ବ୍ୟବହାରକାରୀଙ୍କ ଆଲୋଚନା:Jose77
ପାଛୋଟା!
ଓଳିଗି, Jose77 ଓଡ଼ିଆ ଉଇକିପିଡ଼ିଆକୁ ଆପଣଙ୍କୁ ପାଛୋଟି ନେଉଛୁ, ଆପଣଙ୍କ ଅବଦାନ ପାଇଁ ଢେରେ ବଧାଇ ଆପଣ ଯାହା କରିଛନ୍ତି । ମୁଁ ଭାବୁଛି ଆପଣଙ୍କୁ ଏହି ଜାଗାଟି ଭଲ ଲାଗିବ ଆଉ ଆପଣ ଏଇଠି କିଛି କାମ କରିବାକୁ ଭଲ ପାଇବେ । ଏଇ କିଛି ଫରଦ ଆପଣଙ୍କୁ ଭଲ ଲାଗିପାରେ:
- ଉଇକିପିଡ଼ିଆର ପାଞ୍ଚଟି ଖଁବ
- ଶିକ୍ଷଣ
- ଫରଦଟିଏ କେମିତି ବଦଳାଇବେ and ଲେଖା ଗୁଡ଼ିକ କେମିତି ବଦଳାଇବେ
- ନିଜର ପ୍ରଥମ ଲେଖାଟି କେମିତି ଲେଖିବେ
- ମାନୁଆଲର ଶୈଳୀ
ମୁଁ ଭାବୁଛି ଆପଣଙ୍କୁ ଏଠାରେ ଉଇକିଆଳିଟିଏ ହୋଇ ଲେଖା ଲେଖି କରିବାକୁ ଭଲ ଲାଗୁଛି ! ଟିକେ ଆଲୋଚନା ଫରଦରେ ନିଜ ନାଁ ଟା ଲେଖିଦିଅନ୍ତେ ଜଦି ଭଲ ହୁଅନ୍ତା ଆପଣଙ୍କ ଲେଖା ପରେ ଟିଲଡ଼େ ଚିନ୍ହଟିଏ ଦିଅନ୍ତୁ (~~~~); ଏଇଠି ଆପଣଙ୍କ ନାଆଁ ଆଉ ତାରିଖ ଆପେ ଆପେ ଲେଖିଦେବ । କିଛି ସାହାଜ୍ୟ ଦରକାର ପଡ଼ିଲେ, ପ୍ରଶ୍ନଟିଏ ପଚାରି ପାରିବେ, ମୋ ଆଲୋଚନା ଫରଦ କୁ ଯାଇ ମୋତେ ପଚାରିପାରିବେ, ନହେଲେ ଏଇ ଫରଦରେ ପ୍ରଶ୍ନ ଆଗରୁ ଏଇ କୋଡ {{help me}}
କପି କରି ପକାଇଦିଅନ୍ତୁ । ଆଉଥରେ, ପାଛୋଟି ନେଉଛି! -Jayantanth (ମୋ କଥା) ୦୬:୨୭, ୧୭ ମାର୍ଚ ୨୦୧୧ (UTC)
I am not able to type "ୟ" Whenever I type "ya" I get ଯ instead of ୟ . Any way out?
http://or.wikipedia.org/wiki/%E0%AC%B8%E0%AC%AE%E0%AD%8D%E0%AC%AC%E0%AC%BE%E0%AC%A6
can you make that below paragraph thing look like a tamplate.I don't know how to create a tamplate.
Re:Translation Request
[ସମ୍ପାଦନା]"ପାଦ ଧୋଇବା ଜଣକୁ ସୁଯୋଗ ଦିଏ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଏକ ଅଙ୍ଗ ହେବାରେ । ଜଣକୁ ଏହା ପ୍ରତିକ୍ଷଣେ ଚେତେଉଥାଏ ଯେ ସେ ସର୍ବଦା ପ୍ରେମ,ସ୍ଵର୍ଗୀୟ,ବିନମ୍ରତା,ଦାନ ଓ ସେବା ଆଦି ଗୁଣର ଅଧିକାରୀ ହେବା ଉଚିତ । ପ୍ରତ୍ୟେକ ମଣିଷ,ଯେଉଁମାନେ ଜଳ କ୍ରିୟାରେ ଭାଗନେଇଛନ୍ତି ସେମାନେ ନିଶ୍ଚିତଭାବେ ଯୀଶୁଖ୍ରୀଷ୍ଟଙ୍କ ନାମରେ ପାଦ ଧୋଇବା ଉଚିତ । ଯେବେବି ଉଚିତ ମନେହେବ,ସେତେବେଳେ ପରସ୍ପରର ପାଦ ଧୋଇବା ଅଭ୍ୟାସ କରିବା ଉଚିତ ।"
"ସପ୍ତାହର ସପ୍ତମ ଦିନ ଅର୍ଥାତ ଶନିବାର ଏକ ପବିତ୍ର ଦିବସ ।ଏହି ଦିନ ଜୀବନରେ ଆସିବାକୁ ଥିବା ସନାତନ ଶାନ୍ତିର ଆଶାରେ,ଭଗବତକୃପାନୁସାରେ ତାଙ୍କ ସୃଷ୍ଟି ଓ ବିନାଶକୁ ଅନୁଧ୍ୟାନ କରିବା ଉଚିତ ।"
Thank You too
[ସମ୍ପାଦନା]Thank you too for your help.I had made some correction to your article,you may like.
About your query for translation
[ସମ୍ପାଦନା]Hi, Thanks for your query, will translate when I have some free time :) But, it doesn't sound like a noticeable text neither going to help anyway to Wikipedia, it is rather meant to made for creating some awareness for Christianity. I have a liberal view and respect for all the religions and these text seriously make me dubious. I am asking myself, why should I do this?? ସୁଭ ପା/Subhashish Panigrahi (ମୋ କଥା) ୧୦:୨୬, ୪ ଏପ୍ରିଲ ୨୦୧୧ (UTC)
Talkback
[ସମ୍ପାଦନା]ଚିଠିଟି ମିଶାଗଲା Srikant Kedia (ମୋ କଥା) ୦୮:୨୩, ୫ ଏପ୍ରିଲ ୨୦୧୧ (UTC)। ଏବନେ ଆପଣ at any time by removing the {{Talkback}} or {{Tb}} template. ଏହି ସୂଚନାଟିକୁ ବାହାର କରିଦେଇ ପାରିବେ
ଉଇକିକନଫେରେନ୍ସ ଇଣ୍ଡିଆ ୨୦୧୧ ନିମନ୍ତେ ଆମନ୍ତ୍ରଣ
[ସମ୍ପାଦନା]ଆଜ୍ଞା ନମସ୍କାର Jose77,
ପ୍ରଥମ ଉଇକିକନଫେରେନ୍ସ ଇଣ୍ଡିଆ ମୁମ୍ବାଇ ଠାରେ ୧୮-୨୦ ନଭେମ୍ବର ୨୦୧୧ରେ ହେବାକୁ ଯାଉଛି । ଏହି ସବୁ କାମ ୧୦୦ ଦିନର WikiOutreach ରୁ ଆରମ୍ଭ ହେବ। ଯେହେତୁ ଆପଣ ଉଇକିପିଡ଼ିଆ ସଙ୍ଗଠନରେ ସଚଳ ଆମ୍ଭେ ଆପଣଙ୍କୁ ଏହି ମହାମେଳଣରେ ଯୋଗଦାନ ଓ ନିଜର ଅନୁଭୂତି ବାଣ୍ଟିବା ନିମନ୍ତେ ନିମନ୍ତ୍ରଣ କରୁଅଛୁ । ଆପଣଙ୍କ ଅବଦାନ ନିମନ୍ତେ ଅନେକ ସାଧୁବାଦ । ୧୮-୨୦ ନଭେମ୍ବରରେ ମୁମ୍ବାଇରେ ଆପଣଙ୍କୁ ଭେଟିବା ଅପେକ୍ଷାରେ। |
---|
---Srikant Kedia ୧୩:୫୬, ୮ ଅଗଷ୍ଟ ୨୦୧୧ (UTC)
Your account will be renamed
[ସମ୍ପାଦନା]Hello,
The developer team at Wikimedia is making some changes to how accounts work, as part of our on-going efforts to provide new and better tools for our users like cross-wiki notifications. These changes will mean you have the same account name everywhere. This will let us give you new features that will help you edit and discuss better, and allow more flexible user permissions for tools. One of the side-effects of this is that user accounts will now have to be unique across all 900 Wikimedia wikis. See the announcement for more information.
Unfortunately, your account clashes with another account also called Jose77. To make sure that both of you can use all Wikimedia projects in future, we have reserved the name Jose77~orwiki that only you will have. If you like it, you don't have to do anything. If you do not like it, you can pick out a different name.
Your account will still work as before, and you will be credited for all your edits made so far, but you will have to use the new account name when you log in.
Sorry for the inconvenience.
Yours,
Keegan Peterzell
Community Liaison, Wikimedia Foundation
୦୪:୨୩, ୧୮ ମାର୍ଚ୍ଚ ୨୦୧୫ (UTC)
ଓଡ଼ିଆ ଉଇକିପାଠାଗାର ପ୍ରଥମ ଜନ୍ମତିଥି ପାଳନ ପାଇଁ ନିମନ୍ତ୍ରଣ
[ସମ୍ପାଦନା]
|
--Aditya Mahar (ମୋ ଆଲୋଚନା) ୨୦ ଅକ୍ଟୋବର ୨୦୧୫ (IST)