ବ୍ରହ୍ମା ମନ୍ଦିର, ଗ୍ରାଣ୍ଡ କାନ୍ୟୋନ

Coordinates: 36°07′50″N 112°02′19″W / 36.1304634°N 112.0387030°W / 36.1304634; -112.0387030
ଉଇକିପିଡ଼ିଆ‌ରୁ
ବ୍ରହ୍ମା ମନ୍ଦିର
ଉତ୍ତର ଦିଗର ସୂର୍ଯ୍ୟାସ୍ତ ଦୃଶ୍ୟ
Elevation୭୫୫୧ ଫୁଟ ft (Invalid value m)[୧]
IsolationInvalid unit[୨]
Prominence୧୪୬୮ ft (୪୪୭ m)[୧]
Parent peakOza Butte (8,068 ft)[୨]
Location
none
LocationGrand Canyon
Coconino County, Arizona, US
Rangeକୈବବ ଉପତ୍ୟକା (Kaibab Plateau)[୧]
କୋଲୋରାଡୋ (Colorado Plateau
Coordinates36°07′50″N 112°02′19″W / 36.1304634°N 112.0387030°W / 36.1304634; -112.0387030[୩]
Topo mapUSGS Phantom Ranch
Climbing
First ascentMay 15, 1968
Easiest routeclass 4 climbing[୨]

ବ୍ରହ୍ମା ମନ୍ଦିର ଦକ୍ଷିଣପଶ୍ଚିମ ଆମେରିକାର ଆରିଜୋନାରେ ଥିବା କୋକୋଅନିନୋର ଗ୍ରାଣ୍ଡ କାନ୍ୟନରୁ ୭,୫୫୧ ଫୁଟ ଉପରେ ଅବସ୍ଥିତ ।[୩] ଏହା ୟୁବିପାଇ ପଏଣ୍ଟରୁ କାନ୍ୟନ ଦକ୍ଷିଣ ରିମ ଓ ନର୍ଥ ରିମ ବ୍ରାଇଟ ଆଞ୍ଜେଲଠାରୁ ୪.୫ ମାଇଲ ଦକ୍ଷିଣକୁ ଅବସ୍ଥିତ ବ୍ରାଇଟ ଆଞ୍ଜେଲ କାନ୍ୟନର ଫାଣ୍ଟୋମର ୫୦୦୦ ଫୁଟ ଉପରେ ଦଣ୍ଡାୟମାନ । ଉତ୍ତର ପୂର୍ବ ଦିଗରେ ଥିବା ଓଜା ବଟ୍ଟେ ଏହାର ନିକଟତମ ପଡୋଶୀ । ଏହା ପାଖରେ ଥିବା ଅନ୍ୟ ମନ୍ଦିରଙ୍କ ନାମ ଜୋରାଷ୍ଟର ମନ୍ଦିର ଓ ହିନ୍ଦୁ ମତରେ ସୃଷ୍ଟି କର୍ତ୍ତା ବ୍ରହ୍ମାଙ୍କ ମନ୍ଦିର । ଏହି ନାମକରଣ କ୍ଲାରେନ୍ସ ଡ଼ୁଟ୍ଟନ କରିଥିଲେ ଯିଏ ପୌରାଣିକ ଦେବତାଙ୍କ ନାମାନୁସାରେ କରିବାକୁ ପସନ୍ଦ କରୁଥିଲେ ।[୪] ଏହି ଭୌଗଳିକ ନାମ ୧୯୦୬ ମସିହାରେ ୟୁ ଏସ ବୋର୍ଡ ସମ୍ମତି ପ୍ରଦାନ କରିଥିଲେ ।

ମଇ ୧୫. ୧୯୬୮ ତାରିଖ ଦିନ ଡୋନାଲ୍ଡ ଡେଭୀଷ ଓ ଡାକ ଏଲିସ ପ୍ରଥମ ଥର ପାଇଁ ଏହି ଶିଖରକୁ ଉଠିଥିଲେ । ଶିଖରକୁ ଉଠିବା ପାଇଁ ଏହି ଯୋଡ଼ି ୧୨ ମାଇଲ ଯିବା ପରେ ୫୦୭୧ ଫୁଟ ଉଚ୍ଚତାକୁ ଉଠିଥିଲେ ଓ ୧୪ ଘଣ୍ଟା ପରେ ଫେରି ଆସିଥିଲେ ।[୫] କୋପଏନ ଜଳବାୟୁ ବର୍ଗୀକରଣ ଅନୁସାରେ ଏକ ଥଣ୍ଡା ସେମି-ଆରିଦ ଜଳବାୟୁରେ ଜୋନରେ ଅଛି ।[୬]

ଭୂଗୋଳ[ସମ୍ପାଦନା]

ବ୍ରହ୍ମା ମନ୍ଦିର ଶିଖରର କ୍ରିମ ରଙ୍ଗ, ପରମିଆନ କୋକୋନିନୋ ବାଲୁକା ପ୍ରସ୍ତର ସହିତ କାଇବାବ କପରୋକ ଚୂନ ପଥର ବ୍ୟବହୃତ ହୋଇଛି ।[୭] ଏହି ବାଲୁକା ପ୍ରସ୍ତର ସେଠାରେ ୨୬୫ ନିୟୁତ ବର୍ଷ ଧରି ଗଚ୍ଛିତ ଅଛି ।

ଗ୍ୟାଲେରି[ସମ୍ପାଦନା]


ଏହା ମଧ୍ୟ ଦେଖନ୍ତୁ[ସମ୍ପାଦନା]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ "Brahma Temple, Arizona". Peakbagger.com. Retrieved 2020-12-18.
  2. ୨.୦ ୨.୧ ୨.୨ "Brahma Temple – 7,551' AZ". Lists of John. Retrieved December 18, 2020.
  3. ୩.୦ ୩.୧ "Brahma Temple". Geographic Names Information System. United States Geological Survey, United States Department of the Interior. Retrieved 2020-12-18.
  4. Randy Moore and Kara Felicia Witt, The Grand Canyon: An Encyclopedia of Geography, History, and Culture, 2018, ABC-CLIO Publisher, p. 150.
  5. John Annerino, Hiking the Grand Canyon, 2017, Simon & Schuster, ISBN 9781510714984
  6. Peel, M. C.; Finlayson, B. L.; McMahon, T. A. (2007). "Updated world map of the Köppen−Geiger climate classification". Hydrol. Earth Syst. Sci. 11. ISSN 1027-5606.
  7. N.H. Darton, Story of the Grand Canyon of Arizona, 1917, p. 32.

ବାହ୍ୟ ଲିଙ୍କ[ସମ୍ପାଦନା]