ବ୍ୟବହାରକାରୀଙ୍କ ଆଲୋଚନା:Jfblanc
ପାଛୋଟା!
ଓଳିଗି, Jfblanc ଓଡ଼ିଆ ଉଇକିପିଡ଼ିଆକୁ ଆପଣଙ୍କୁ ପାଛୋଟି ନେଉଛୁ, ଆପଣଙ୍କ ଅବଦାନ ପାଇଁ ଢେରେ ବଧାଇ ଆପଣ ଯାହା କରିଛନ୍ତି । ମୁଁ ଭାବୁଛି ଆପଣଙ୍କୁ ଏହି ଜାଗାଟି ଭଲ ଲାଗିବ ଆଉ ଆପଣ ଏଇଠି କିଛି କାମ କରିବାକୁ ଭଲ ପାଇବେ । ଏଇ କିଛି ଫରଦ ଆପଣଙ୍କୁ ଭଲ ଲାଗିପାରେ:
- ଉଇକିପିଡ଼ିଆର ପାଞ୍ଚଟି ଖଁବ
- ଶିକ୍ଷଣ
- ଫରଦଟିଏ କେମିତି ବଦଳାଇବେ and ଲେଖା ଗୁଡ଼ିକ କେମିତି ବଦଳାଇବେ
- ନିଜର ପ୍ରଥମ ଲେଖାଟି କେମିତି ଲେଖିବେ
- ମାନୁଆଲର ଶୈଳୀ
ମୁଁ ଭାବୁଛି ଆପଣଙ୍କୁ ଏଠାରେ ଉଇକିଆଳିଟିଏ ହୋଇ ଲେଖା ଲେଖି କରିବାକୁ ଭଲ ଲାଗୁଛି ! ଟିକେ ଆଲୋଚନା ଫରଦରେ ନିଜ ନାଁ ଟା ଲେଖିଦିଅନ୍ତେ ଜଦି ଭଲ ହୁଅନ୍ତା ଆପଣଙ୍କ ଲେଖା ପରେ ଟିଲଡ଼େ ଚିନ୍ହଟିଏ ଦିଅନ୍ତୁ (~~~~); ଏଇଠି ଆପଣଙ୍କ ନାଆଁ ଆଉ ତାରିଖ ଆପେ ଆପେ ଲେଖିଦେବ । କିଛି ସାହାଜ୍ୟ ଦରକାର ପଡ଼ିଲେ, ପ୍ରଶ୍ନଟିଏ ପଚାରି ପାରିବେ, ମୋ ଆଲୋଚନା ଫରଦ କୁ ଯାଇ ମୋତେ ପଚାରିପାରିବେ, ନହେଲେ ଏଇ ଫରଦରେ ପ୍ରଶ୍ନ ଆଗରୁ ଏଇ କୋଡ {{help me}}
କପି କରି ପକାଇଦିଅନ୍ତୁ । ଆଉଥରେ, ପାଛୋଟି ନେଉଛି! ---Srikant Kedia ୧୧:୨୮, ୧୧ ଏପ୍ରିଲ ୨୦୧୧ (UTC)
ଉଇକିକନଫେରେନ୍ସ ଇଣ୍ଡିଆ ୨୦୧୧ ନିମନ୍ତେ ଆମନ୍ତ୍ରଣ
[ସମ୍ପାଦନା]ଆଜ୍ଞା ନମସ୍କାର Jfblanc,
ପ୍ରଥମ ଉଇକିକନଫେରେନ୍ସ ଇଣ୍ଡିଆ ମୁମ୍ବାଇ ଠାରେ ୧୮-୨୦ ନଭେମ୍ବର ୨୦୧୧ରେ ହେବାକୁ ଯାଉଛି । ଏହି ସବୁ କାମ ୧୦୦ ଦିନର WikiOutreach ରୁ ଆରମ୍ଭ ହେବ। ଯେହେତୁ ଆପଣ ଉଇକିପିଡ଼ିଆ ସଙ୍ଗଠନରେ ସଚଳ ଆମ୍ଭେ ଆପଣଙ୍କୁ ଏହି ମହାମେଳଣରେ ଯୋଗଦାନ ଓ ନିଜର ଅନୁଭୂତି ବାଣ୍ଟିବା ନିମନ୍ତେ ନିମନ୍ତ୍ରଣ କରୁଅଛୁ । ଆପଣଙ୍କ ଅବଦାନ ନିମନ୍ତେ ଅନେକ ସାଧୁବାଦ । ୧୮-୨୦ ନଭେମ୍ବରରେ ମୁମ୍ବାଇରେ ଆପଣଙ୍କୁ ଭେଟିବା ଅପେକ୍ଷାରେ। |
---|
---Srikant Kedia ୧୩:୫୫, ୮ ଅଗଷ୍ଟ ୨୦୧୧ (UTC)
ଓଡ଼ିଆ ଉଇକିପାଠାଗାର ପ୍ରଥମ ଜନ୍ମତିଥି ପାଳନ ପାଇଁ ନିମନ୍ତ୍ରଣ
[ସମ୍ପାଦନା]
|
--Aditya Mahar (ମୋ ଆଲୋଚନା) ୨୦ ଅକ୍ଟୋବର ୨୦୧୫ (IST)