Jump to content

ବ୍ୟବହାରକାରୀଙ୍କ ଆଲୋଚନା:ସୌମ୍ୟରଂଜନ ବଳିୟାରସିଂହ 98

Page contents not supported in other languages.
ନୂଆ ଯୋଡ଼ନ୍ତୁ
ଉଇକିପିଡ଼ିଆ‌ରୁ
Latest comment: ୭ ବର୍ଷ ପୂର୍ବେ by ସୌମ୍ୟରଂଜନ ବଳିୟାରସିଂହ 98 in topic ସୌମ୍ୟରଂଜନ ବଳିୟାରସିଂହ

ସୌମ୍ୟରଂଜନ ବଳିୟାରସିଂହ

[ସମ୍ପାଦନା]


== ସୌମ୍ୟରଂଜନ ବଳିୟାରସିଂହ ==

ସୌମ୍ୟରଂଜନ ବଳିୟାରସିଂହ(୧୩ ଏପ୍ରିଲ ୧୯୯୮)ଜନ୍ମ ସ୍ଥାନ-ଗୋଳବାଇ,ଖୋର୍ଦ୍ଧା ।ଭଗବତୀ ଉଚ୍ଚ ବିଦ୍ୟାଳୟରେ ମାଟ୍ରିକ ସମାପ୍ତ ପରେ କେ ବି ଡିଏଭି ମହାବିଦ୍ୟାଳୟରେ ଇତିହାସ ବିଭାଗରେ ଡିଗ୍ରୀ ପର୍ଯ୍ୟନ୍ତ ହୋଇଛି ।ବାଲ୍ୟ କାଳରୁ ପିତା ସୁଧାଂଶୁ ଶେଖର, ମହାନ ଦେଶ ଭକ୍ତଙ୍କ ଆତ୍ମଜୀବନୀ ବିଷୟରେ ସମ୍ୟକ ସୂଚନା ଦେବା ଆରମ୍ଭରୂ ଛାତ୍ର ଜୀବନ ସମାଜସେବାରେ ନିୟୋଜିତ ହୁଏ ଏବଂ କବିତା ,ଗଳ୍ପ ,ସ୍ୱର ସଜାଇବା ର ଏକ ନିଆରା ନିଶା ରହିଥିଲା ତଥା ୧୭ ବର୍ଷ ବୟସରେ ନିଜ ଘରର ବାସ୍ତବିକ ମୌଳିକ ସମସ୍ୟା କୁ ଦେଖି ଭୁବନେଶ୍ବର ଏକ ଗୋଦାମରେ କାମ କରି ଘର ର ଆର୍ଥିକ ସମସ୍ୟା କିଛିଟା ଦୂର କରିବା ସହିତ ,ସନ୍ଧ୍ୟା ସମୟରେ ଛୁଟି ବେଳେ ଦୁଃଖର ସଂଘର୍ଷ ଭିତରେ ସମାଜସେବା କରିବାର ପ୍ରେରଣା ଯୋଗାଇଥିଲା ।ପରେ ରାଜଧାନୀରେ ଆରମ୍ଭ ହୁଏ ,ବସ୍ତି ପିଲା ଏବଂ କିଛି ସମାଜ ସେବକ ଙ୍କ ସହିତ ମିଶି ସେବା କାର୍ଯ୍ୟ ।ପରେ ନିଜ ଗାଁ କୁ ଫେରି ନିରାକାରପୁର ସ୍ଥିତ ମହାବିଦ୍ୟାଳୟରେ ଡିଗ୍ରୀ ପଢିବା ସମୟରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦରେ ଯୋଗଦାନ ଦେବା ପରେ ଛାତ୍ରମାନଙ୍କର ଅଧିକାର ପାଇଁ ଲଢେଇ କରିବା ସୁଯୋଗ ମିଳିଥିଲା ଏବଂ ସେହି ସମୟ ଠାରୁ ସମାଜରେ ପାଠ ପଢି ଚାକିରୀ କରିବା ପରିବର୍ତ୍ତେ ଦେଶ ପାଇଁ ସେବା କରିବା ହିଁ ଚାକିରୀ ଧରିନେବା ,ସେହି ମୁହୂର୍ତ୍ତରୁ ଜୀବନର ମୋଡ ବଦଳିଯାଇଥିଲା।ପରେ କବିତା ଲେଖିବା ଏବଂ ଓଡିଆ ମାତୃଭାଷା ପାଇଁ ସଂଗ୍ରାମ କରିବା ,ସବୁଠାରୁ ବଡ ସଫଳତା ଥିଲା ।ୟୁଥ ଟ୍ୟାଲେଣ୍ଟ ରେ ସମ୍ମାନୀତ ହେବା ପରେ ଐତିହାସିକ ସ୍ଥାନ ତଳଗଡ ର ଗବେଷଣା କରିବା ସମୟରେ ଜନଜାଗରଣ କ୍ଲବ ଦ୍ୱାରା ନିଜ ରାଜ୍ୟ ଓଡିଶାରେ ମାଟିରେ ହଜିଯାଉଥିବା ମୌଳିକ ଐତିହ୍ୟ ସଂରକ୍ଷିତ କରିବା ପାଇଁ ଗବେଷଣା କରିବା ଜୀବନରେ ସବୁ ଠାରୁ ବଡ ସେବା ସୌମ୍ୟରଂଜନ ବଳିୟାରସିଂହ 98 (ମୋ ଆଲୋଚନା) ୧୨:୪୫, ୧୩ ଜୁନ ୨୦୧୮ (IST)Reply