ବ୍ୟବହାରକାରୀଙ୍କ ଆଲୋଚନା:Diptiprakashpalai

Page contents not supported in other languages.
ଉଇକିପିଡ଼ିଆ‌ରୁ

ପାଛୋଟା!

ଓଳିଗି, Diptiprakashpalai ଓଡ଼ିଆ ଉଇକିପିଡ଼ିଆକୁ ଆପଣଙ୍କୁ ପାଛୋଟି ନେଉଛୁ, ଆପଣଙ୍କ ଅବଦାନ ପାଇଁ ଢେରେ ବଧାଇ ଆପଣ ଯାହା କରିଛନ୍ତି । ମୁଁ ଭାବୁଛି ଆପଣଙ୍କୁ ଏହି ଜାଗାଟି ଭଲ ଲାଗିବ ଆଉ ଆପଣ ଏଇଠି କିଛି କାମ କରିବାକୁ ଭଲ ପାଇବେ । ଏଇ କିଛି ଫରଦ ଆପଣଙ୍କୁ ଭଲ ଲାଗିପାରେ:

ମୁଁ ଭାବୁଛି ଆପଣଙ୍କୁ ଏଠାରେ ଉଇକିଆଳିଟିଏ ହୋଇ ଲେଖା ଲେଖି କରିବାକୁ ଭଲ ଲାଗୁଛି ! ଟିକେ ଆଲୋଚନା ଫରଦରେ ନିଜ ନାଁ ଟା ଲେଖିଦିଅନ୍ତେ ଜଦି ଭଲ ହୁଅନ୍ତା ଆପଣଙ୍କ ଲେଖା ପରେ ଟିଲଡ଼େ ଚିନ୍ହଟିଏ ଦିଅନ୍ତୁ (~~~~); ଏଇଠି ଆପଣଙ୍କ ନାଆଁ ଆଉ ତାରିଖ ଆପେ ଆପେ ଲେଖିଦେବ । କିଛି ସାହାଜ୍ୟ ଦରକାର ପଡ଼ିଲେ, ପ୍ରଶ୍ନଟିଏ ପଚାରି ପାରିବେ, ମୋ ଆଲୋଚନା ଫରଦ କୁ ଯାଇ ମୋତେ ପଚାରିପାରିବେ, ନହେଲେ ଏଇ ଫରଦରେ ପ୍ରଶ୍ନ ଆଗରୁ ଏଇ କୋଡ {{help me}} କପି କରି ପକାଇଦିଅନ୍ତୁ । ଆଉଥରେ, ପାଛୋଟି ନେଉଛି! -Jayantanth (ମୋ କଥା) ୦୬:୨୬, ୧୭ ମାର୍ଚ ୨୦୧୧ (UTC)

ସ୍ଵାଗତ[ସମ୍ପାଦନା]

ଵିକିପିଡିଯା ପର ଆପକା ସ୍ଵାଗତ ହୈ| କ୍ଯା ଆପ ଉଡିଯା ଭାଷା ମଁ ଯୋଗଦାନ ଦେ ସକତେ ହୈ? ଅଗର ସକତେ ହୈ ତୋ କୃପଯା ଯହାଂ ପର ବନେ ରହିଏ| ଧନ୍ଯଵାଦ|--Eukesh ୨୦:୫୦, ୬ December ୨୦୦୮ (UTC)

Welcome Diptiprakashpalai to Oriya Wikipedia!

Thank you for your contributions to Oriya Wikipedia! This site has been in a state of dormancy till your edits came along.

As you may have guessed already, a significant proportion of the regular contributors to this site know little or no Oriya. We hope you can contribute, no matter what your language skills are.

You truly seem to have a genuine interest in this Wiki project and I hope it will blossom into something great. I hope you enjoy editing here and being a Wikipedian! Please sign your name on talk pages using four tildes (~~~~); this will automatically produce your name and the date. If you need help, just ask me or Eukesh on our talk pages.

Enjoy! --Jose77 ୨୧:୩୫, ୧୨ December ୨୦୦୮ (UTC)

Translation of the Oriya Interface[ସମ୍ପାଦନା]

The Oriya Wikipedia Interface needs to be translated into Oriya. Can you please give me the Oriya translations for the following words:

  • Main Page = ପ୍ରଧାନ ପ୍ରୁଷ୍ଟ୍ଆ
  • Community portal =
  • Current events =
  • Recent changes =
  • Random page =
  • Help = ସାହାଜ୍ଯ
  • Donations = ଦାନ
  • Navigation = ଦିଗ୍ଦର୍ଶକ
  • Search = ସନ୍ଧାନ
  • Toolbox = ଜନ୍ତ୍ର ବାକ୍ସ
  • Go =
  • Search =
  • What links here =
  • Related changes = ସମ୍ବଧ୍ହିତ ପରିବର୍ତନ
  • Upload file =
  • Special pages = ସ୍ବତନ୍ତ୍ର
  • Printable version =
  • Permanent link =
  • Cite this article =
  • Article =
  • Discussion = ଆଲୋଚନା
  • Edit =
  • History = ଇତିହାସ
  • Move =
  • Protect = ସୁରଖ୍ଯା
  • Watch =େଦଖ
  • Delete =
  • My talk = ମୋ କଥା
  • My preferences =
  • My watchlist =
  • My contributions =
  • Log in =
  • Log out =
  • Create Account =
  • Create an account =
  • January =
  • February =
  • March =
  • April =
  • May =
  • June =
  • July =
  • August =
  • September =
  • October =
  • November =
  • December =
  • Sunday =
  • Monday =
  • Tuesday =
  • Wednesday =
  • Thursday =
  • Friday =
  • Saturday =
  • Username =
  • Password =
  • Retype password =
  • Email =
  • Move page =
  • To new title =
  • Reason =
  • Watch this page =
  • Remember my login on this computer =
  • Email Password =
  • Message =
  • Special = ସ୍ବତନ୍ତ୍ର
  • User Contributions = ବ୍ଯବହରକାରୀନ୍କ ଅନୁଦାନ
  • Email this user =
  • View Source =େଦଖ ଉର୍ସ
  • Summary = ସାରକଥା
  • Save page =
  • Show preview =
  • Show changes =େଦଖାଅ ପରିବର୍ତନଗୁଡିକ
  • Cancel =
  • Editing Help =
  • This is a minor edit =
  • System messages =
  • Not logged in =
  • All pages =
  • last =େଶଷ
  • current =

--Jose77 ୨୧:୩୨, ୧୨ December ୨୦୦୮ (UTC)

Thankyou for your help. --Jose77 ୦୩:୩୭, ୧୪ January ୨୦୦୯ (UTC)

ଉଇକିକନଫେରେନ୍ସ ଇଣ୍ଡିଆ ୨୦୧୧ ନିମନ୍ତେ ଆମନ୍ତ୍ରଣ[ସମ୍ପାଦନା]


ଆଜ୍ଞା ନମସ୍କାର Diptiprakashpalai,

ପ୍ରଥମ ଉଇକିକନଫେରେନ୍ସ ଇଣ୍ଡିଆ ମୁମ୍ବାଇ ଠାରେ ୧୮-୨୦ ନଭେମ୍ବର ୨୦୧୧ରେ ହେବାକୁ ଯାଉଛି ।
ଆପଣ ଆମର ପ୍ରଧାନ ପୃଷ୍ଠା, ଫେସବୁକ କାର୍ଯ୍ୟକ୍ରମ ଓ ଆମର ଅବେଦନ ଫର୍ମଟି ମଧ୍ୟ ଦେଖିପାରିବେ ।

ଏହି ସବୁ କାମ ୧୦୦ ଦିନର WikiOutreach ରୁ ଆରମ୍ଭ ହେବ

ଯେହେତୁ ଆପଣ ଉଇକିପିଡ଼ିଆ ସଙ୍ଗଠନରେ ସଚଳ ଆମ୍ଭେ ଆପଣଙ୍କୁ ଏହି ମହାମେଳଣରେ ଯୋଗଦାନ ଓ ନିଜର ଅନୁଭୂତି ବାଣ୍ଟିବା ନିମନ୍ତେ ନିମନ୍ତ୍ରଣ କରୁଅଛୁ । ଆପଣଙ୍କ ଅବଦାନ ନିମନ୍ତେ ଅନେକ ସାଧୁବାଦ ।

୧୮-୨୦ ନଭେମ୍ବରରେ ମୁମ୍ବାଇରେ ଆପଣଙ୍କୁ ଭେଟିବା ଅପେକ୍ଷାରେ।

---Srikant Kedia ୧୩:୪୦, ୮ ଅଗଷ୍ଟ ୨୦୧୧ (UTC)

ଓଡ଼ିଆ ଉଇକିପାଠାଗାର ପ୍ରଥମ ଜନ୍ମତିଥି ପାଳନ ପାଇଁ ନିମନ୍ତ୍ରଣ[ସମ୍ପାଦନା]

--Aditya Mahar (ମୋ ଆଲୋଚନା) ୨୦ ଅକ୍ଟୋବର ୨୦୧୫ (IST)