ୍ଚାନନ ପାତ୍ର[ସମ୍ପାଦନା]

ଓଡ଼ିଆ ସାହିତ୍ୟରେ ସ୍ୱର୍ଣ୍ଣପଦକ ପୁରସ୍କାର ପ୍ରାପ୍ତ Panchanana Patra (ମୋ ଆଲୋଚନା) ୧୪:୪୩, ୨୯ ଅଗଷ୍ଟ ୨୦୧୯ (IST)[reply]

ଲେଖକ ପରିଚୟ[ସମ୍ପାଦନା]

ପଞ୍ଚାନନ ପାତ୍ର ହେଉଛନ୍ତି ଆଧୁନିକ ଓଡ଼ିଆ ସାହିତ୍ୟର ଜଣେ ସମାଲୋଚକ।ସେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରୁ ଓଡ଼ିଆ ଭାଷା ସାହିତ୍ୟରେ ସ୍ନାତକୋତ୍ତର ଅଧ୍ୟୟନ କରିବା ସହିତ ଏମ୍. ଫିଲ ଡିଗ୍ରୀ ମଧ୍ୟ ହାସଲ କରିଛନ୍ତି।ଏତଦବ୍ୟତୀତ ଓଡ଼ିଆ ସାହିତ୍ୟ କ୍ଷେତ୍ରରେ ସେ ଆଠ ଗୋଟି ସ୍ୱର୍ଣ୍ଣ ପଦକ ପ୍ରାପ୍ତ ହେବା ସହ ଓଡ଼ିଶାର ମହାମହିମ ରାଜ୍ୟପାଳଙ୍କ ଠାରୁ ରାଜ୍ୟପାଳ ସ୍ୱର୍ଣ୍ଣ ପଦକ ପାଇଛନ୍ତି।ସେ ୧୯୯୩ ମସିହାରେ ଗଂଜାମ ଜିଲ୍ଲାର ଘୁମୁସରଅଂଚଳର ଗଣ୍ଡାଧର ଗ୍ରାମରେ ଏକ ମଧ୍ୟବିତ୍ତ ପରିବାରରେ ଜନ୍ମଗ୍ରହଣ କରିଥିଲେ।ପିତା ସ୍ବର୍ଗତ ସୁବାଷ ଚନ୍ଦ୍ର ପାତ୍ର ଏବଂ ମାତା ଲକ୍ଷ୍ମୀ ପାତ୍ରଙ୍କ କୋଳମଣ୍ଡନ କରି ସେ, ସାହିତ୍ୟ ଓ ଭାଷା କ୍ଷେତ୍ରରେ ଏଯାବତ ଜାରି ରହିଛନ୍ତି। Panchanana Patra (ମୋ ଆଲୋଚନା) ୧୪:୫୬, ୨୯ ଅଗଷ୍ଟ ୨୦୧୯ (IST)[reply]

ପୁରସ୍କାର ଓ ସମ୍ମାନ[ସମ୍ପାଦନା]

୧.ରାଜ୍ୟପାଳ ସ୍ୱର୍ଣ୍ଣ ପଦକ -(ସ୍ନାତକୋତ୍ତର ଓଡ଼ିଆ ଭାଷା ଓ ସାହିତ୍ୟରେ ସର୍ବୋଚ୍ଚ ନମ୍ବର ନିମନ୍ତେ)-୨୦୧୭ ୨.ଚିତ୍ରକଳା ବାଉରିବନ୍ଧୁ ମେମୋରିଆଲ ସ୍ବର୍ଣ୍ଣ ପଦକ-୨୦୧୭(Best P.G.Student in Odia) ୩.କମଳା ରଥ ମେମୋରିଆଲ ସ୍ବର୍ଣ୍ଣ ପଦକ-୨୦୧୭(Highest Marks in M.A.(Odia) ୪.ସ୍ବର୍ଗତ ସଚ୍ଚିଦାନନ୍ଦ ଦାସ ମେମୋରିଆଲ ସ୍ବର୍ଣ୍ଣ ପଦକ-୨୦୧୭(Gold Medal Topper in M. A.) ୫.ପ୍ରଫେସର ଦେବରାଜ ପାଠୀ ଓ ଶ୍ରୀମତୀ ସରସ୍ବତୀ ପାଠୀ ସ୍ବର୍ଣ୍ଣ ପଦକ-୨୦୧୭(First Class First in M.A.) ୬.ଅନ୍ନପୂର୍ଣ୍ଣା ଦାସ ମେମୋରିଆଲ ସ୍ବର୍ଣ୍ଣ ପଦକ-୨୦୧୭(Highest Marks in M.A.(Odia) ୭.ଅନସୂୟା ମିଶ୍ର ମେମୋରିଆଲ ସ୍ବର୍ଣ୍ଣ ପଦକ-୨୦୧୭(First Class in Odia) ୮.ଗୋପୀନାଥ ବକ୍ସି ପାତ୍ର ମେମୋରିଆଲ ସ୍ବର୍ଣ୍ଣ ପଦକ-୨୦୧୭(Highest numbers of Marks in M.A. Odia) Panchanana Patra (ମୋ ଆଲୋଚନା) ୧୫:୧୪, ୨୯ ଅଗଷ୍ଟ ୨୦୧୯ (IST)[reply]