ବ୍ରହ୍ମା ମନ୍ଦିର, ଗ୍ରାଣ୍ଡ କାନ୍ୟୋନ
ବ୍ରହ୍ମା ମନ୍ଦିର | |
---|---|
Elevation | ୭୫୫୧ ଫୁଟ ft (Invalid value m)[୧] |
Isolation | Invalid unit[୨] |
Prominence | ୧୪୬୮ ft (୪୪୭ m)[୧] |
Parent peak | Oza Butte (8,068 ft)[୨] |
Location | |
none | |
Location | Grand Canyon Coconino County, Arizona, US |
Range | କୈବବ ଉପତ୍ୟକା (Kaibab Plateau)[୧] କୋଲୋରାଡୋ (Colorado Plateau |
Coordinates | 36°07′50″N 112°02′19″W / 36.1304634°N 112.0387030°W[୩] |
Topo map | USGS Phantom Ranch |
Climbing | |
First ascent | May 15, 1968 |
Easiest route | class 4 climbing[୨] |
ବ୍ରହ୍ମା ମନ୍ଦିର ଦକ୍ଷିଣପଶ୍ଚିମ ଆମେରିକାର ଆରିଜୋନାରେ ଥିବା କୋକୋଅନିନୋର ଗ୍ରାଣ୍ଡ କାନ୍ୟନରୁ ୭,୫୫୧ ଫୁଟ ଉପରେ ଅବସ୍ଥିତ ।[୩] ଏହା ୟୁବିପାଇ ପଏଣ୍ଟରୁ କାନ୍ୟନ ଦକ୍ଷିଣ ରିମ ଓ ନର୍ଥ ରିମ ବ୍ରାଇଟ ଆଞ୍ଜେଲଠାରୁ ୪.୫ ମାଇଲ ଦକ୍ଷିଣକୁ ଅବସ୍ଥିତ ବ୍ରାଇଟ ଆଞ୍ଜେଲ କାନ୍ୟନର ଫାଣ୍ଟୋମର ୫୦୦୦ ଫୁଟ ଉପରେ ଦଣ୍ଡାୟମାନ । ଉତ୍ତର ପୂର୍ବ ଦିଗରେ ଥିବା ଓଜା ବଟ୍ଟେ ଏହାର ନିକଟତମ ପଡୋଶୀ । ଏହା ପାଖରେ ଥିବା ଅନ୍ୟ ମନ୍ଦିରଙ୍କ ନାମ ଜୋରାଷ୍ଟର ମନ୍ଦିର ଓ ହିନ୍ଦୁ ମତରେ ସୃଷ୍ଟି କର୍ତ୍ତା ବ୍ରହ୍ମାଙ୍କ ମନ୍ଦିର । ଏହି ନାମକରଣ କ୍ଲାରେନ୍ସ ଡ଼ୁଟ୍ଟନ କରିଥିଲେ ଯିଏ ପୌରାଣିକ ଦେବତାଙ୍କ ନାମାନୁସାରେ କରିବାକୁ ପସନ୍ଦ କରୁଥିଲେ ।[୪] ଏହି ଭୌଗଳିକ ନାମ ୧୯୦୬ ମସିହାରେ ୟୁ ଏସ ବୋର୍ଡ ସମ୍ମତି ପ୍ରଦାନ କରିଥିଲେ ।
ମଇ ୧୫. ୧୯୬୮ ତାରିଖ ଦିନ ଡୋନାଲ୍ଡ ଡେଭୀଷ ଓ ଡାକ ଏଲିସ ପ୍ରଥମ ଥର ପାଇଁ ଏହି ଶିଖରକୁ ଉଠିଥିଲେ । ଶିଖରକୁ ଉଠିବା ପାଇଁ ଏହି ଯୋଡ଼ି ୧୨ ମାଇଲ ଯିବା ପରେ ୫୦୭୧ ଫୁଟ ଉଚ୍ଚତାକୁ ଉଠିଥିଲେ ଓ ୧୪ ଘଣ୍ଟା ପରେ ଫେରି ଆସିଥିଲେ ।[୫] କୋପଏନ ଜଳବାୟୁ ବର୍ଗୀକରଣ ଅନୁସାରେ ଏକ ଥଣ୍ଡା ସେମି-ଆରିଦ ଜଳବାୟୁରେ ଜୋନରେ ଅଛି ।[୬]
ଭୂଗୋଳ
[ସମ୍ପାଦନା]ବ୍ରହ୍ମା ମନ୍ଦିର ଶିଖରର କ୍ରିମ ରଙ୍ଗ, ପରମିଆନ କୋକୋନିନୋ ବାଲୁକା ପ୍ରସ୍ତର ସହିତ କାଇବାବ କପରୋକ ଚୂନ ପଥର ବ୍ୟବହୃତ ହୋଇଛି ।[୭] ଏହି ବାଲୁକା ପ୍ରସ୍ତର ସେଠାରେ ୨୬୫ ନିୟୁତ ବର୍ଷ ଧରି ଗଚ୍ଛିତ ଅଛି ।
ଗ୍ୟାଲେରି
[ସମ୍ପାଦନା]-
ଉତ୍ତର ରିମରୁ ବ୍ରହ୍ମା ଦେବ ଓ ଜୋରାଷ୍ଟର ମନ୍ଦିର ଦୃଶ୍ୟ
-
ଦକ୍ଷିଣ ରିମର ଶୋଶୋନ ପଏଣ୍ଟରୁ ବ୍ରହ୍ମା ମନ୍ଦିର ଦୃଶ୍ୟ
-
ଦକ୍ଷିଣ-ପଶ୍ଚିମ ଦିଗରୁ ବ୍ରହ୍ମା ମନ୍ଦିର (ବାମ) ଓ ଜୋରାଷ୍ଟର ମନ୍ଦିର (ଡାହାଣ) ଦୃଶ୍ୟ
ବାମ ନିମ୍ନ ଭାଗରୁ ସୁମନର ବୁଟ୍ଟେ ଦୃଶ୍ୟ -
ବ୍ରାଇଟ ଆଙ୍ଗଲର ଉତ୍ତର ରିମରୁ ବ୍ରହ୍ମା ମନ୍ଦିର (ବାମ) ଦୃଶ୍ୟ
-
ବ୍ରାଇଟ ଆଙ୍ଗଲର ଉତ୍ତର ରିମରୁ ବ୍ରହ୍ମା ମନ୍ଦିର (ଡାହାଣ)
-
କେପ ରୟଲରୁ ମନ୍ଦିର (କେନ) ଦୃଶ୍ୟ
-
ଦକ୍ଷିଣ ଦିଗର ହୋପି ପଏଣ୍ଟରୁ ବ୍ରହ୍ମା ମନ୍ଦିର ଦୃଶ୍ୟ
-
ବ୍ରହ୍ମା ମନ୍ଦିର (ବାମ) ଓ ଜୋରାଷ୍ଟର ମନ୍ଦିର (ଡାହାଣ) ଦିଗରୁ ସୂର୍ଯ୍ୟାସ୍ତର ଦୃଶ୍ୟ
ଏହା ମଧ୍ୟ ଦେଖନ୍ତୁ
[ସମ୍ପାଦନା]ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ "Brahma Temple, Arizona". Peakbagger.com. Retrieved 2020-12-18.
- ↑ ୨.୦ ୨.୧ ୨.୨ "Brahma Temple – 7,551' AZ". Lists of John. Retrieved December 18, 2020.
- ↑ ୩.୦ ୩.୧ "Brahma Temple". Geographic Names Information System. United States Geological Survey, United States Department of the Interior. Retrieved 2020-12-18.
- ↑ Randy Moore and Kara Felicia Witt, The Grand Canyon: An Encyclopedia of Geography, History, and Culture, 2018, ABC-CLIO Publisher, p. 150.
- ↑ John Annerino, Hiking the Grand Canyon, 2017, Simon & Schuster, ISBN 9781510714984
- ↑ Peel, M. C.; Finlayson, B. L.; McMahon, T. A. (2007). "Updated world map of the Köppen−Geiger climate classification". Hydrol. Earth Syst. Sci. 11. ISSN 1027-5606.
- ↑ N.H. Darton, Story of the Grand Canyon of Arizona, 1917, p. 32.